ଜୟ ଜଗନ୍ନାଥ ଆସନ୍ତୁ ଜାଣିବା କାହାର ନାମ ଭାବିକିରି | ଏକ ନବର ବାଛନ୍ତୁ ତାଙ୍କ ହୃଦୟରେ ଆପଣଙ୍କ ପାଇଁ କଣ ଅଛି | ଆପଣଙ୍କ ଜୀବନରେ ପଯ୍ଏଟିପ ରହିବ | ଆପଣଙ୍କ ଜୀବନରେ କେବେବି ନେଗେଟିପ ଆସିବ ନାହିଁ | ଏହା ଦ୍ଵାରା ଆପଣଙ୍କ ମନରେ ଯାହାବି ସଦେହ ଅଛି ତା ନିଚୟ ଦୂରାହେବ | ତାଙ୍କ ମନରେ ଜାଣିବା ପାଇଁ କଣ ଅଛି ଜାଣିବା ପାଇଁ ବାଛନ୍ତୁ | ୫ ଟି ନବର ମଧ୍ୟରୁ କୌଣସି ନବର |
ନମ୍ବର ୧ ଆପଣ ଯାହା ପାଇଁବି ପ୍ରଥମ ନମ୍ବର ଚୁହୁଛ କରିଛନ୍ତି ସେ ଆପଣଙ୍କ ଭାବିସତକୁ ନେଇ ଚିନ୍ତାରେ ଅଛନ୍ତି | ଆପଣ ନିଜକୁ କ୍ଟ୍ରୋଲରେ ରଖନ୍ତି | ଆପଣ ଲୋକଙ୍କୁ ଭଲରେ ବୁଝିଥାନ୍ତି ଆପଣ ବୁଝି ବିଚାରି ଲୋକ ଙ୍କ ଆଗରେ କଥା କହିଥାନ୍ତି |
ଯଦି ଆପଣ ୨ ନମ୍ବର ଙ୍କୁ ବାଛିଛନ୍ତି | ଆପଣଙ୍କ ପ୍ରସେନ୍ଟ ବହୁତ କଂଫିଜ ଅଛନ୍ତି ଆପଣଙ୍କୁ ନେଇ | ଆପଣ ସବୁ ଦେଖିକିବି ଅଣଦେଖା କରନ୍ତି | ଆପଣଙ୍କ ଆଗରେ ସତ ଆସିଲେବି ଆପଣ ବିଶ୍ୱାସ କରିବେ ନାହିଁ | ଏମିତି ସିଏ ଭାବୁଛନ୍ତି | ଯେଉ ଜିନିଷ ଆଖିକି ଦେଖୁଛନ୍ତି ଆପଣ ତାହା ବିଶ୍ୱାସ କରୁନାହାନ୍ତି |
ନମ୍ବର ୩ ଆପଣଙ୍କ ପ୍ରସେଣ୍ଟ କଥା ହେବାକୁ ଚାହୁଁଛନ୍ତି | ଆପଣଙ୍କ ପ୍ରସେଣ୍ଟ ବୋଉତ ଆଗସିତ ଅଟନ୍ତି | ଆପଣଙ୍କ ସହ ବନ୍ଧୁତା ରଖିବାକୁ ଚାଉଛନ୍ତି | ପ୍ରତେକ କ୍ଷେତ୍ରରୁ ବେଶ ଅଟନ୍ତି ଆପଣ ସହ ଜୀବନରେ ଆଗକୁ ଅଡିବାକୁ ଚାଉଛନ୍ତି |
ନବର ୪ ଆପଣଙ୍କ ପ୍ରଶ୍ନ ଏମିତି ଭାବୁଛନ୍ତି ଜୀବନରେ ସମ୍ପର୍କ ପତ୍ତି ଆପଣ ନିରାଶ ଅଛନ୍ତି | ଅନେକ ବର୍ଷରୁ ଆପଣଙ୍କୁ ଏମିତି ସାଥି ମିଳିନାହିଁ | ଯାହାଙ୍କୁ ଆପଣ ନିଜର ମନକଥା କହିପାରିବେ ଆପଣଙ୍କ ଜୀବନରେ ଅଭାବ ଦେଖି ଥାନ୍ତି ଏବେବି ଅଭାବକୁ ଅନୁଭବ କୁରୁଛନ୍ତି | ଏହି କାରଣରୁ ଆପଣଙ୍କ ମନ ଅଧାତିକ ଆଡ଼କୁ ଟାଣୁଛି |
ନମ୍ବର ୫ ତେବେ ଆପଣ ବୃଦ୍ଧି ମାନ ମଣିଷ ଅଟନ୍ତି | ଏମିତି ଆଖ ପ୍ରଶ୍ନ ଭାବୁଛନ୍ତି | ଲୋକଙ୍କ ଆଶ୍ରିବାଦ ଆପଣଙ୍କ ଉପରେ ରହିଛି | ଆପଣ ଏମିତି ଏକ ମଣିଷ ଯିଏକି ବିଶ୍ୱସ ଅଟନ୍ତି | ଆପଣ ଲୋକଙ୍କ କଥାରେ ଆସିଯାଇ ଥାନ୍ତି | ଆପଣ ଲୋକଙ୍କର ଖରାପ ଭାବନ୍ତି ନାହିଁ | କମ ବୟସରୁ ଚିନ୍ତା ଧାରା ନିଖୁଣ ଅଟେ |