Homemade : ଘରେ ବନାନ୍ତୁ ଆଦିବାସୀ ହେୟାର ଅଏଲ, ଚନ୍ଦା ମୁଣ୍ଡରେବି କେଶ ଉଠିବ ଦେଖନ୍ତୁ କେମିତି |

ଦର୍ଶକ ବନ୍ଧୁ ଆଜିର ଏହି ପୋଷ୍ଟ ମଧ୍ୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯେ ଆପଣ କିପରି ଭାବରେ ଆଉ କେଉଁ କେଉଁ ଜିନିଷର ବ୍ୟବହାର କରି ଘରେ ତିଆରି କରିପରିବେ ଆଦିଆବସି ତେଲ ଯାହାକି ଏବେ ମାର୍କେଟ ମଧ୍ୟରେ ବହୁ ପରୀମାରନେ ବିକ୍ରି ହେଉଛି ହେଲେ ଏହି ଏମ ଆପଣଙ୍କୁ ଏପରି ଉପାୟରେ ଏହାକୁ ବନାଇବା ସିଖାଇବୁ ଯାହା ଦ୍ଵାରା ଆପଣଙ୍କୁ ଆଉ ବଜାରରୁ ଯାଇ ତେଲ କିଣିବାକୁ ପଡ଼ିବ ନାହିଁ ତାହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି ବିଷୟରେ ।

ଆପଣଙ୍କୁ ଏହି ତେଲ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଆବଶ୍ୟକତା ପଡ଼ିବ ଜଡା ତେଲର ପ୍ରଥମେ ଆପଣ ଏକ ପାତ୍ରରେ ଏହି ଜଡା ତେଲକୁ ଗରମ କରନ୍ତୁ ଆଉ ଏହାରି ସହିତ ସମାନ ପରିମାଣରେ ନଡ଼ିଆ ତେଲ ମଧ୍ୟ ପକାନ୍ତୁ ଏହା ଅଳପ ଗରମ ହେବା ପରେ ଆପଣ ଏହି ତେଲ ମଧ୍ୟରେ ଏକ ଚାମଚ୍ ଭୃଙ୍ଗ୍ରରାଜ୍ ପକାନ୍ତୁ କୁହା ଯାଏ କି ଏହି ଭ୍ରୁଗ୍ରରାଜ୍ କେଶ ପାଇଁ ବହୁତ୍ ଲାଭ ଦାୟକ ହୋଇଥାଏ ।

ଆଉ ଏହା ଅପ୍ରେ ଆପଣ ଏଥିରେ କିଛି ରୋଜମରି ପତ୍ରର ପ୍ରୟୋଗ କରିବା ଏହି ସବୁ ମଗ୍ରି ଗରମ ହେବ ପରେ ଆପଣ ଏଥିରେ ବୃଷୁଙ୍ଗା ପତ୍ର ପ୍ରୟୋଗ କରିବା ଏହା ମଧ୍ୟ କେଶ ପାଇଁ ଲାଭ ଦାୟକ ହୋଇଥାଏ । ଆଉ ଶେଷରେ ଆମେ ଏଥିରେ ମେଥି ଦାନା ର ପ୍ରୟୋଗ କରିବା ଯାହା ଆମ ରୂପୀ କମାଇଥାଏ ଓ ଆମ ଯେସାକୁ କଳା କରିବାରେ ସାହାଯ୍ୟ କରିଥାଏ ।

ଆଉ ଏହା ପରେ ଆପଣଙ୍କୁ ଏହି ମିଶ୍ରଣକୁ କିଛି ସମୟ ଫୁଟାଇବା ପରେ ଆପଣ ଏହାକୁ ଥଣ୍ଡା ହେବାକୁ ଛାଡ଼ି ଦିଅନ୍ତୁ ଏହା ଥଣ୍ଡା ହେବ ପରେ ଆପଣ ଏହାକୁ ଏକ ଚଙ୍କୁଣି ସହାୟତାରେ ଛାଙ୍କି ଏକ ଡବା ମଧ୍ୟରେ ରଖି ଦିଅନ୍ତୁ ଯାହା ଦ୍ଵାରା ଏହାକୁ ଆପଣ ଅଧିକ ଦିନଯାଏ ବ୍ୟବହାର କରି ପାରିବେ ଏହାକୁ ଆପଣ ପ୍ରତୀକ ଦିନ ଗାଧେଇବା ପୂର୍ବରୁ ବା ଶୋଇବା ପୁର୍ବରୁ ଆପଣଙ୍କ ମୁଡ଼ରେ ଲଗାନ୍ତୁ ଦେଖିବେ ଆପଣଙ୍କ ମୁଣ୍ଡରେ ଏକ ଆଦିବାସୀ ତେଲ ପରି କାର୍ଯ୍ୟ କରିବା ଓ ଆପଣଙ୍କ କେଶ ଜନିତ ସମସ୍ତ ସମସ୍ୟାର ଅନ୍ତ ହୋଇଯିବ ।

Leave a Reply

Your email address will not be published. Required fields are marked *