ବୁଦ୍ଧି ହଜାଇ ଦେବେ ବୁଧ, ୪ ରାଶିଙ୍କ ସହ ଘଟିବ ବଡ଼ ଅଘଟଣ, ହରାଇ ବସିବେ ସବୁକିଛି, ଦେଖନ୍ତ ଆପଣଙ୍କ ରାଶି ଅଛିକି ନାହିଁ |

ଏହି ଶ୍ରାବଣମାସ ରେ ବୁଦ୍ଧି ହଜାଇ ଦେବେ ବୁଧ ଗ୍ରହ ୪ ଟି ରାଶି ଙ୍କୁ ଅପଥନିୟ ଯନ୍ତ୍ରଣା ଦେବେ , ଚାଲନ୍ତୁ ଜାଣିବା ସେହି ୪ ଟି ରାଶି ବିଷୟ ରେ, କର୍କଟ ରେ ବୁଧ ପ୍ରବେଶ ହେବେ ୪ ଟି ରାଶି ଙ୍କ ସହ ଘଟିବ ବଡ ଅଘଟଣ ହରାଇ ବସିବେ ସବୁ କିଛି ତାପରେ ୪ ଟି ରାଶି ଙ୍କ ଜୀବନ ରେ ଦୁଃଖ ର ସମୟ ଆରମ୍ଭ ହୋଇସରିଛି | ଭୁଲ ରେ ବି କାହାକୁ ଋଣ ଦିଅନ୍ତୁ ନାହଁ , ଋଣ ଦେଲେ ଟଙ୍କା ଅଟକି ଯିବ, ବିଗିଡି ଯିବ ପୁରା ବ୍ୟାଙ୍କ ବାଲାନ୍ସ , ଜୁନ ୨୯ ଶନିବାରଦିନ ୧୨ ଟା ୨୯ରେ ବୁଧ ଏହାର ରାଶି ଚିହ୍ନ ପରିବତ୍ତନ କରି କର୍କଟ ରାଶି ରେ ପ୍ରବେଶ କରିଛନ୍ତି ଜୁଲାଇ ୨୯ ପର୍ୟ୍ଯନ୍ତ ରହିବା ପରେ , ବୁଧ ସିଂହ ରେ ପ୍ରବେଶ କରିବେ , କର୍କଟ ରେ ବୁଧ ର ଗମନା ଗମନ ଚର୍ଥୁତ ଲୋକ ରାଶି ର ଲୋକ ଙ୍କ ଉପରେ ଏକ ଖରାପ ପ୍ରଭାବ ପକାଇବାକୁ ଯାଉଛି | ବୁଧ ପରିବତ୍ତନ ଚାକିରି ,ସ୍ଵାସ୍ଥ୍ୟ ଇତ୍ୟଦି ଉପେର ନକରତ୍ମକ ପ୍ରଭାବ ପକାଇବ ବୈଦିକ ବିଶ୍ୱ ବିଦ୍ୟାଳୟ ର ମୁଖ୍ୟ ଶ୍ରୀ ମୃତ୍ୟୁଞ୍ଜୟ ତିୱାରୀ ଏ ସମ୍ପର୍କ ରେ ସୂଚନା ଦେଇଛନ୍ତି | ଆସନ୍ତୁ ଜାଣିବା କେଉଁ ୪ ଟି ଲୋକ ଙ୍କ ଜୀବନ ରେ ଖରାପ ପ୍ରଭାବ ପଡିବାକୁ ଯାଉଛି |

ପ୍ରଥମେ ଜାଣିବା ମେଶ ରାଶି – ବିଷୟ ରେ ବୁଧ ରାଶି ର ଗମନାଗମନ ଏହି ୪ ରାଶି ଙ୍କ ଲୋକ ଙ୍କ ଉପରେ ଚାପ ସୃଷ୍ଟି କରିବାକୁ ଯାଉଛି ଜୁଲାଇ ୨୯ ରୁ ସେମାନେ ବ୍ୟବସାୟ ରେ ଅସୁବିଧା ର ସମ୍ମୁଖିନ ହୋଇପାରନ୍ତି ତଥା ଗୁପ୍ତ ଶତ୍ରୁ ବୃଦ୍ଧି ହେବାର ସମ୍ଭାବନା ରହିଛି |ଏହି ସମୟ ରେ ଗୁପ୍ତ ଭାବେ କାର୍ଯ୍ୟ କରିବା ଉଚିତ୍ ,ନଚେତ୍ ସେମାନେ ଅପମାନ କ୍ଷତି କରିବାର କୌଣସି ସୁଯୋଗ କୁ ହାତ ଛଡା କରିବେ ନାହିଁ |

ତାପରେ ଆସନ୍ତୁ ଜାଣିବା ସିଂହ ରାଶି – ବିଷୟ ରେ ବୁଧ ରାଶି ର ଗମନାଗମନ ଏହି ରାଶି ଉପରେ ବିଶେଷ ପ୍ରଭାବ ପଡିଛି ଜୁନ ୨୯ ରୁ ଜୁଲାଇ ୨୯ ପର୍ଯ୍ୟନ୍ତ ଆଇନ ଗତ ସମସ୍ୟା ରେ ଜଡିତ ହେବା ର ସମ୍ଭାବନ ଅଛି | ସରକାର ମଧ୍ୟ ନୋଟିସ ପଠାଇପାରିବେ କୌଣସି ପ୍ରକାର ବେଆଇନ୍ କାଯ୍ୟ କଳାପ ରୁ ଦୂରେଇ ରୁହନ୍ତୁ | ଏହି ସମୟରେ ସଂଚୟ ହ୍ରାସ ପାଇବା କାରଣ ଅନାବର୍ଷକ ଖର୍ଚ୍ଚ ହୋଇପାରେ |

ଆସନ୍ତୁ ଜାଣିବା ଧନୁ ରାଶି – ବିଷୟ ରେ ଏହି ରାଶି ରେ ବୁଧ ରାଶି ର ଗମନା ଗମନ ବିଶେଷ ପ୍ରଭାବ ପଡିଛି , ଦାମ୍ପତ୍ୟ ଜୀବନରେ ଅନେକ ପ୍ରକାର ର ସମସ୍ୟା ଉପୁଜିବ ଅନ୍ୟ ପକ୍ଷରେ ଅସୁ଼ସ୍ତତା ହେବାର ସମ୍ଭାବନା ରହିଛି | କିନ୍ତୁ ଡାକ୍ତର ଙ୍କ ପରାମର୍ଶ ବିନା କୌଣସି ଔଷଧ ଖାନ୍ତୁ ନାହିଁ, ଯେକୌଣସି ସମ୍ପତି, ଚୁକ୍ତିନାମା, ଡକୁମେଣ୍ଟ କିମ୍ବା ଅନ୍ୟାନ୍ୟ ଗୁରୁତ୍ୱ ପୂର୍ଣ୍ଣ କାର୍ୟ୍ଯ ଏହି ଦିନ ମଧ୍ୟରେ ଅତି ଯତ୍ନ ର ସହ କରିବା ଉଚିତ୍ | ନଚେତ୍ ପ୍ରତାରଣା ହେବାର ସମ୍ଭାବନ ଅଛି | ଯେଉଁ ମାନେ ବ୍ୟବସାୟ କରୁଛନ୍ତି ସେମାନଙ୍କ ପାଇଁ ଭାଗିଦାରୀ ସୁଯୋଗ ଆସିପାରେ କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ନିଷ୍ପତି ସ୍ତଗିତ ରଖିବା ଉଚିତ୍ |

ବୁଧ ଗ୍ରହ ର ପରିବର୍ତ୍ତନ ହେତୁ କୁମ୍ଭ ରାଶି ରେ ବିଶେଷ ପ୍ରଭାବ ପଡିଛି | କାର୍ୟ୍ଯ ରେ ଥିବା ଲୋକ ମାନେ ସବଧାନ ରୁହନ୍ତୁ | ବିବାଦିୟ ପ୍ରସଙ୍ଗ ଠାରୁ ଦୂରରେ ରହିବା ଉଚିତ ଏହି ସମୟରେ କାହାକୁ ଋଣ ଦେବା ଉଚିତ ନୁହେଁ | କରଣ ଏହା କୁ ଫେରାଇବାରେ ଅସୁବିଧା ହୋଇପାରେ | ଏହା ଅଟକାଇ ଥିବା ଚାପ ବଢାଇବ ଯାହା ଦ୍ୱାରା ସ୍ୱାସ୍ଥ୍ୟ ଉପରେ ନକରତ୍ମକ ପ୍ରଭାବ ପକାଇବ | ଏହା ଥିଲା ସେହି ୪ ଟି ରାଶି ଯଦି ଆପଣଙ୍କ ର ଏହି ରାଶି ହୋଇଥାଏ ତେବେ ସାବଧନ ରୁହନ୍ତୁ |

🙏🏻  ଜୟ ଜଗନ୍ନାଥ 🙏🏻

Leave a Reply

Your email address will not be published. Required fields are marked *