ଅଟୋରେ କିଏ ସେ ଦୁଇବ୍ୟକ୍ତି, ଅସୁବିଧାରୁ କଲେ ମୁକ୍ତି, ଭକ୍ତଙ୍କୁ ଏମିତି ସାହାଯ୍ୟ କଲେ ପ୍ରଭୁ Jagannatha…ଦେଖନ୍ତୁ |

ଦର୍ଶକ ବନ୍ଧୁ ଆଜି ଆମେ ଆପଣମାନଙ୍କୁ ଏପରି ଏକ ସତ ଘଟଣା ବିଷୟରେ କହିବାକୁ ଯାଉଛୁ ଯାହାକୁ ଦେଖିଲେ ଆପଣମାନଙ୍କ ମନରେ ଥିବା ଜଗନ୍ନାଥଙ୍କ ପ୍ରତି ଭଲ ପାଇବା ଆହୁରି ଅଧିକ ହୋଇଯିବ ତାହେଲେ କଣ ସେହି ଅଧୁଭୂତ ଘଟଣା ଆଉ ଡେରି ନକରି ଆସନ୍ତୁ ଜାଣିବା । ଭୁବନେଶ୍ୱର ସ୍ଥିତ ଲିଙ୍ଗରାଜ ମନ୍ଦିରରେ ଜାଗର ସମୟ ରେ ପ୍ରବଳ ଭିଡ଼ ଜାଗର ଦୀପ ଜଳିବାକୁ ସନ୍ଦ୍ୟ ସମୟରୁ କଟକରୁ ଯାଇ ଲିଙ୍ଗରାଜ ମନ୍ଦିରରେ ବସି ଯାଇଛନ୍ତି ତାପସ ଦାସଙ୍କ ପରିବାର ରାତି ପ୍ରାୟ ୧୦ ଟା ପାଖା ପାଖି ହେଲାଣି ହେଲେ ମହାଦୀପ ଏପର୍ଯ୍ୟନ୍ତ ଉଠିଲା ନାହିଁ ।

ସୂଚନା ପାଇବାରେ ତାଙ୍କ ସହିତ ଘଟିଗଲା ଏପରି ଏକ ଅଧୁଭୁତ ରହସ୍ୟମୟ ଘଟଣା ଯାହା ବିଷୟରେ ଜାଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ । ତାପସ ବାବୁଙ୍କ ସ୍ତ୍ରୀ କଟକରୁ ଭୁବନେଶ୍ବର କେବଳ ଏହି ମହାଦୀପ ଦେଖିବାକୁ ଆସି ଥିଲେ ହେଲେ ବିଳମ୍ବ ହେବା କଥା ଶୁଣି ମୁହଁ ଶୁଖାଇ ବସିଗଲେ ଓ ତାଙ୍କ ପୁଅ କହିଲା ନା ଆମେ ଏତେ ଦୂରରୁ ଆସିଛନ୍ତି ମାନେ ମହାଦୀପ ଦରଶନ ନକଲା ପର୍ଯ୍ୟନ୍ତ ଏଠାରୁ କୁଆଡେ ଯିବା ନାହିଁ ପୁଅ କଥା ରଖି ସମସ୍ତେ ୧୨ ଟା ୩୦ ପର୍ଯ୍ୟନ୍ତ ଅପେକ୍ଷା କଲେ ତଥାବି ମହାଦୀପ ଉଠିଲା ନାହିଁ ।

ତାପସ ବାବୁଙ୍କ ସ୍ତ୍ରୀ ଏପଟରେ ବ୍ୟସ୍ତ ବିବ୍ରତ ହେଲେଣି ଏତେ ରାତିରେ କଟକକୁ କିପରି ଫେରିବେ ସେନେଇ ଆଉ ବାଟ ଦିଶୁ ନାହିଁ ତାପସ ବାବୁଙ୍କୁ କହିଲେ ଏବେ କେମିତି କଟକ ଯିବା ରାସ୍ତା ସାରା ଶୁନଶାନ୍ ଥିବା କେମିତି ଫେରିବା ଘରକୁ ଏହା ପରେ ତାପସ ବାବୁଙ୍କ ସ୍ତ୍ରୀ ଓ ସେ ବସି ପ୍ରଥମ କରିବାକୁ ଲାଗିଲେ ଓ କିଛି ସମୟ ପରେ ଜଣେ ବ୍ରାହ୍ମଣ ଯିଏକି ମନ୍ଦିରରେ ଥିଲେ ଘରକୁ ଯିବେ ବୋଲି ବାହାରକୁ ଆସିଲେ ହେଲେ ତାପସ ବାବୁଙ୍କ ସ୍ତ୍ରୀ ଓ ତାଙ୍କୁ ଦେଖି ପଚାରିଲେ ଆପଣଙ୍କର କିଛି ହଜି ଯାଇଛି କି ନା ଆପଣଙ୍କ ସହିତ କିଛି ଅଘଟଣ ଘଟିଛି ।

ତାପରେ ତାପସ ବାବୁ ତାଙ୍କୁ ସବୁ ଘାଟନ କହିଲେ ଯାହାକୁ ଶୁଣି ବ୍ରାହ୍ମଣ କହିଲେ ବାସ ଏତିକି କଥା ଆସନ୍ତୁ ଆମ ଘରେ ଆଜି ରହିଯିବେ କାଲି ସକାଳୁ କଟକ ଚାଲିଯିବେ । ଏହା ଶୁଣି ତାପସ ବାବୁଙ୍କ ମୁହଁରେ ହସ ଫୁଟିବା ସମସ୍ତେ ବ୍ରାହ୍ମଣ ଙ୍କ ଘରେ ବିଶ୍ରାମ କରି ସକାଳୁ ଭରିଲେ ବ୍ରାହ୍ମଣ ଜଣଙ୍କ ତାଙ୍କୁ ବସ ଷ୍ଟାଣ୍ଡ ପର୍ଯ୍ୟନ୍ତ ଆସି ଛାଡ଼ିଲେ ହେଲେ ତାପସ ବାବୁ ଧନ୍ୟବାଦ୍ କହିବା ମାତ୍ରେ ପଣ୍ଡା ଜଣଙ୍କ ଉଭାନ ହୋଇଗଲେ ସେ କୁଆଡେ ଗଲେ ଆଉ ତାଙ୍କୁ ସେମାନେ ଖୋଜିକି ମଧ୍ୟ ପାଇଲେ ନାହିଁ ।

Leave a Reply

Your email address will not be published. Required fields are marked *