ବଂଶ ବୁଡ଼ିବାକୁ ଯାଉଛି ଲାଲ୍ଟୁକୁ ଟୁକୁ ସାଧବ ବୋହୁ ଓ ଜୁଳୁ ଜୁଳିଆ ପୋକଙ୍କର, ଆଉ ଧରା ପୃଷ୍ଠରେ ଦେଖିବାକୁ ମିଳିବନି…

ଦର୍ଶକ ବନ୍ଧୁ କଣ ଆପଣ ମାନେ ଜାଣିଛନ୍ତି ଯେ ଅନେକ ଦିନରୁ ପୋକ ମାନେ ମଣିଷ ଜୀବନ ଶୈଳୀ ସହିତ ସିଧା ସଡ଼କ ଯୋଡି ହୋଇରହିଥନ୍ତି ଅନ୍ଧାର ରାତିରେ ଚିକମିକ କରୁଥିବା ଯୁଲୁଜୁଲିଆ ପୋକ ଦୂରରୁ ବହୁତ୍ ସୁନ୍ଦର ଦେଖା ଯାଇଥାନ୍ତି ଗାଁ ମାନଙ୍କରେ ଏହା ଦେଖିବାକୁ ମିଳୁଥିବା ସମୟ ରେ ସହରରେ ଏହା ଦେଖିବାକୁ ମିଳୁ ନାହିଁ ଏହି ପୋକ ମାନଙ୍କ ବଂଶ ଏବେ ଲୋପ ପାଇବାର ଦ୍ଵାରରେ ଛିଡ଼ା ହୋଇଛି |

ଯାହାକୁ ନେଇ ଏବେ ମୁଣ୍ଡ ଧରୁଲେନି ପରିବେଶବିତ୍ ବର୍ଷା ଋତୁ ଯାଇ ଏବେ ଶୀତ ଋତୁ ଆସିବାକୁ ହେଲାଣି ଶୀତ ଦିନରେ ଆପଣ ମାନେ ଦେଖିଥିବେ ଏହି ଯୁଲ୍ଜୁଲିଆ ପୋକଙ୍କ ସଂଖ୍ୟା ବହୁତ୍ ଅଧିକ ହୋଇଥାଏ ରାତି ହେବ ମାତ୍ରେ କୁଆଡେ ଦେଖିଲେ ଏମାନଙ୍କୁ ଦେଖିବାକୁ ମିଳିଥାଏ ଏମିତିକି ଏମାନଙ୍କ ଅଣ୍ଡା ମଣଙ୍କରୁ ମଧ୍ୟ ଆଲୁଅ ଦେଖିବାକୁ ମିଳିଥାଏ |

ବିଶେଷ ଭାବରେ ଏମାନେ କାହାର ବି ଫସଲ ନଷ୍ଟ କରିନଥାନ୍ତି ଯେମିତି ଆମେ କହିବା ସାଧବ ବୋହୂ କଥା ଏହି ପ୍ରଜାତିର ପୋକ ଓଡ଼ିଶାର ସବୁ ଅଞ୍ଚଳରେ ଦେଖିବାକୁ ମିଳିଥାଏ ବିଶେଷ ଭାବରେ ଏମାନେ ଘାସ ପଡ଼ିଆରେ ଦେଖିବାକୁ ମିଲିଥାନ୍ତି ଓ ଜମି ପଡ଼ିଆରେ ଏମାନଙ୍କୁ ବେଶ ଅଧିକ ମାତ୍ରାରେ ଦେଖିବାକୁ ମିଳିଥାନ୍ତି |

ବର୍ତ୍ତମାନ ଯୁଗରେ ବିଭିନ୍ନ କିସମର ପୁକ ଦେଖିବାକୁ ମିଳନ୍ତି ହେଲେ ସର ଖାତା ଆଦିର ପ୍ରୟୋଗ ଫଳରେ ଏହି ସାଧବ ବୋହୂ ପ୍ରଜାତି ଟି ଧିରେ ଧିରେ ଲୋପ ପାଇବାକୁ ବସିଲାଣି ଆଉ ତାଙ୍କ ବଂଶ ମଧ୍ୟ ନିପଟ ହେବାକୁ ବସିଲାଣି ।

Leave a Reply

Your email address will not be published. Required fields are marked *