କେଉଁ ବାରରେ ପିଲା ଜନ୍ମ ହେଲେ କଣ ରହିଥାଏ ପିଲାର ଲକ୍ଷଣ, ଜାଣିରଖନ୍ତୁ ସମସ୍ତେ |

ବନ୍ଧୁଗଣ କୌଣସି ବ୍ୟକ୍ତି ର ଆସୁଥିବା ସମୟ ଜାଣିବା ପାଇଁ ଦିନ ,ତାରିଖ ବହୁତ ମହତ୍ଵ ହୋଇଥାଏ | ପ୍ରଥମେ ଜାଣିବା ଦିନ ଓ ତାରଖ ରେ ଜ୍ୟୋତିଷ ମହତ୍ୱ ବିଷୟ ରେ | ସୂର୍ଯ୍ୟ ରବିବାର ର ସ୍ୱାମୀ ଅଟନ୍ତି , ଚନ୍ଦ୍ର ସୋମବାର ର ସ୍ୱାମୀ ଅଟନ୍ତି , ମଙ୍ଗଳ ଗ୍ରହ ମଙ୍ଗଳବାର ର ଏବଂ ବୁଧ ଗ୍ରହ ବୁଧ ବାର ର ସ୍ୱାମୀ ଅଟନ୍ତି, ବୃହସ୍ପତି ଗୁରୁବାର ର , ଶୁକ୍ର ଗ୍ରହ ଶୁକ୍ରବାର ର ଏବଂ ଶନିଗ୍ରହ ଶନିବାର ର ସ୍ୱାମୀ ଅଟନ୍ତି |

ସୋମବାର ରେ ଜନ୍ମ ହୋଇଥିବା ବ୍ୟକ୍ତି ମଧ୍ୟରୁ ଅନେକ ଆତ୍ମପ୍ରେମି ହୋଇଥାନ୍ତି ସେମାନେ ନିଜ ଖୁସି ଏବଂ ଦୁଃଖ କୁ ବହୁତ ଭଲ ଭାବରେ ହାଣ୍ଡେଲ କରିପାରନ୍ତି | ମଙ୍ଗବାର ରେ ଜନ୍ମ ହୋଇଥିବା ବ୍ୟକ୍ତି ଙ୍କ ସ୍ୱଭାବ ଯେଉଁ ବ୍ୟକ୍ତି ମଙ୍ଗଳବାର ଜନ୍ମ ହୋଇଥାନ୍ତି ସେମାନେ ଟିକେ ରାଗି ଶୋଭାବ ହୋଇଥାନ୍ତି ଏହି କାରଣ ରୁ ସେମାନେ ଭଲ ସିଚୁଏସନ୍ ରେ ମଧ୍ୟ ନିଜ ଲୋକ ଙ୍କ ଠୁ ଦୁରକୁ ଯାଇଥାନ୍ତି |

ବୁଧବାର ଜନ୍ମ ହୋଇଥିବା ବ୍ୟକ୍ତି ଙ୍କ ସ୍ଵଭାଵ ଧାର୍ମିକ ଏବଂ ଆଧ୍ୟତ୍ମିକ ହୋଇଥାଏ ଭଗବାନ ଙ୍କ ଉପରେ ଭରଷା ରଖିବା ହେତୁ ଏମାନଏ ସବୁେବେଳ ମାଟି ସହ ଯୋଡି ହେଇକି ରହିଥାନ୍ତି | ଗୁରୁବାର ଦିନ ଜନ୍ମ ହୋଇଥିବା ବ୍ୟକ୍ତି ବହୁତ ବୁଦ୍ଧିମାନ ହୋଇଥାନ୍ତି ଏମାନେ କଠିନ ରୁ କଠିନ ସମସ୍ୟା ରୁ ମଧ୍ୟ ପାର୍ ହୋଇପାରନ୍ତି |

ଶୁକ୍ରବାର ଦିନ ଜନ୍ମ ହୋଇଥିବା ବ୍ୟକ୍ତି ଙ୍କ ମନ ସଫା କାରଣ ରୁ ଏମାନଂକୁ ଆନେକ ଭିଡ଼ ଭିତରୁ ବି ଖୋଜି ପାଇବେ | ଶନିବାର ଦିନ ଜନ୍ମ ହୋଇଥିବା ବ୍ୟକ୍ତି ସେମାନଙ୍କ ରୁଚି ବିଜନେସ, ଟେକ୍ନୋଲଜି ଦିଗରେ ହୋଇଥାଏ | ରବିବାର ଦିନ୍ ଜନ୍ମ ହୋଇଥିବା ବ୍ୟକ୍ତି ଅଧିକ ଆକ୍ଟିଭ ହୋଇଥାନ୍ତି , ଭାଗ୍ୟ ସବୁବେଳେ ଏମାନଙ୍କ ସାଥ ଦେଇ ଥାଏ |
 🙏ଜୟ ଜଗନ୍ନାଥ 🙏

Leave a Reply

Your email address will not be published. Required fields are marked *