Srabana ମାସରେ ଏହି ଗଛ ମୂଳରେ ରଖିଦିଅନ୍ତୁ କ୍ଷୀର, ଘରକୁ ପଇସା ମାଡ଼ି ଆସିବ, ଥରେ କରିକି ଦେଖନ୍ତୁ |

ଆସନ୍ତୁ ଜାଣିବା କ୍ଷୀର ର ଉପାଦେୟତା | ଏହା ମଣିଷ ଜୀବନ ର ଅନେକ ଦୁଃଖ କଷ୍ଟ ଦୂର କରିବା | ଏହାକୁ ସୋମବାର ଦିନ କଲେ ଏହାର ଫଳ ନିଶ୍ଚୟ ମିଳିବ | ଏଥିପାଇଁ ଦରକାର କ୍ଷୀର ,ମାଟିର ଦୀପ ,ତମ୍ବା ର ଏକ ଲୋଟା ରେ ପାଣି , ନାଲି ସୁତା ,ଲୁହା ର ଗୋଟିଏ କଣ୍ଟା | ଏହି ସମସ୍ତ ଜିନିଷ କୁ ନେଇକି ଏକ ଅଜ୍ଞାତ ବୃକ୍ଷ ମୂଳକୁ ଯିବା କୁ ପଡିବ |

ଏହି ବୃକ୍ଷ ହେଉଛି ନିମ୍ବ ଗଛ ଏହି ଜିନିଷ ସବୁ ଗଛ ପାଖକୁ ନେଇକି ପୂଜା କଲେ ଅନେକ ଫଳ ମିଳିଥାଏ | ନିମ୍ବ ଗଛ ର ମାଟି କୁ ମଥାରେ ଲଗାଇଲେ ସମସ୍ତ ରୋଗ ଦୂର ହୋଇଥାଏ | ଶ୍ରାବଣ ର କୌଣସି ସୋମବାର ଦିନ ଯଦି ଏହା କରନ୍ତି ତେବେ ଆପଣ ଙ୍କ ସମସ୍ତ ଦୁଃଖ କଷ୍ଟ ଦୂର ହେବ | ଆପଣ ନିମ୍ବ ଗଛ ମୂଳକୁ ଯାଇଁକି ପ୍ରଣାମ କରନ୍ତୁ ଏବଂ ନିଜ ମନସ୍କାମନା କୁହନ୍ତୁ |

ତପରେ ତମ୍ବା ଲୋଟା ରେ ନେଇଥିବା ଜଳ କୁ ସେହି ଜଳ କୁ ଏହି ଗଛ ର ମୂଳରେ ଢାଳନ୍ତୁ ଏବଂ ନାଲି ସୁତା ବାନ୍ଧନ୍ତୁ | ଏହା ପରେ ଆପଣ ନିଜ ସ୍କାମନା କୁହନ୍ତୁ ଏବଂ ଏକ ଲୁହା ର କଣ୍ଟା ନେଇକି ସେହି ଗଛ ରେ ବାଡାନ୍ତୁ | ଆପଣ ଯଦି ବାର ବାର ବେମାର ର ରେ ପଡୁଛନ୍ତି ତେବେ ଆପଣ ଶରୀର ଚାରିଲେଟ ୭ ଥର ବୁଲାଇ ସେହି କଣ୍ଟା କୁ ନିମ୍ବ ଗଛ ରେ ପିଟିଲେ ସମସ୍ତ ବେମାର ଦୂର ହୋଇଥାଏ |

ଆପଣ ମାଟି ଦୀପ ରେ ରଖିଥିବା କ୍ଷୀର କୁ ଗଛ ର ପାଖରେ ଥୋଇଦେଇ ପାର୍ଥନା କରନ୍ତୁ | ଆପଣ ଏହି ଉପାୟ କଲେ ସମସ୍ତ ସମସ୍ୟା ଦୂର ହେବ | ଏହି ଗଛ ପୁରୁଣା ହୋଇଥିବା ଦରକାର ଏବଂ ଛୋଟ ନା ହୋଇଥିବା ଦରକାର | ଏହାକୁ ସମସ୍ତେ କରିପାରିବେ | ଏହି ପ୍ରୟୋଗ କଲେ ନିଶ୍ଚୟ ସମସ୍ତ ସମସ୍ୟା ଦୂର ହେବ |

Leave a Reply

Your email address will not be published. Required fields are marked *