ବାହା ହେଲେ ଓଡ଼ିଆ ହିରୋ ହିରୋଇନ Tarun ଓ Tara, ଏହି ହିରୋଙ୍କୁ ହେଲେ ବାହା… ଦେଖନ୍ତୁ

ବିବାହ ବନ୍ଧନରେ ବାନ୍ଧି ହେଲେ ଓଡ଼ିଆ ଅଭିନେତା ତରୁଣ ଏବଂ ତାରା ତାରିଣୀ ଆଖିର ତାରା ସିରିଏଲ ଆପଣ ମାନେ ନିଶ୍ଚିତ ଭାବରେ ଦେଖିଥିବେ ହେଲେ ଏହି ସିରିଏଲଟି ଏବେ ସରି ଯାଇଛି ଏହି ସିରିଏଲଟି ସରିବା ପରେ ଏହା ଜାଗାରେ ଏକ ନୂଆ ସିରିଏଲ ଆରମ୍ଭ ହୋଇଛି କିନ୍ତୁ ସିରିଏଲର ଶେଷ ଦିନର ସୁଟିଙ୍ଗ ସେଟରେ ଏବେ ତରୁଣ ଏବଂ ତାରା ପରସ୍ପରଙ୍କୁ ବିବାହ କରିଥିଲେ ।

ଆଉ ଶେଷରେ ହାପି ଏଣ୍ଡିଙ୍ଗ ହୋଇଛି ଏହି ସିରିଏଲର ତରୁଣଙ୍କୁ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ ତାରିଣୀ ଆଖିର ତାରା ସିରିଏଲରେ ଦୀର୍ଘଦିନ ଧରି ଅଭିନୟ କରୁଥିଲେ । ତାରିଣୀ ଏହି ସିରିଏଲ ଛଡ଼ା ଅନେକ ଆଲବମ ରେ ମଧ୍ୟ ଅଭିନୟ କରିଛନ୍ତି ଏବେ ତରୁଣ ଏବଂ ତାରାଙ୍କ ବାହାଘର ହୋଇଯାଇଛି ବାହାଘର ସରିଲା ପରେ ସିରିଏଲ ଏବେ ଶେଷ ହୋଇ ଯାଇଛି ।

ଆଗାମୀ ଦିନ ମାନଙ୍କରେ ଗୋଟିଏ ନୂଆ ସିରିଏଲ ଆରମ୍ଭ ହେବାକୁ ଯାଉଛି ଆପଣ ମାନେ ପୂର୍ବରୁ ତାରା ତାରିଣୀ ସିରିଏଲ ନିଶ୍ଚିତ ଭାବରେ ଦେଖିଥିବେ ଏହା ବର୍ତ୍ତମାନ ସରିବାକୁ ଯାଉଛି ତରଙ୍ଗ ସିନେମାର ଲୋକପ୍ରିୟ ସିନେମାକୁ ଏହି ଲୋକମାନେ ବେଶ୍ ଅଧିକ ଭଲ ପାଇବା ଦେଇଛନ୍ତି।

ସିରିଏଲରେ ବହୁତ ସାରା ବଡ଼ ବଡ଼ ଆକ୍ଟର ରହିଛନ୍ତି ଆଉ ଏହି ଆକ୍ଟର ମାନଙ୍କ ଭଲ ପାଇବା ଯୋଗୁଁ ସିରିଏଲଟି ଖୁବ୍ ଲୋକପ୍ରିୟ ହୋଇ ପାରିଛି । ଆପଣ ଏହି ସିରିଏଲ ଟିକୁ କେତେ ପସନ୍ଦ କରୁଥିଲେ ନିଶ୍ଚିତ ଭାବରେ କମେଣ୍ଟ କରି ଜଣାନ୍ତୁ।

Leave a Reply

Your email address will not be published. Required fields are marked *