ସହର ଛାଡ଼ି ଏବେ ଗାଁରେ ଓଡ଼ିଆ ଅଭିନେତ୍ରୀ Elina, ସାମ୍ନାକୁ ଆସିଲା ଏମିତି କିଛି ସତ, ଦେଖିଲେ ବିଶ୍ୱାସ ହେବ ନାହିଁ

ସହରରୁ ଯାଇ କିପରି ଭାବରେ ଗାଁର ପରିବେଶରେ ରହୁଛନ୍ତି ଏଲିନା ସାମନ୍ତରାୟ କଣ ରହିଛି ସେଠାକାର ପାରିବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଭାବରେ ଆଉ ଡେରି ନକରି । ଦର୍ଶକ ବନ୍ଧୁ ଆପଣମାନେ ନିହାତି ଭାବେ ଏଲିନା ସାମନ୍ତରାୟଙ୍କୁ ଜାଣିଥିବେ ଯିଏକି ମିଡ଼ିଲ କ୍ଲାସ୍ ପରିବାରରୁ ଆସି ସେ ଓଡ଼ିଉଡ ଚଳଚ୍ଚିତ୍ର ଜଗତରେ ନିଜର ସୁନ୍ଦର ଅଭିନୟ ପ୍ରଦର୍ଶନ ଦ୍ଵାରା ସାରା ରାଜ୍ୟର ଲୋକଙ୍କ ଦୟରେ ନିଜର ଅଲଗା ସ୍ଥାନ ବନାଇବାରେ ସଫଳ ହୋଇଛନ୍ତି |

ତେବେ ବର୍ତ୍ତମାନ ସମୟ ରେ ସେ କଟକ ସହର ଛାଡ଼ି ନିଜର ଗାଁକୁ ଚାଲି ଯାଇଛନ୍ତି ଆଉ ଗାଁର ସୁନ୍ଦର ସ୍ୱଚ୍ଛ ପରିବେଶରେ ନିଜକୁ ହଜିଦେଇଛନ୍ତି ତ ଏଲିନା ନିଜର ଗୋଟେ ଇଣ୍ଟର୍ଭୁ ରେ କାଇଛନ୍ତି ଯେ ତାଙ୍କୁ ସବୁବେଳେ ଗାଁର ବାତାବରଣରେ ରହିବାକୁ ପସନ୍ଦ ଲାଗିଥାଏ ଓ ସେଥି ପାଇଁ ହିଁ ସେ ଗାଁରେ ରହିବାକୁ ବହୁତ୍ ପଶନ୍ଦ କରିଥାନ୍ତି ହେଲେ ନିଜ କ୍ୟାରିୟର ପାଇଁ ସେ ଏବେ ନିଜ ଗାଁକୁ ଛାଡ଼ି କଟକ ଆସିବାକୁ ବାଧ୍ୟ ହୋଇଛନ୍ତି |

ହେଲେ ସମୟ ପାଇବା ମାତ୍ରେ ସେ ଗାଁକୁ ଚାଲି ଯାଇଥାନ୍ତି ଆପଣମାନେ ଗତ ଦିନମାନଙ୍କରେ ଏଲିନା ସାମନ୍ତରାୟଙ୍କ ଜବରଦସ୍ତ ଚଳଚ୍ଚିତ୍ର ଦେଖିଥିବେ ଆଉ ସେଥିରେ ତାଙ୍କ ଅଭିନୟ ମଧ୍ୟ ବହୁତ୍ ଲୋକଙ୍କୁ ପସନ୍ଦ ଆସିଥିଲା ଆଉ ସେହି ଚଳଚ୍ଚିତ୍ରରେ ସେ ଗୋଟେ ଗାଁ ର ଝିଅ ଚରିତ୍ର ନିଭାଉଥିବାର ନଜର ଆସୁଥିଲେ |

ଆଉ ଏହି ଚଳଚ୍ଚିତ୍ରଟି ମଧ୍ୟରେ ସେ ଗୋଟେ ସ୍କୁଲ ଛାତ୍ର ଭାବରେ ନଜର ଆସିଥିଲେ ଯେଉଁଠି ସେ ବାବୁଶାନ୍ ଙ୍କୁ ସେ ପଠା ପଢ଼ାଉଥିଲେ । ଗାଁରେ ରହି ଗାଁରେ ରହି ସେ ଗାଁର ପରିବେଶକୁ ଖୁବ୍ ଭଲ ପାଉଛନ୍ତି ଓ ସେଠାରେ ଆଉ କିଛି ଦିନ ଯାଏ ସେଠାରେ ହିଁ ରହିବେ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *