ଜାଣନ୍ତୁ ଉତ୍ତର କୋରିଆର ଏଭଳି ଭୟଙ୍କର ରହସ୍ୟ, ଯାହାକୁ ଜାଣିଲେ ମୁଣ୍ଡରେ ହାତଦେବେ |

ନମସ୍କାର ବନ୍ଧୁଗଣ ଆଜିର ସେହି ମର୍ଡନ ଯୁଗରେ ପୁରା ଦୁନିଆ ବର୍ତ୍ତମାନ ମର୍ଡନ ହେବାକୁ ଚେଷ୍ଟା କରୁଛି କିନ୍ତୁ ଏହି ସଂସାରରେ ଏମିତି ମଧ୍ୟ ଦେଶ ରହିଛି ଯେଉଁଠାରେ ନିଜ ଘରୁ ବାହାରକୁ ବାହାରି ପାଇଁ ଆପଣଙ୍କୁ ସରକାରଙ୍କ ଠାରୁ ଅନୁମତି ନେବାକୁ ପଡିବ, ଯେଉଁଠାରେ ଆପଣ wi-fi ଅନ୍ କରିବେ ତ ଆପଣଙ୍କୁ ୪ ହଜାର ଡ଼ଲାର ଫାଇନ୍ ଦେବାକୁ ପଡ଼ିବ, ଏହା ମଧ୍ୟ ରହିଛି କି ଏହି ଦେଶରେ ପ୍ରତି ବର୍ଷା ୨ ହଜାର ମହିଳା ଚୟନ କରାଯାଇଥାଏ ଯିଏ ଏହି ଦେଶର ମିଲିଟାରୀର ଉଚ୍ଚ ପଦସ୍ତ ଅଫିସର୍ ଥିବେ ସେମାନଙ୍କୁ ସେକ୍ସସୁଆଲ୍ ସର୍ଭିସ୍ ପ୍ରଦାନ କରିବେ। ଏହା ବ୍ୟତୀତ ଏହି ଦେଶରେ କୌଣସି ବି ନାଗରିକ ନିଜ ଇଚ୍ଛାରେ ଚୁଟି କାଟି ପାରିବେ ନାହିଁ, କୌଣସି ନାଗରିକ ବା ମହିଳା ତାଙ୍କ ଚୁଟିକୁ ରଙ୍ଗ କରିପାରିବେ ନାହିଁ। ଏହା ଏମିତି ଏକ ଦେଶ ଏଠାରେ ଜିନ୍ସ ପିନ୍ଧିବା ସଂପୂର୍ଣ୍ଣ ଭାବରେ ମନା ଯଦି କୌଣସି ମହିଳା ଜିନ୍ସ ପିନ୍ଧୁଥାଏ ତାକୁ ଜେଲ୍ ରେ ତୁରନ୍ତ ଭର୍ତ୍ତି କରିଦିଆଯାଏ ଓ ତାହା ସହିତ ବୋହୁତ ଖରାପ ବ୍ୟବହାର କରାଯାଏ। ବନ୍ଧୁଗଣ ଆପଣମାବେ ଜାଣି ସାରିଥିବେ ଏହା କେଉଁ ଦେଶ, ଏହା ଏହି ସଂସାରର ନର୍କ କୁହାଯାଉଥିବା ଦେଶ ନର୍ଥକୋରିଆ। ଯାହା ବିଷୟରେ ଜାଣିବା ଯାହାକୁ ସମସ୍ତେ ଇଚ୍ଛା ପ୍ରକାଶ କରନ୍ତି କିନ୍ତୁ ସେଠାକୁ ଯିବାପାଇଁ କେହିବି ଇଚ୍ଛା ପ୍ରକାଶ କରନ୍ତି ନାହିଁ। ଏହି ଦେଶର ନିୟମକୁ ଜାଣି ଆପଣ ଆଶ୍ଚର୍ଯ୍ୟ ହେବେ ନାହିଁ ବରଂ ଏହା ଭାବିବେ ଯେ ଏହି ଦେଶର ଲୋକମାନେ କିପରି ଭାବରେ ରହୁଛନ୍ତି। ଆଜି ଏହି ଦେଶ ବିଷୟରେ ଏମିତି କିଛି କଥା ଜାଣିବା ଯାହାକୁ ଜାଣିବା ପରେ ଆପଣମାନେ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ହୋଇଯିବେ।

ନର୍ଥକୋରିଆ ଯାହାକୁ ଅଫିସିଆଲି ନାମ ହିସାବରେ ଡିମୋକ୍ରେଟିଭ୍ ପିପୂଲ୍ ରିପବ୍ଲିକ ଅଫ୍ କୋରିଆ ବୋଲି କୁହାଯାଇଥାଏ। ପୂର୍ବ ଏସିଆର ଏହା ଏକ ଭୟାନକ ଦେଶ ଅଟେ ଯାହାର ନର୍ଥରେ ଚାଇନା ଓ ଋଷିଆ ରହିଛି ଏବଂ ସାଉଥ୍ ରେ ସାଉଥକୋରିଆ ରହିଅଛି। ୧ଲକ୍ଷ ୨୦ହଜାର ୫ଶହ ୪୦ ଏକର କିଲୋମିଟର ଜାଗାରେ ଏହା ଅବସ୍ଥିତ। ଏହି ଦେଶର ଗଣନା ଏ ସଂସାରର ୯୭ ନମ୍ୱର୍ ରେ ରହିଛି। ଏହି ଶେଷରେ ଆମାଜିଂ ଫ୍ୟାକ୍ସ ବିଷୟରେ କହିଲେ ନର୍ଥକୋରିଆକୁ ନାର୍ଥକୋରିଆ ବୋଲି କୁହାଯାଏ ନାହିଁ ବରଂ ଏହାକୁ ଡିମୋକ୍ରେଟିଭ୍ ପିପୂଲ୍ ଅଫ୍ କୋରିଆ ବୋଲି କୁହାଯାଏ। ନର୍ଥକୋରିଆ ପୁରା ଦୁନିଆରେ ସୁସ୍ୱାଦୁ ଖାଦ୍ୟର ଏକ୍ସପୋର୍ଟ କରୁଥିବା ଦେଶ ବୋଲି କୁହାଯାଇଥାଏ ଯାହା ପୁରା ଦୁନିଆରେ ଏକୁଟିଆ ଶତକଡା ୬୦ ଭାଗ ଏକ୍ସପୋର୍ଟ କରୁଅଛି।

ଏହି ଦେଶର ଲୋକ ଯଦି ଫୋନ୍ ରେ ଭିଡିଓ ଦେଖୁଥିବାର ଧରା ପଡିଲେ ତାଙ୍କୁ ଶୀଘ୍ର ଫସି ଦେଇଦିଆଯାଏ, ଏହା ମଧ୍ୟ ରହିଛି କି ଯାହା ପାଖରେ ବାଇବେଲ୍ ଦେଖାଯାଏ ତାକୁ ମାରି ଦିଆଯାଏ। ଆପଣଙ୍କୁ ପୁରା ନର୍ଥକୋରିଆରେ ମାତ୍ର ୩ଟି ଟିଭି ଚ୍ୟାନେଲ୍ ଦେଖିବାକୁ ମିଳିବ। ଏହା ବ୍ୟତୀତ ଯଦି ନର୍ଥକୋରିଆ ଇଣ୍ଟରନେଟ୍ କରୁଥିବେ ତେବେ କେବଳ 28 ୱେବସାଇଟ୍ ର ଉପଯୋଗ କରିପାରିବେ। ଗ୍ରୀନଲ୍ୟାଣ୍ଡ ଏବଂ ଆଣ୍ଡୱାର୍ ଭଳି ନର୍ଥକୋରିଆର ଲେଖିବା ଶୈଳୀ ମଧ୍ୟ ୧୦୦% ଯାହା ଦ୍ଵାରା କେହି ମଧ୍ୟ ପଢ଼ିଲେଖି ପାରିବେ। ଏକ କୌତୁହଳର କଥା ହେଲା କି ନର୍ଥକୋରିଆରେ ଇଂରାଜୀ ଭାଷାକୁ ଗ୍ରହଣ କରାଯାଏ ନାହିଁ ଏହାର ପ୍ରତିଷ୍ଠାତାର ଜନ୍ମଦିନକୁ ହିଁ ଫଲୋ କରାଯାଇଥାଏ ଏଣୁ ପୁରା ଦୁନିଆରେ ୨୦୨୦ ଚାଲିଥିବା ବେଳେ ଏହି ସମୟରେ ନର୍ଥକୋରିଆରେ ୧୦୯ ବର୍ଷ ଚାଲୁଅଛି।

ଆମ ଦେଶରେ ଯେପରି ପ୍ରତ୍ୟେକ ରାସ୍ତାରେ ଟ୍ରାଫିକ୍ ଲାଇଟ୍ ଲାଗିଛି ସେହିପରି ନର୍ଥକୋରିଆରେ ଆପଣଙ୍କୁ କୌଣସି ବି ଟ୍ରାଫିକ୍ ଲାଇଟ୍ ଦେଖିବାକୁ ମିଳିବ ନାହିଁ କାହିଁକି ନା ସେଠାରେ ଟ୍ରାଫିକ୍ ଲାଇଟ୍ ବଦଳରେ ଟ୍ରାଫିକ୍ କୁ ମହିଳାମାନେ କଣ୍ଟ୍ରୋଲ କରନ୍ତି। ୪୦ ବିଲିଅନ୍ ଡଲାର GDP ସହିତ ଏହି ଦେଶର ଗଣନା ସଂସାରରେ ୯୦ ନମ୍ୱର୍ ରେ ରହିଅଛି। ଏହାର ପ୍ରାୟ ଇନକମ୍ ୧୮ ଶହ US ଡ଼ଲାର ଅଟେ। ଗୋଟେ ତରଫରୁ ପୁରା ଦେଶ ଆଜି ଗ୍ଲୋବାଲ୍ ଗାଁ ଭାବରେ ଜଣା ଯାଉଅଛି କିନ୍ତୁ ଅନ୍ୟପଟେ ନର୍ଥକୋରିଆର କିଛି ଲୋକଙ୍କ ପାଖରେ ଇଣ୍ଟରନେଟ୍ ର ସୁବିଧା ମଧ୍ୟ ରହିଛି। ଏହି ଦେଶରେ ୬୩୫ ଜଣ ଇଣ୍ଟରନେଟ୍ ବ୍ୟବହାର କରୁଛନ୍ତି ଏହାଛଡା କିଛି ଲୋକ ଇଣ୍ଟରନେଟ୍ ବିଷୟରେ କିଛି ଜାଣିନାହାଁନ୍ତି ଏହା ମଧ୍ୟ ତାଙ୍କୁ ଜଣାନାହିଁ ଯେ ଫେସ୍ ବୁକ୍ କଣ ଆଉ ୟୁଟ୍ୟୁବ୍ କେଉଁ ଜିନିଷର ନାଁ ଅଟେ।

ନର୍ଥକୋରିଆରେ ନିଜର ଏକ କମ୍ପ୍ୟୁଟର୍ ଅପରେଟଟିଂ ସିଷ୍ଟମ୍ ରହିଛି ଯାହା ରେଣ୍ଡମ୍ ଷ୍ଟାର ନାମରେ ଜଣାଯାଏ। ଯଦି ଆପଣମାନେ ଏହି ଦେଶକୁ ବୁଲିବାକୁ ଯିବେ ତ ଆପଣ ନିଜର ମୋବାଇଲ୍ ଫୋନ୍ ବ୍ୟବହାର କରିପାରିବେ ନାହିଁ ଏବଂ ନିଜର ଫଟୋ ମଧ୍ୟ ଉଠାଇ ପାରିବେ ନାହିଁ ଆଉ ସବୁଠାରୁ ବଡ଼ କଥା ହେଲା କି ଆପଣଙ୍କ ଫୋନ୍ ଆପଣଙ୍କ ଠାରୁ ଏୟାରପୋର୍ଟରୁ ହିଁ ନେଇଯିବେ। ଦେଶର ସବୁଠାରୁ ବଡ଼ ଷ୍ଟାଡିୟମ୍ ଏହି ନର୍ଥକୋରିଆରେ ଅଛି ଯେଉଁଠାରେ ଏକାଥରେ ଏକା ସାଙ୍ଗରେ ୧ ଲକ୍ଷ ୫୦ ହଜାର ଲୋକ ବସି ମ୍ୟାଚ୍ ଦେଖିପାରିବେ।

ଯଦି ଆପଣମାନେ ନର୍ଥକୋରିଆରେ ରହୁଛନ୍ତି ତାହେଲେ ଆପଣ ନିଜର କାର୍ କିଣି ପାରିବେନାହିଁ। ଆପଣ ଯେତେବି ଧନୀ ହେଇଥାନ୍ତୁ ନା କାହିଁକି କିଙ୍ଗଜନ୍ ପୁରା ଦୁନିଆର ଏହି ସମୟର ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତି ଅଟନ୍ତି ତାଙ୍କ ପାଖରେ ଏହି ସମୟରେ ବୋହୁତ କିଛି ରହିଛି ଯେମିତିକି ନର୍ଥକୋରିଆ ର ସର୍ବେସର୍ବା ହେବା ସହିତ ଆର୍ମିର ସୁପ୍ରିମଲିଡର ମଧ୍ୟ ଅଟନ୍ତି। ଆର୍ମିର ସୁପ୍ରିମଲିଡର କାରଣରୁ ତାଙ୍କୁ ମାର୍ଶାଲ ମଧ୍ୟ କୁହାଯାଏ। ଏହି ଦେଶରେ ଯଦି କେହି ଲୁଚିକି ନର୍ଥକୋରିଆର ମହିଳା ପାଇଁ ଆସିଥିବେ ଓ ସେ ପ୍ରେଗ୍ନେଟ୍ ଥିବେ ତାଙ୍କୁ ସେତିକି ସମୟ ପର୍ଯ୍ୟନ୍ତ ଯତ୍ନ ନିଆଯାଏ ଯେପର୍ଯ୍ୟନ୍ତ ସେ ଡେଲିଭରୀ ହୋଇସାରି ନଥିବେ। ଯେତେବେଳେ ତାଙ୍କର ଡେଲିଭରୀ ହୋଇଯିବ ତାଙ୍କର ଛୁଆକୁ ତଣ୍ଟି ଚିପି ମାରି ଦିଆଯାଏ ଓ ସେହି ମହିଳାକୁ ଜେଲ୍ ରେ ପୁରାଇ ଦିଆଯାଏ।

ନର୍ଥକୋରିଆ ସବୁଠାରୁ ବଡ଼ ନେତା କିଙ୍ଗଜେନ୍ ଓନ୍ ଅଟନ୍ତି। ସେ ତାଙ୍କ ଦାଦାଙ୍କୁ ଲଙ୍ଗଳା କରି ୧୨୦ ଭୋକିଲା କୁକୁର ସାମ୍ନାକୁ ଫିଙ୍ଗି ଦେଇଥିଲେ। ତାଙ୍କର ଭୁଲ୍ ଏହା ଥିଲା ଯେ କିଙ୍ଗଜେନ୍ ଓନ୍ ଯେତେବେଳେ ଭାଷଣ ଦେଉଥିଲେ ସେତେବେଳେ ସେ ଶୋଇ ପଡିଥିଲେ। ଏହି ଦେଶରେ ଟୁରିଷ୍ଟ୍ ମାନଙ୍କୁ ଗରିବ ମାନଙ୍କର ଫଟୋ ନେବାପାଇଁ ଅନୁମତି ଦିଆଯାଏ ନାହିଁ ସେମାନେ ଭାବନ୍ତି ଯେ ଏହିପରି ଭାବରେ ପୁରା ଦୁନିଆରେ ଖରାପ ପ୍ରଭାବ ପଡ଼ିବ ଏବଂ ଦେଶର ବିକାଶ ହୋଇପାରିବ ନାହିଁ। ଏହି ଦେଶରେ ସବୁଠାରୁ ଅଧିକ ପସନ୍ଦ କରୁଥିବା ଓ ଖେଳା ଯାଉଥିବା ଖେଳ ହେଲା ଫୁଟବଲ୍, ବାସ୍କେଟ୍ ବଲ୍, ଜିମ୍ନାଷ୍ଟିକ, ଟେନିସ୍ ଏବଂ ବକ୍ସିଂ। ସମୟ ଅନୁସାରେ ଏହି ଦେଶ ଭାରତ ଦେଶ ଅନୁସାରେ ୨୮ ଘଣ୍ଟା ଆଗରେ ରହିଛି ଯାହାକି ଭାରତ ଦେଶ ଠାରୁ ଏହାର ଦୂରତା ୫ ହଜାର ୬୪ କିଲୋମିଟର ଅଟେ। ଟାଙ୍ଗୀୟାନ୍ ସିଟିକୁ ଏହି ଦେଶର ରାଜଧାନୀ ବୋଲି କୁହାଯାଏ ଯାହା ଏହି ଦେଶର ସବୁଠାରୁ ବଡ଼ ସହର ଅଟେ।

ଏହି ଦେଶର ପତାକା ବିଷୟରେ କୁହାଗଲେ ନର୍ଥକୋରିଆର ପଟକରେ ୩ଟି କଲର୍ ରହିଛି ତାହା ହେଉଛି ରେଡ୍, ବ୍ଲୁ ଏବଂ ହ୍ୱାଇଟ୍ ସେଥିରେ ନାଲି ରଙ୍ଗର ଏକ ଷ୍ଟାର ମଧ୍ୟ ବନା ଯାଇଛି। ବ୍ଲୁ ରଙ୍ଗ ପଟି ଉପରେ ଓ ତଳେ ଦିଆଯାଇଛି, ମଝିରେ ନାଲି ରଙ୍ଗ ଏବଂ ନାଲି ରଙ୍ଗ ଉପରେ ଓ ତଳେ ଧଳାର ପଟି ଦିଆଯାଇଛି। ଆପଣ ଯଦି ଏହି ଦେଶକୁ ଫୋନ୍ କରିବାକୁ ଚାହିଁବେ ତାହେଲେ ଆପଣଙ୍କୁ ନମ୍ୱର୍ ପୂର୍ବରୁ ୮୫୦ ଡ଼ାଏଲ୍ କରିବାକୁ ପଡ଼ିବ। ଏହି ଦେଶର ଇଣ୍ଟରନେଟ୍ ରେ ଡୋମେନନା ଡୋଟ୍ କେଫି ଅଟେ। ଏହି ଦେଶରେ ବ୍ୟବହାର କରାଯାଉଥିବା ଟଙ୍କାକୁ ଓନ୍ କୁହାଯାଏ। ନର୍ଥକୋରିଆର ଏକ ଓନ୍ ଭାରତର ୧୧ ଟଙ୍କା ସହିତ ସମାନ ଅଟେ। କୁହାଯାଏ କି ଏହି ଦେଶରେ ଡେମୋକ୍ରେଶୀ ରହିଛି ତାହା ପୁଣି ନାଁକୁ ମାତ୍ର କାହିଁକି ନା ସେଠାରେ କିଙ୍ଗଜନ୍ ଓନ୍ ଙ୍କ ପରିବାର ଛଡା ଅନ୍ୟ କୌଣସି ପରିବାରକୁ ସରକାର ବନେଇ ହୁଏ ନାହିଁ ଏଣୁ ଏଠାରେ ଭୋଟ୍ ଦେବାକୁ ହେଲେ ଖାଲି କିଙ୍ଗଜେନ୍ ଓନ୍ ଙ୍କୁ ହିଁ ଦେବାକୁ ହୋଇଥାଏ।

କୋରିୟାନ୍ ଭାଷାକୁ ଏହି ଦେଶରେ ଅଫିସିଆଲ୍ ଭାଷା ବୋଲି ମାନା ଯାଇଥାଏ ଏହା ଏହି ଦେଶର ସବୁଠାରୁ ଅଧିକ ବ୍ୟବହାର କରାଯାଉଥିବା ଭାଷା ଅଟେ। ଏହି ଦେଶରେ ଶତକଡ଼ା ୯୯.୯୮ ଲୋକ କୋରିୟାନ୍ ଅଟନ୍ତି ଏବଂ ୦.୨ ଲୋକ ଚୀନ୍ ଓ ଜାପାନୀ ଦେଶରୁ ଆସିକି ଅଛନ୍ତି। ଏହି ଦେଶରେ କୌଣସି ଜିନିଷରେ କିଛିବି ଟ୍ୟାକ୍ସ ଦିଆଯାଏ ନାହିଁ କାହିଁକି ନା ଏହା ଏକ ଟ୍ୟାକ୍ସ ଫ୍ରି ଦେଶ ଅଟେ। ପୁରା ଦୁନିଆରେ ବାସ୍କେଟ୍ ବଲ୍ ଗୋଟିଏ ପ୍ରକାରରେ ଖେଳାଯାଏ କିନ୍ତୁ ନର୍ଥକୋରିଆର ବାସ୍କେଟ୍ ବଲ୍ ଅଲଗା ଭାବରେ ଖେଳାଯାଏ ଯାହା ସେମାନଙ୍କର ନିଜର ରୁଲ୍ ଏବଂ ନିଜ ଅନ୍ଧାଜ୍ ରେ ଖେଳାଯାଏ। ଏହି ଦେଶର ପ୍ରତ୍ୟେକ ଘର, ପ୍ରତ୍ୟେକ ସ୍କୁଲ୍, ପ୍ରତ୍ୟେକ ହସ୍ପିଟାଲ୍, ପ୍ରତ୍ୟେକ ଜନଗହଳ ପୂର୍ଣ୍ଣ ରାସ୍ତା ଓ ସବୁ ଜାଗାରେ କିଙ୍ଗଜନ୍ ଓନ୍ ଓ ତାଙ୍କ ଜେଜବାପାଙ୍କ ଫଟୋ ଲଗାଯାଇଥାଏ। ଏହି ଫଟୋକୁ ଏକ ସ୍ବତନ୍ତ୍ର କପଡ଼ାରେ ପ୍ରତିଦିନ ସଫା କରାଯାଇଥାଏ।

ନର୍ଥକୋରିଆରେ ନିଜର ଏକ ଟାଇମ୍ ଜୋନ୍ ମଧ୍ୟ ବନା ଯାଇଛି ଯାହା ପିଆଙ୍ଗୀୟାନ୍ ଟାଇମ୍ ଜୋନ୍ ନାମରେ ଜଣାଯାଏ। ଏକ ରିପୋର୍ଟ ଅନୁସାରେ ନର୍ଥକୋରିଆର ଦୁନିଆର ସବୁଠାରୁ ଅଧିକ କ୍ରିପ୍ଟିନେସନ୍ ଅଟେ। ୨୦୧୪ ରେ ନର୍ଥକୋରିଆର ଚକୋବାର ଚକ୍ଲେଟ୍ ର ପୁରାପୁରି ଭାବରେ ପ୍ରତିବନ୍ଧକ ଲଗାଇ ଦେଇଥିଲା କାହିଁକି ନା ଏହାର ବିଚାର ଥିଲା କି ଏହି ଚକ୍ଲେଟ୍ ର ଉପଯୋଗ କଳା ବାଜାରି ଦ୍ଵାରା ହେଉଥିଲା। ନର୍ଥକୋରିଆରେ ଏହି ସମୟରେ ଆର୍ମିରେ ୧.୨ ସୈନିକ ଅବସ୍ଥିତ ଅଛନ୍ତି। ନର୍ଥକୋରିଆ ଏହା ମଧ୍ୟ ମାନିଥାଏ ଯେ ତାଙ୍କ ଆର୍ମି ଆମେରିକାର ଆର୍ମି ଠାରୁ ୫ ଗୁଣ ବଡ଼ ଅଟେ। ଏହି ଦେଶରେ ଯିଏ ଅପରାଧ କରୁଥିଲେ ତାର ଦଣ୍ଡ ତାର ତିନି ପିଢ଼ିକୁ ଦିଆଯାଉଥିଲା। ଏହି ଦେଶରେ କେହିବି ନିଜ ଇଚ୍ଛାରେ ନିଜ ଘରକୁ ରଙ୍ଗ କରିପାରିବେ ନାହିଁ କିନ୍ତୁ ସରକାରଙ୍କ ଆଦେଶ ଅନୁସାରେ ନିଜ ଘରକୁ ବ୍ରାଉନ୍ କଲର୍ କରିବାକୁ ପଡ଼ିବ। ଏହି ଦେଶର ଜାତୀୟ ପଶୁ କେହି ମଧ୍ୟ ନାହାଁନ୍ତି ଯାହାକି ବ୍ରୀଙ୍ଗ୍ ହାର୍ଟକୁ ଜାତୀୟ ସିମ୍ବଲ୍ ବୋଲି ମାନାଯାଏ। ନାର୍ଥାନଗୋଶାକୋ ଏହି ଦେଶର ଜାତୀୟ ପକ୍ଷୀ ବୋଲି କୁହାଯାଏ। ମଙ୍ଗୋଲୀୟାନ୍ ସାଇ ବୋଲ୍ଡିକୁ ଜାତୀୟ ଫୁଟବଲ୍ ବୋଲି କୁହାଯାଏ। ପାଇନ୍ ଗଛକୁ ଜାତୀୟ ଗଛ ବୋଲି କୁହାଯାଏ। କିଂଚି ନର୍ଥକୋରିଆର ଜାତୀୟ ଖାଦ୍ୟ ବୋଲି ସମ୍ମାନ ଦିଆଯାଇଛି। ଏହି ଦେଶରେ ମହିଳାଙ୍କୁ ବିବାହ ପୂର୍ବରୁ ଲମ୍ବା ଚୁଟି ରଖିବାର ଅନୁମତି ଦିଆଯାଇଥାଏ ବାହାଘର ପରେ ଏହି ଲମ୍ବା ଚୁଟିକୁ କାଟି ଛୋଟ କରିଦିଆଯାଏ।

Leave a Reply

Your email address will not be published. Required fields are marked *