Weather Alert : 1ରୁ ପ୍ରବଳ ବର୍ଷା, ଓଡ଼ିଶାରେ 6 ଜିଲ୍ଲା ବିପଦରେ, 14 ଜିଲ୍ଲାକୁ କଡ଼ା ସତର୍କ ସୂଚନା ଜାରିକାଳ ପାଣିପାଗ ବିଭାଗ |

ପାଣିପାଗ ବିଭାଗ ତରଫରୁ ଆସିଛି ବହୁତ୍ ବଡ଼ ଖବର ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ ତାହେଲେ ଆହୁରି କିଛି ନିନ ପର୍ଯ୍ୟନ୍ତ ହେବାକୁ ଯାଉଛି ବର୍ଷା କଣ ରହିଛି ସମ୍ପୂର୍ଣ୍ଣ ଅପଡେଟ ଆଉ ଡେରି ନକରି ଆସନ୍ତୁ ଜାଣିବା। ତ ଏବେ ଯାହା ସୂଚନା ମିଳିଛି ଯେ ଓଡ଼ିଶାରେ ଆଗାମୀ ଦିନମାନଙ୍କରେ ବହୁତ୍ ମାତ୍ରାରେ ହେବାକୁ ଯାଉଛି ।

ତେବେ ଏହି ବର୍ଷା ଆଗାମୀ ୪ ଦିନ ଯାଏ ଓଡ଼ିଶାରେ ଜାରିରହିବ ବୋଲି ଆଞ୍ଚଳିକ ଜଳବାୟୁ କେନ୍ଦ୍ରତରଫରୁ ଏହି ସବୁ ଜିଲ୍ଲା ଜିଲ୍ଲାକୁ ଦେଇଛନ୍ତି ସତର୍କତା ସୂଚନା ତାହେଲେ କେଉଁ ଜିଲ୍ଲାଗୁଡିକ ମିଳିଛି ସତର୍କ ସୂଚନା ଆସନ୍ତୁ ଜାଣିବା । ବର୍ତ୍ତମାନ୍ ପାଣିପାଗ କେନ୍ଦ୍ର ତରଫରୁ ଯାହା ସୂଚନା ମିଳିଛି ଯେଆଗାମୀ ଚାରିଦିନ ଯାଏ ଲଘୁଚାପ କାରଣରୁ ହେବାକୁ ଯାଉଛି ।

ମୌସୁମୀ ବର୍ଷା ଓଡ଼ିଶାର ଉତ୍ତର ଉପକୂଳ ବର୍ଟି ଅଞ୍ଚଳଗୁଡିକୁ ଉପରେ ଅଧିକ ପ୍ରଭାବ ପକାଇବା ବୋଲି ଅନୁମାନ କରାଯାଉଛି ଏ ନେଇ ପୂର୍ବାନୁମାନ କରିଛନ୍ତି ପାଣିପାଗ କେନ୍ଦ୍ର ପାଣିପାଗ ସୂଚନା ଅନୁସାରେ ଆଜି ୧୦ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ସେ ସବୁ ଜିଲ୍ଲା ଗୁଡ଼ିକ ହେଉଛନ୍ତି ।

କୋରାପୁଟ,ନବରଙ୍ଗପୁର,ନୂଆପଡ଼ା,କଳାହାଣ୍ଡି, ବଲାଙ୍ଗୀର,କନ୍ଧମାଳ,ସୋନପୁର,ବରଗଡ଼,କଟକଏବଂ ନୟାଗଡ଼ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ମାତ୍ରାରେ ବର୍ଷା ରହିଛି ଆଜି ପାଇଁ ଓ ଆଗାମୀ ତିନିରୁ ଚାରି ଦିନ ପର୍ଯ୍ୟନ୍ତ ।

Leave a Reply

Your email address will not be published. Required fields are marked *