Health Tips : ଏହି ( ୪ଟି ଶାଗ ) ଖାଇଲେ, 100ବର୍ଷ ଯାଏ ରୋଗ ହେବନି, ନିଜର ଫାଇଦା ପାଇଁ ଥରେ ଦେଖନ୍ତୁ |

ଦର୍ଶକ ବନ୍ଧୁ ଆଜି ଆମେ ଆପଣମାନଙ୍କୁ ଏପରି କିଛି ଶାଗ ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନଙ୍କର ସେବନ କରିବା ଫଳରେ ଆପଣଙ୍କୁ ଆପଣଙ୍କ ଜୀବନର ଶେଷ ଯାଏଁ କୌଣସି ପ୍ରକାରର ରୋଗ ହେବନାହିଁ ତାହେଲେ କଣ ସେହି ଶାଗ ସବୁ ଆସନ୍ତୁ ଜାଣିବା।

୧. ସୋରିଷ ଶାଗ – ଖାଦ୍ୟ ରୂପେ ପାରମ୍ପରିକ ଉପାୟରେ ତିଆରି କରିବା ପାଇଁ ଶାଗ ଏବଂ ସଧାରଣ ରୂପେ ତାହା ସହିତ “ମକାର ରୁଟି” । ଏହା ସବୁଠାରୁ ଉପରକୁ ଯାଇପାରେ । ଏହା ସହିତ ଲହୁଣି  କିମ୍ବା ଏହାକୁ ଅଧିକା ସ୍ୱାଦିଷ୍ଟ କରିବା ପାଇଁ ପରମ୍ପରା ଗତ ରୂପରେ ଘିଅ  । କିଛି ପାଳଙ୍ଗ (ପଞ୍ଜାବରେ ପାଲକ କୁହାଯାଏ) ଯୋଡ଼ା ଯାଇପାରେ । ଖାଦ୍ୟର ସୌନ୍ଦର୍ଯ୍ୟକୁ ବଢାଇବା ପାଇଁ ଏହା ରୁଟିକୁ ମୋଟା କରିବା ସହିତ ତାହାର ରଙ୍ଗ ମଧ୍ୟ ପରିବର୍ତ୍ତନ କରିଥାଏ । ଏହା ସହିତ ମଧ୍ୟ ଏହା ଖାଦ୍ୟର ସ୍ୱାଦରେ ମଧ୍ୟ ପରିବର୍ତ୍ତନ କରିଥାଏ । ଥଣ୍ଡା ପାଗରେ ଏହି ଶାଗ ଖାଇଲେ ଆମ ଶରୀର ଗରମ ହୋଇ ରହିବ । ଆପଣ ଜାଣବା ନିହାତି ଜରୁରୀ, ଏହି ଶାଗରେ କେଲରୀ, ଫେଟ, କାର୍ଵହାଇଡ୍ରେଡ଼, ଫାଇବର, ସୁଗର, ପଟେସିୟମ୍, ଭିଟାମିନ A,C,D,B-12, ମେଗ୍ନେସିୟମ୍, ଆଇରନ ଏବଂ କ୍ୟାଲସିୟମ୍ ଭରପୁର ମାତ୍ରାରେ ଥାଏ ।

୨. ପାଳଙ୍ଗ ଶାଗ – ଖାଦ୍ୟ ଏବଂ ପାନୀୟ ପାଇଁ ଶୀତ ଋତୁ ସର୍ବୋତ୍ତମ ବୋଲି ବିବେଚନା କରାଯାଏ । ଏହି ଋତୁରେ ଅନେକ ସତେଜ ସବୁଜ ପତ୍ରଯୁକ୍ତ ପନିପରିବା ଉପଲବ୍ଧ ଯାହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ। ପାଳଙ୍ଗର ନାମ ଏଗୁଡ଼ିକର ଶୀର୍ଷରେ ଆସେ। ପାଳଙ୍ଗରେ ସମସ୍ତ ଜରୁରୀ ପୋଷକ ତତ୍ତ୍ୱ ରହିଥାଏ ଏବଂ ଶରୀର ଭିତରୁ ଶକ୍ତି ପାଇଥାଏ | ପାଳଙ୍ଗରେ ୨୩ କ୍ୟାଲୋରୀ, ୯୧ % ପାଣି, ୨.୯ ଗ୍ରାମ ପ୍ରୋଟିନ୍, ୩.୬ ଗ୍ରାମ କାର୍ବସ୍, ୨.୨ ଗ୍ରାମ ଫାଇବର ଏବଂ ୦. ୪ ଗ୍ରାମ ଫ୍ୟାଟ ଥାଏ। ଏହା ବ୍ୟତୀତ ଭିଟାମିନ୍ ଏ, ସି, କେ 1, ଫୋଲିକ୍ ଏସିଡ୍, ଆଇରନ୍ ଏବଂ କ୍ୟାଲସିୟମ୍ ମଧ୍ୟ ପାଳଙ୍ଗରେ ମିଳିଥାଏ। ଆସନ୍ତୁ ଜାଣିବା ପାଳଙ୍ଗ ଖାଇବା ଦ୍ୱାରା ଶରୀର ପାଇଁ କ’ଣ ଲାଭ ହୋଇଥାଏ ।

୩. ୫ ଗ୍ଲାସ କ୍ଷୀରରେ ଯେତିକି କ୍ୟାଲସିୟମ ରହିଛି ୧୦୦ ଗ୍ରାମ ସଜନା ପତ୍ରରେ ସେତିକି କ୍ୟାଲିସିୟମ ରହିଥାଏ। ଗୋଟିଏ ଲେମ୍ବୁ ତୁଳନାରେ ଏଥିରେ ୫ ଗୁଣା ଅଧିକ ଭିଟାମିନ୍ ସି ରହିଥାଏ।ଖାଲି ସେତିକି ନୁହଁ ଏହାର ପତ୍ରରେ ପ୍ରୋଟିନ, ପୋଟାସିୟମ, ଆଇରନ୍, ମ୍ୟାଗ୍ନେସିୟମ ଓ ବି କମ୍ପ୍ଲେସ ଭଳି ପ୍ରଚୁର ଭିଟାମିନ ରହିଛି। ସଜନା ପତ୍ର ରଶ ପିଇଲେ ଡାଇରିଆ, ହଇଜା, ଜଣ୍ଡିସ୍ ଓ ଆମାଶୟ ଭଳି ରୋଗ ଭଲ ହୋଇଥାଏ। ଏହାର ଛୁଇଁ ଓ ପତ୍ରକୁ ପାଣିରେ ସିଝାଇ ତାର ବାମ୍ଫକୁ ଶୁଙ୍ଘିଲେ ଥଣ୍ଡାରୋଗୀର ଶ୍ୱାସକ୍ରିୟାକୁ ଆରାମ ମିଳିଥାଏ। ଗର୍ଭାବସ୍ଥାରେ ସଜନା ଫୁଲ ଓ ଛୁଇଁ ଖାଇବା ଦ୍ୱାରା ଉଭୟ ମା’ ଓ ପିଲା ପାଇଁ ଲାଭକାରୀ ହୋଇଥାଏ। ଏହା ମଣିଷର ସେକ୍ସ ପାଓ୍ୱାର ମଧ୍ୟ ବଢ଼ାଇଥାଏ। ପୁରୁଷଙ୍କ ଶୁକ୍ରାଣୁ ବଢ଼ାଇବା ଓ ଗାଢ଼୍ କରିବାରେ ଏହା ସହାୟକ ହୋଇଥାଏ। ସେହିପରି ମଳକଣ୍ଟକ ଓ କୋଷ୍ଟକାଠିନ୍ୟ ଭଳି ରୋଗ ପାଇଁ ଏହା ଉତ୍ତମ ଔଷଧୀର କାମ କରେ।

୪. ସୁନ ସୁନିଆ ଶାଗ – ଆମ ଓଡିଶାରେ ଶାଗ ଲୋକଙ୍କର ବହୁତ ପ୍ରିୟା ହୋଇଥାଏ ବହୁତ ପ୍ରକାର ଶାଗ ଲୋକ ଏଠାରେ ଖାଇ ଥାନ୍ତି ଆପଣ ଅନ୍ୟ ରାଜ୍ୟ ମାନଙ୍କରେ ଏତେ ପ୍ରକାର ଶାଗ ଖାଇବାର ଦେଖି ନଥିବେ କିନ୍ତୁ ଓଡିଶାରେ ଶାଗ ବିନା ଚାଲିବ ନାହିଁ ଏଠାରେ ବହୁତ ପ୍ରକାର ଶାଗ ଆପଣ ଖାଇବାର ଲୋକଙ୍କୁ ଦେଖିଥିବେ । ତେବେ ଆପଣ ମାନେ ମଧ୍ୟ ଜାଣିଥିବେ ଯେ ଡକ୍ଟର ହୁଅନ୍ତୁ ବା ବୈଦ୍ୟ ସମସ୍ତେ ଶାଗ ଖାଇବା ପାଇଁ କୁହନ୍ତି କାହିଙ୍କିନା ଏଥିରେ ବହୁତ ପ୍ରକାର ପୋଶତିକ ଗୁଣ ହୋଇଥାଏ ଯାହା ଆମ ଶରୀରକୁ ବହୁତ ବଳବାନ କରିବା ସହ ଆମ ବହୁତ ପ୍ରକାର ଦୋଷ ଦୂର କରିଥାଏ ।

Leave a Reply

Your email address will not be published. Required fields are marked *