ସୋମବାର ଦିନ Bela Patra ଖାଇଲେ କଣ ହୋଇଥାଏ, ୨୪ ଘଣ୍ଟାରେ ହେବ ଚମତ୍କାର, ଦେଖନ୍ତୁ

ବନ୍ଧୁଗଣ ଆଜି ଆମେ ଜାଣିବା ଶିବଲିଙ୍ଗରେ ଚଢ଼ା ଯାଉଥିବା ବେଳପତ୍ରକୁ ଖାଇବାର ଫାଇଦା ବିଷୟରେ | ବାସ୍ତବରେ ଯେବେ ଆପଣ ଶିବଲିଙ୍ଗରେ ବେଲପତ୍ର ଚଢଉଛନ୍ତି ତ ସେହି ବେଲପତ୍ର କୌଣସି ସାଧାରଣ ବେଲପତ୍ର ହୋଇନଥାଏ, ତାହା ସାକ୍ଷାତ ଭଗବାନ ଶଙ୍କରଙ୍କ ପ୍ରସାଦ ହୋଇଯାଇଥାଏ | ଧର୍ମ ଶାସ୍ତ୍ରରେ କୁହାଯିଥାଏ ବେଲପତ୍ର 6ମାସ ପର୍ଯ୍ୟନ୍ତ ବାସି ମାନାଯାଇନଥାଏ | ଏହାକୁ ଗୋଟେ ଥର ଶିବଲିଙ୍ଗରେ ଚଢ଼େଇବା ପରେ ତାହାକୁ ଧୋଇକରି ପୁନରବାର ଚଢ଼ାଯାଇପାରିବ | 6 ମାସ ପର୍ଯ୍ୟନ୍ତ କେତେ ଜାଗାର ଶିବାଳୟରେ ବେଲପତ୍ର ଉପଲବ୍ଧ ହୋଇପାରୁନଥିବାରୁ ଏହାର ଚୂର୍ଣ୍ଣକୁ ଭଗବାନ ଶଙ୍କରଙ୍କ ଚଢ଼ାଇଥାନ୍ତି | ଶିବଲିଙ୍ଗରେ ବେଲପତ୍ର ଅର୍ପଣ କରିବା ପରେ ଆମକୁ ଜଳ ନିଶ୍ଚିତ ଚଢ଼ାଇ ଉଚିତ ଏହା ଦ୍ୱାରା ଭଗବାନ ଶିବଙ୍କୁ ମିଳିଥାଏ ଏବଂ ଆମକୁ ତାଙ୍କର ଆଶ୍ରିବାଦ ପ୍ରାପ୍ତ ହୋଇଥାଏ |ସର୍ବଦା ଧ୍ୟାନ ରଖିବେ ତିନଟି ପତ୍ର ଥିବା ବେଲପତ୍ର ଚଢ଼ାଇବା ଉଚିତ, ଫଟା ଫୁଟା ବେଲପତ୍ର କେବେବି ଭଗବାନ ଶଙ୍କରଙ୍କ ଚଢ଼ାଇ ଉଚିତ ନୁହେଁ | ଏବେ ଆସନ୍ତୁ ଜାଣିବା ବେଲପତ୍ର ଖାଇଲେ କଣ ହୋଇଥାଏ |

ଭଗବାନ ଶିବଙ୍କର ବେଲ ପତ୍ର ହେଉଛି ପ୍ରିୟ ପତ୍ର, ସସଥିପାଇଁ ଭଗବାନ ଶିବଙ୍କୁ ବେଲ ପତ୍ର ଅର୍ପିତ କରାଯାଏ। ବେଲ ପତ୍ରରେ ସାଧାରଣତଃ 3ଟି ପତ୍ର ଥାଏ କିନ୍ତୁ ଯଦି ଆପଣ କୌଣସି ବେଲ ପତ୍ରରେ 5ଟି ବେଲ ପତ୍ର ଦେଖୁଛନ୍ତି ତେବେ ଏହା ବହୁତ ଶୁଭ ହୋଇଥାଏ ଏବଂ ଏହାକୁ ଭଗବାନ ଶିବଙ୍କୁ ଅର୍ପିତ କଲେ ଆପଣଙ୍କୁ ଜୀବନରେ ବହୁତ ସୁଖ ମିଳିଥାଏ। ଆପଣ ଏହି ବେଲ ପତ୍ର କୁ ଶିବଙ୍କୁ ଅର୍ପିତ କରି ନିଜ ପାଖରେ ରଖିଲେ ବହୁତ ଭଲ ହୋଇଥାଏ। ଏବଂ ବେଲ ପତ୍ର ଅର୍ପିତ କଲା ବେଳେ ସର୍ବଦା ପାଣି ସହିତ ବେଲ ପତ୍ରକୁ ଅର୍ପିତ କରନ୍ତୁ। ଯଦି ଆପଣଙ୍କ ବିବାହରେ ଅସୁବିଧା ହେଉଛି ତେବେ ଆପଣ 108 ବେଲ ପତ୍ରରେ ଚନ୍ଦନରେ ରାମ ରାମ ଲେଖି ଅର୍ପିତ କରନ୍ତୁ ଏବଂ ଓଁ ନମଃ ଶିବାୟ ଜପ କରନ୍ତୁ।

ଯଦି ଆପଣଙ୍କ ଦେହ ଅସୁସ୍ଥ ଅଛି ତେବେ ଚନ୍ଦନରେ ବେଲ ପତ୍ର ବୁଡାଇ ଶିବଲିଙ୍ଗରେ ଅର୍ପିତ କରନ୍ତୁ ଏବଂ ଓଁ ହୋମ ଜୁମ ସା କୁହନ୍ତୁ ଏବଂ ଜଳ ଅର୍ପିତ କରନ୍ତୁ। ଏବଂ ଯଦି ବେଲ ପତ୍ର ରସକୁ ଆଖିରେ ପକାନ୍ତି ଆଖିର ଜ୍ୟୋତି ବଢ଼ିଥାଏ ଏବଂ ବେଲ ପତ୍ର ରସକୁ ସେବନ କଲେ କାଶ ଥଣ୍ଡା ଏବଂ ମୁଣ୍ଡ ବିନ୍ଧା କମିଯାଇଥାଏ। ସନ୍ତାନ ପ୍ରାପ୍ତ ପାଇଁ ଆପଣ ଖୀରରେ ବେଲ ପତ୍ର ବୁଢ଼ାଇ ସିବିଲିଙ୍ଗରେ ଅର୍ପିତ କରିପାରିବେ। ଶିବ ଲିଙ୍ଗରେ ଚଢା ଯାଇଥିବା ବେଲ ପତ୍ରର ସେବନ କଲେ ଦେହ ଭଲ ରହିଥାଏ ଏବଂ ସରର ଭିତରକୁ ରୋଗ ପ୍ରବେଶ କରିପାରିନାହିଁ।

Leave a Reply

Your email address will not be published. Required fields are marked *