ଦର୍ଶକ ବନ୍ଧୁ ଆଜି ଆମେ ଆପଣମାନଙ୍କୁ ଏପରି କିଛି ସ୍ବପ୍ନ ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯାହାକୁ ଦେଖିବା ମାତ୍ରେ ଆପଣ ଜଣିଯିବେ ଯେ ଆପଣଙ୍କ ଉପରେ ପଡ଼ିବାକୁ ଯାଉଛୁ ମହାଦେବ ଭୋଳା ଶଙ୍କର ଅସୀମ କୃପା ତାହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ସେହି ସବୁ ସ୍ବପ୍ନ ଗୁଡ଼ିକ ବିଷୟରେ ସମ୍ପୂର୍ଣ୍ଣ ଭାବରେ । ଯଦି ଆପଣମାନେ ସ୍ୱପ୍ନରେ କୌଣସି ଦେବୀ ଦେବତାଙ୍କୁ ଦେଖିଥାନ୍ତି ଯେ କୌଣସି ଦେବିଦେବତଙ୍କୁ ଦେଖନ୍ତୁ ମହାଲକ୍ଷ୍ମୀଙ୍କୁ ଦେଖନ୍ତୁ ଶିବଙ୍କୁ ଦେଖନ୍ତୁ ଯାହାକୁ ଦେଖନ୍ତୁ ତାହେଲେ ଆପଣ ବୁଝି ଯାଆନ୍ତୁ କି ଆପଣଙ୍କର ଯାହାବି କିଛି ସମସ୍ୟା ଅଛି ତାହା ବହୁତ କାମ ସମୟ ଭିତରେ ଦୁରହେବକୁ ଯାଉଛି ।
ଆର୍ଥିକ ସମସ୍ୟା ହେଉ ପାରିବାରିକ ସମସ୍ୟା ହେଉ ରୋଗ ବ୍ୟାଧିର ସମସ୍ୟା ହେଉ ଏହି ସମସ୍ତ ସମସ୍ୟାର ଅନ୍ତ ମହାଦେବ ଙ୍କ କୃପାରୁ ଆପଣଙ୍କ ଜୀବନରୁ ହେବାକୁ ଯାଉଛି । ସେହି ପରି ଭାବରେ ଯଦି ଆପଣ ଆପଣଙ୍କ ସ୍ୱପ୍ନରେ ଭଗବାନ୍ ଶିବଙ୍କ ସହିତ ଜଡିତ ଯେ କୌଣସି ଜିନିଷକୁ ଦେଖୁଛନ୍ତି ଯେପରି ବୃଷାବ, ସର୍ପ,ତ୍ରିଶୂଳ,ଦମ୍ବୁରୁ ଇତ୍ୟାଦିର ଦର୍ଶନ ପାଉଛନ୍ତି ତାହେଲେ ବୁଝି ଯିବେ ଯେ ଆପଣଙ୍କ ଜୀବନରେ ମହାଦେବଙ୍କ କୃପା ଖୁବ୍ କମ୍ ସମୟ ମଧ୍ୟରେ ପଡ଼ିବାକୁ ଯାଉଛି ପାରିବାରିକ ସମସ୍ୟା ,ଅର୍ଥ ଜନିତ ସମସ୍ୟା ଆଦିର ଅନ୍ତ ମହାଦେବ କରିବାକୁ ଯାଉଛନ୍ତି ।
ଯେତେବେଳେ ଅପମାର ଭଲ ସମସ୍ୟା ଆସିଥାଏ ଭଗବାନ୍ ଆମକୁ କିଛି ସଂକେତ ଦେଇ ଥାଆନ୍ତି ଠିକ୍ ସେହି ଭଳି ଯେତେବେଳେ ଆମର ଖରାପ ସମସ୍ୟା ଆସିଥାଏ ସେତେବେଳେ ମଧ୍ୟ ଭଗବାନ୍ ଆମକୁ ସଂକେତ ଦେଇ ଥାଆନ୍ତି ଯଦି ଆପଣଙ୍କୁ ସ୍ୱପ୍ନରେ ଶିବଲିଙ୍ଗର ଦର୍ଶନ ହୋଇଥାଏ ତାହେଲେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ ଆଉ ଯାହାକୁ ଦେଖିବା ମାତ୍ରେ ଆପଣ ଜାଣିପାରିବେ ଯେ ଆପଣଙ୍କ ଖରାପ ସମୟ ଖୁବ କମ୍ ଦିନ ମଧ୍ୟରେ ଶେଷ ହେବ ହେଲେ ଯଦି ଆପଣ ଏହି ଜିନିଷକୁ ସୋମବାର ମଧ୍ୟ ଆପଣଙ୍କ ସ୍ୱପ୍ନରେ ଦେଖି ଥାଆନ୍ତି ତାହେଲେ ଏହା ବହୁତ୍ ଅଧିକ ଶୁଭ ହୋଇଥାଏ ।
ଯଦି ଆପଣ ଆପଣଙ୍କ ସ୍ୱପ୍ନରେ ନାଗ ନାଗୁଣୀ ମିଳନ କରୁଥିବା ଦେଖି ଥାଆନ୍ତି ତାହେଲେ ଏହା ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ହୋଇଥାଏ ଆପଣ ଭାବିନେବେ କି ଏହାକୁ ଦେଖିଲା ପରେ ଆପଣ ଆପଣଙ୍କ ନିକଟ ଭବିଷ୍ୟତରେ ନିହାତି ଭାବରେ ଉନ୍ନତି କରିବାକୁ ଯାଉଛନ୍ତି ଯଦି ଆପଣଙ୍କର କୌଣସି ବ୍ୟବସାୟ ଅଛି ତାହା ଜିର ସୋରରେ ଚାଲିବାକୁ ଲାଗିବ ଓ ଆପଣଙ୍କ ପାଖରେ ଆଉ କୌଣସି ଜିନିଷର ଅଭାବ ରହିବ ନାହିଁ ।