ଆସନ୍ତୁ ଜାଣିବା ରାକ୍ଷୀ ପୁର୍ଣିମା କେଉଁ ଦିନ ପାଳିତ ହେବ | ଅଗଷ୍ଟ ୧୯ ନା ୨୦ ରେ କେଉଁ ଦିନ ରାକ୍ଷୀ ବାନ୍ଧିଲେ ମିଳିବ ଶୁଭ ଫଳ | ଯେହେତୁ ୧୯ ଅଗଷ୍ଟ ରେ ଭଦ୍ର କାଳ ପଡିଛି ବୋଲି ଅନେକ କହୁଛନ୍ତି ଯେ ଭଦ୍ରା କାଳ ରେ ରାକ୍ଷୀ ବାନ୍ଧିଲେ ଭାଇ ର ମୃ-ତ୍ୟୁ ହୋଇଥାଏ | ୧୯ ତାରିଖ ଦିନ ପୁରା ଦିନ ପୁର୍ଣିମା ରହୁଅଛି |
ଆପଣ ଏହି ଦିନ ରାକ୍ଷୀ ବାନ୍ଧି ପାରିବେ | କିନ୍ତୁ ଏହି ୧୯ ଅଗଷ୍ଟ ଦିନ ରହୁଅଛି ଭଦ୍ରା କାଳ ଏହି ସମୟ ରେ ଭାଇ ହାତ ରେ ରାକ୍ଷୀ ବାନ୍ଧିଲେ ଭାଇ ର ଅମଙ୍ଗଳ ହୋଇଥାଏ | ଭଦ୍ରା କାଳ ର ସମୟ ୯ ଟା ରୁ ଆରମ୍ଭ ହୋଇ ୧ ଟେ ୩୦ ପର୍ଯ୍ୟନ୍ତ ରହୁଛି | ଆପଣ ଏହା ପରେ ରାକ୍ଷୀ ବାନ୍ଧିପାରବେ |
କିନ୍ତୁ ଏହା ଭିତରେ ରାକ୍ଷୀ ବନ୍ଧନ୍ତୁ ନାହିଁ ଏହା ଦ୍ୱାରା ଆପଣ ଙ୍କ ଭାଇ ର ଅମଙ୍ଗଳ ହୋଇଥାଏ | ଭାଇ ହାତ ରେ ରାକ୍ଷୀ ବାନ୍ଧି ଭଉଣୀ ତାର ମଙ୍ଗଳ କାମନା କରିଥାଏ | ଏହି ଦିନ ଆପଣ କଳା ବସ୍ତ୍ର ପିନ୍ଧନ୍ତୁ ନାହିଁ | ଆଉ ଦେଶୀ ଘିଅ ଦୀପ ଜାଳି ବନ୍ଦା ପନା କଲେ ଶୁଭ ଫଳ ମିଳିବ | ଆପଣ ପ୍ରଥମ ରାକ୍ଷି କୌଣସି ଗୋମାତା କିମ୍ବା ଭଗବାନ କୁ ବାନ୍ଧିଲେ ଶୁଭାଫଳ ମିଳିବ |