ଶ୍ରାବଣ ମାସରେ ବାଛନ୍ତୁ ମହାଦେବଙ୍କ ପ୍ରିୟର ଜିନିଷ, ଆଉ ଜାଣନ୍ତୁ ଭଗବାନ କେଉଁ ସଙ୍କେତ ଦେବାକୁ ଚାହୁଁଛନ୍ତି |

ନମସ୍କାର ଦର୍ଶକ ବନ୍ଧୁ ଜୀବନେରେ ଯଦି ସମସ୍ୟା ଲାଗି ରହୁଛି | ତାହାଲେ କେହୁଭଳି ଆପଣ ସମାଧାନ କରିବେ ଆଜି ର ବିଷୟଟିରେ ନିହାନ୍ତି ଭାବରେ ଜାଣିବା | ତେବେ ଆପଣ କବେଳ ଗୋଟେ କାମ କରିବେ | ମହାଦେବଙ୍କୁ ସ୍ମରଣ କରି ମହାଦେବଙ୍କୁ ପ୍ରାଥନା କରି ତାଙ୍କର ପ୍ରିୟର ଜିନିଷ ବାଛିବେ | ତାଙ୍କର ଯେଉ ଚାରୋଟି ଜିନିଷ ରହିଛି ତାହା ହେଉଛି ତ୍ରିଶୂଳ,ବେଲପତ୍ର, ଦମ୍ବିର ଏବଂ ତାଙ୍କର ପ୍ରିୟ ନନ୍ଦୀ | ଏହି ଚାରୋଟି ମହାଦେବଙ୍କର ଅତି ପ୍ରିୟ ଅଟେ | ଆପଣ କେବଳ ସେହି ଚାରୋଟି ଜିନିଷ ମଧ୍ୟରୁ ଗୋଟିଏ ଜିନିଷ ବସିବେ | ଏବଂ ଜଣିପରିବେ ଭଗବାନ ଆପଣଙ୍କୁ କେଉଁ ସବୁ ସଂକେତ ଦେଉଛନ୍ତି | ଆପଣ ସେହି ଅନୁସାରେ କାଯ୍ୟ କରିବେ ବିଶ୍ୱଶାସର ସହିତ କାଯ୍ୟ କରନ୍ତୁ |

ପ୍ରଥମେ ନନ୍ଧିକୁ ବାସିଛନ୍ତି ତାହାଲେ ଜାଣନ୍ତୁ | ଆପଣ ବତ୍ତମାନ ବିଭିନ୍ନ ମାୟାରେ ପଡି ଯାଇଛନ୍ତି | ଏବଂ ବିଭିନ୍ନ ପ୍ରକାରର ଦୃଖ କଷ୍ଟ ଭୋଗ କରୁଛନ୍ତି | କିନ୍ତୁ ବର୍ତମାନ ଆପଣଙ୍କ ଙ୍କୁ ଫଳ ଦାୟ ଦଷା ଭୋଗ ହେଉଛି | ଯାହା ଦ୍ଵାରା ଅଢେଇ ବର୍ଷ ହେଲା ଆପଣଙ୍କ ଗ୍ରହ ବୋଉତ୍ତ ଅନିଷ୍ଟ କରି ସାରିଲାଣି | ଆପଣ ବିଭିନ୍ନ ପ୍ରକାରର ଦୁଃଖ କଷ୍ଟ ଶାରୀରିକ ଯନ୍ତ୍ରଣା ଏବଂ ପାରିବାରିକ କ୍ଷେତ୍ରରେ ମାନର ଅସ୍ଥିରତା ଆପଣଙ୍କୁ ଅନେକ ବ୍ରିବତ କରିସାରିଲାଣି | ତେବେ ଆପଣ ସଦ୍ଧାର ସହ ଜଣେ ପଣ୍ଡିତଙ୍କ ସହ ପରାମର୍ଶ ନିଅନ୍ତୁ | କାରଣ ଆପଣ ଗୋଟେ କାଯ୍ୟ ଛାଡି ଅନ୍ୟ କାଯ୍ୟ କଲାବେଳେ ଚିନ୍ତାରେ ପଡି ଯାଉଛନ୍ତି | କେଉଁ କାଯ୍ୟ ଟିକୁ ଶୀଘ୍ର କରିବେ ଆପଣ ଜାଣିପାରୁନାହାନ୍ତି | ଆପଣ ନାୟ ଵାଲା ବେତ୍ତି ହୋଇଥିବାରୁ | ଆପଣ ଉପରେ କିଛିବି ପ୍ରଭାବ ପଡୁନାହିଁ ତେଣୁ ଆତିଥର ଶୁଭ ଫଳ ଆପଣଙ୍କୁ ନିଛିନ୍ତ ରୂପେ ପାପ୍ତ ହେବାକୁ ଯାଉଛି | ଦେଖିବେ ଆପଣଙ୍କ ମନରେ ଅସ୍ତିରତା ଥିଲା ତାହା ଏବେ ଦୂର ହେଇଯିବ ଏବଂ ଆପଣ ସବୁ ସମସ୍ୟାର ମୁକ୍ତି ପାଇଯିବେ |

ଆସନ୍ତୁ ଜାଣିବା ଦ୍ୱତୀୟ ନବରକୁ ତ୍ରିଶୂଳଙ୍କୁ ବାଛିଛନ୍ତି | ଦେଖନ୍ତୁ ଆପଣ ବୋଉତ ଦିନ ହେଲା ଦୁଃଖ କଷ୍ଟ ପାଇଁ ସାରିଲେଣି ଆପଣ ମନମଧ୍ୟରେ ଏକ ଶ୍ରେଷ୍ଠ କର୍ମ ନିମନ୍ତେ ଚିନ୍ତା ଜାଗ୍ରତ ହେଉଛି | ଆପଣ ମନରେ ବିନା କାରଣରେ ଯେଉ ସବୁ ଭୟ ଜାଗ୍ରତ ହେଉଥିଲା ତାହା ମଧ୍ୟ ଆପଣଙ୍କର ଦୂର ହୋଇଯିବ | ଆପଣ ପ୍ରତେକ କାଯ୍ୟରେ ନିହାତି ଭାବରେ ସଫଳତା ପାଇବେ | ପରିବାରର ହସ ଖୁସି ବାତା ବରଣ ଦେଖା ଯିବ | ଆପଣ ବୋଉତ ଧଜୟବାନ ବେତ୍ତି ଅଟନ୍ତି ଏବଂ ଆପଣ ଜ୍ଞାନୀ ମଧ୍ୟ ଅଟନ୍ତି | ଆପଣ ଟିକେ ଶୋଭାବ ବଦଳାନ୍ତୁ ଦେଖିବେ ବୋତ୍ତ ଭଲରେ ଆପଣଙ୍କ ଜୀବନ ବିତାଇ ପାରିବେ |

ତୃତୀୟ ନବର ବାଛିଛନ୍ତି ତେବେ ଜାଣି ନିଅନ୍ତୁ | ଆପଣଙ୍କ ଶୁଭ କାଯ୍ୟରେ ବାଧା ଧନ ହାନି ଅଥିକ ସମସ୍ୟା ଏବଂ ଶାରୀରିକ ପୀଡାଦେଇ ଆପଣ ଗତି କରୁଚନୀ | ଏହାର କାରଣ କଣ ହେଉଛି ଆପଣ ଜାଣି ପାରୁନାହାନ୍ତି | ପାରିବାରିକ ଦୁଃଖ କାହିଁକ ବଡ଼ୁଛି ରାଜ ଦ୍ଵାରରେ ନାୟ କାହିଁକି ମିଲୁଣି | ଆପଣ ନାଁ ନାଁ ଆଦି ଚିନ୍ତାରେ ବାକିଲ ହୋଇପଡୁଛନ୍ତି | ଆପଣ ସୁକର ସପ୍ନ ଧୂଳି ସତ ହୋଇଯାଉଛି | ଆପଣଙ୍କ ବର୍ତମାନ ସମୟ ଆଦୌ ଭଲ ନାହିଁ | ଆପଣ ଇଷ୍ଟ ଦେବତାକୁ ସବୁବେଳେ ସ୍ମରଣ କରନ୍ତୁ | ଆପଣଙ୍କୁ ନିଶ୍ଚିତ ଭାବରେ ଆଶ୍ରିବାଦ ମିଳିବ | ଧଯ୍ୟର ସହ ଅପେକ୍ଷା କରନ୍ତୁ ଆପଣଙ୍କ ପାଇଁବି ଭଲ ସମୟ ଆସିବ | ଟଙ୍କା ପଇସାରେ ଆପଣଙ୍କର କୌଣସି ଲୋଭ ମାୟା ନଥାଏ | ଆଉ ସେଇତି ପାଇଁ ଆପଣ ଦୁଃଖ ଭୋଗ କରନ୍ତି | କାରଣ ପଇସା ବିନା କିଛିବି ସମ୍ଭବ ନୁହେଁ କିନ୍ତୁ ଆପଣଙ୍କ ପାଇଁ ଜ୍ଞାନ ପାଇଁ କିଛିବି ଆବଶ୍ୟକ ନଥାଏ | ଆପଣ ସବୁବେଳେ ଭଗବାନ ଆରାଧନା କରନ୍ତୁ | ପ୍ରତି ସୋମବାର ଦିନ ମହାଦେବଙ୍କର ଦର୍ଶଣ କନ୍ତୁ |

ଚାରି ନବର ବେଳ ପ୍ରତଟିକୁ ବସିଛନ୍ତି ତାହାଲେ ଜାଣନ୍ତୁ | ଆପଣଙ୍କ ମନରେ ଗୁଡ଼ାଏ ପ୍ରଶ୍ନ ରହି ଅଛି ଯେହେତୁ ଆପଣ ଗୁଡ଼ାଏ ଦୃଚିନ୍ତାରେ ଅଛନ୍ତି | ବତ୍ତମାନ ସମସ୍ତ କାଯ୍ୟ ଆପଣ ଶକ୍ତି ବାହାରେ ଅଛି | ଆପଣ ମୁଣ୍ଡ ଉପରେ ଗୁଡିଏ ବୋଝ ଭରି କିଛିଟା ସମସ୍ୟା ରହିଛି | ଆପଣ କେଉଁ କାଯ୍ୟରେ ହାତ ଦେବେ ତାହା ଜାଣି ପାରୁନାହାନ୍ତି | ଆପଣଙ୍କର ଅନେକ ଗୁଡିଏ ଗ୍ରୁତ୍ତ ଶତ୍ରୁ ଆପଣଙ୍କର ଖେତୀ କରୁଛନ୍ତି | ଆପଣଙ୍କ ପ୍ରତେକ କାଯ୍ୟରେ ସେମନେ ବାଧା ଦେଉଛନ୍ତି ସେଥିପାଇଁ ଚିନ୍ତାରେ ରହୁଛନ୍ତି | କିନ୍ତୁ ଆପଣ ଚିନ୍ତା କରି କୌଣସି ଲାଭ ପାଇଁ ପାରିବେ ନାହିଁ | ଏସବୁ ଚିନ୍ତା ପରିହାର କରିଦେବା ଭଲ ଆପଣ ଯାହାବି କାଯ୍ୟ କରିବେ ବିନା ଦ୍ୱଦରେ ହେଇଯିବ | କାରଣ ଦେବ ଦେବ ମହା ଦେବ ଆପଣଙ୍କ ଉପରେ ଖସି ଆସନ୍ତି | ଆପଣ ପ୍ରତି ଦିନ ଶହେ ଆଠ ଥର ଓ ନମଃ ଶିବାୟ ଜପ କରନ୍ତୁ | ଆପଣଙ୍କ ପସରେ ଗୋଟିଏ ମହାଦେବଙ୍କର ଫୋଟ ରଖନ୍ତୁ | ଦେଖିବେ ଯେଉଁଠିକି ଯିବେ ଆପଣ ସନମାନିତ ହେବେ ସେହି ଜାଗାରେ ଆପଣଙ୍କୁ ପ୍ରଶଂସା ମିଳିବ | ଏଂବ କୌଣସି କାଯ୍ୟରେବି ବିଫଳ ପାଇବେ ନାହିଁ | ତେବେ ବନ୍ଧୁଗଣ ଆପଣ ଜାଣି ପାରିଥିବେ ମହାଦେବ କେଉଁ ସବୁ ସଂକେତ୍ତ ଦେଉଛନ୍ତି |

Leave a Reply

Your email address will not be published. Required fields are marked *