ଯେତେବେଳେ ଏହି ବାବା ଚଢି ଥିଲେ Kailash ପର୍ବତ ଉପରକୁ, ଆଉ ତାପରେ ଯାହା ହେଲା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ |

ନମସ୍କାର ବନ୍ଧୁଗଣ କୈଳାସ ପର୍ବତ ଏକ ଏପରି ପବିତ୍ର ସ୍ଥାନ ଅଟେ ଯେଉଁଠାରେ ଭଗଵାନ ଶିବ ବାସ କରନ୍ତି ଏହି ପର୍ବତକୁ ଚମତ୍କାରୀ ପର୍ବତ ମଧ୍ୟ କୁହାଯାଇଥାଏ କୈଳାସ ପର୍ବତକୁ ଧର୍ମର ପ୍ରତୀକ ରୂପେ ମାନାଯାଏ ଭାରତରେ ଅନେକ ସ୍ଥାନ ରହିଛି ଯେଉଁଠାରେ ଭଗଵାନ ଶିବଙ୍କର ଚମତ୍କାର ଦେଖିବାକୁ ମିଳିଥାଏ କିନ୍ତୁ ଏହି ପର୍ବର ନିଜେ ଏକ ଚମତ୍କାର ଅଟେ ଦର୍ଶକ ବନ୍ଧୁ କୁହାଯାଏ କୈଳାସ ପର୍ବତର ସିଖରକୁ ଆଜି ପର୍ଯ୍ୟନ୍ତ କେହି ଚଢି ପାରିନାହାଁନ୍ତି ଏହି ପର୍ବତ ତିବତରେ ଅବସ୍ଥିତ ଆଉ ଏଠାରେ ଏକ ଏପରି ନାଁ କୁହାଯାଏ ଯିଏ କୈଳାସ ପର୍ବତର ଶିଖରରେ ପହଞ୍ଚିଥିଲେ ତେବେ ଦର୍ଶକ ବନ୍ଧୁ ଆସନ୍ତୁ ଜାଣିବା କୈଳାସ ପର୍ବତ ସହିତ ଜଡିତ ରହସ୍ୟମୟ କଥା ବିଷୟରେ।

ଦର୍ଶକ ବନ୍ଧୁ ୬୬୩୮ ମିଟର କୈଳାସ ପର୍ବତ ମାଉଣ୍ଟ ଏଭରେଷ୍ଟ ଠାରୁ ୨୨ କିଲୋମିଟର କମ୍ ଅଟେ କିନ୍ତୁ ମାଉଣ୍ଟ ଏଭରେଷ୍ଟ ଉପରେ ଅନେକ ଲୋକ ଚଢ଼ି ସାରିଛନ୍ତି କିନ୍ତୁ କୈଳାସ ପର୍ବତ ଉପରେ ଚଢ଼ିଥିବା ବ୍ୟକ୍ତିଙ୍କ ନାଁ ମିଳିନଥାଏ କୁହାଯାଏ କୈଳାସ ପର୍ବତ ଉପରେ ଜଣେ ସିଦ୍ଧ ଆଉ ସଚା ମଣିଷ ହିଁ ଚଢ଼ି ପାରିବ ଏହି ପର୍ବତର ବୋହୁତ ମହତ୍ତ୍ୱ ରହିଛି ତେବେ ୧ ହଜାର ବର୍ଷ ତଳେ ତିବତର ଏକ ସନ୍ଥ ଏହି ପର୍ବତକୁ ଚଢ଼ିଥିବା କଥା କୁହାଯାଏ ଜୟସଦ ମେଲାରେପା ତିବତର ଏକ ସନ୍ଥ ଥିଲେ ଯେତେବେଳେ ମେଲାରେପା କୈଳାସ ପର୍ବତ ଉପରେ ଚଢ଼ିବା ଆରମ୍ଭ କଲେ ଆଉ ମେଲାରେପା କୈଳାସ ପର୍ବତ ଛୁଇଁ ତପସ୍ୟା ବି କରିଥିଲେ ଏହାପରେ ସେ ବିଶ୍ୱରେ ପ୍ରସିଦ୍ଧ ହୋଇଗଲେ ଏହି କଳିଯୁଗରେ ଏହା ଏକ ଘଟଣା ଅଟେ ଯେଉଁଥିରେ କୁହାଯାଏ କେହି କୈଳାସ ପର୍ବତକୁ ଚଢିଥିଲେ।

ୟୁଜାର୍ଡ ଲାର୍ଡ ସବୁ ଉପକରଣ ସହିତ କୈଳାସ ପର୍ବତକୁ ଚଢ଼ିବା ଆରମ୍ଭ କଲେ କିନ୍ତୁ ଅଜବ ପାଗ ପାଣି ପବନ ପାଗ ବଦଳିଗଲା ଯାହା ଫଳରେ ପର୍ବତ ଉପରେ ଚଢ଼ିବା ସମ୍ଭବ ହେଲା ନାହିଁ କିନ୍ତୁ ଏହାପରେ ଅନେକ ବିଶ୍ଵ ବିଖ୍ୟାତ ପର୍ବତ ଆରୋହୀ ଏହା ଉପରେ ଚଢ଼ିବାକୁ ଉଦ୍ୟମ କଲେ କିନ୍ତୁ ଏହା ଉପରେ ଚଢ଼ି ପାରିଲେ ନାହିଁ ସମସ୍ତ ପର୍ବତ ଆରୋହୀ ଏହି ଗୋଟିଏ କଥା ହିଁ କହିଲେ ଏହି ପର୍ବତ ଉପରେ ପାଦ ଦେଉ ଦେଉ ଏହାର ପାଣିପାଗ ବଦଳି ଯାଇଥାଏ ହାତ ଆଉ ଗୋଡ଼ର ନଖ ବଢ଼ିବାକୁ ଲାଗିଥାଏ ଦିଗ ଦେଖାଉଥିବା କମ୍ପାସ କାମ କରୁନଥିଲା ଆଉ ବୈଜ୍ଞାନିକ ମାନେ ଏହି ପର୍ବତର ରହସ୍ୟ ଆଜି ପର୍ଯ୍ୟନ୍ତ ଲଗାଇ ପାରି ନାହାଁନ୍ତି।

Leave a Reply

Your email address will not be published. Required fields are marked *