Ratha Yatra ପରେ ରଥ ଦଉଡ଼ିର କଣ ହୁଏ ? ଜାଣିଲେ ଆଶ୍ଚର୍ଯ୍ୟ ହେବେ କହିବେ ହେ ଭଗବାନ….

ଶ୍ରୀ ଜୀଉଙ୍କ ତିନି ଦଉଡ଼ିର ନାମ କଣ ଆଜି ଆମେ ଜାଣିବା ରଥଯାତ୍ରା ପରେ କଣ ହୁଏ ଏହି ଦୌଡ଼ି ରଥ ଯାତ୍ରାରେ ଭକ୍ତ ମାନେ ଦୌଡ଼ି କୁ ଟାଣି ଟାଣି ନେଇଥାଆନ୍ତି ମାଉସୀ ଘରକୁ ହେଲେ ଘୋଷ ଯାତ୍ରାରେ ବ୍ୟବହାର ହେଉଥିବା ଦୌଡ଼ି ର ନାମ କଣ ଆପଣ ମାନେ ଜାଣିଛନ୍ତି କି ଏହାର ଲମ୍ବ ଏବଂ ଓଜନ କେତେ ରଥ ଟଣା ସାରିବା ପରେ ଏହି ଦୌଡ଼ି କୁ କଣ କରାଯାଏ ।

ଆପଣ ମାନେ କଣ ଜାଣିଛନ୍ତି କି ଏହି ବିରହ ରଥକୁ ଟାଣି ଛନ୍ତି ବାସୁକି ସଙ୍କୋଚୋଡ ଏବଂ ସନ ଚୋଡ ଏସବୁ ହେଉଛି ରଥ ଦୌଡ଼ିର ନାମ ପୁରାଣ ପ୍ରସିଦ୍ଧ ନାଗ ନଗୁଣୀଙ୍କ ନାମ ନେଇ ଏହାକୁ ରଖାଯାଇଛି । ତେବେ ବଳଭଦ୍ରଙ୍କ ତାଳଧ୍ଵଜ ରଥରେ ଲାଗି ଥାଏ ବାସୁକି ନଗର ନାମରେ ନାମିତ ରଥ ଦୌଡ଼ି ।

ଶୁଭଦ୍ରାଙ୍କ ଦର୍ପ ଦୋଳନ ରଥରେ ସନ ଚୁଡ଼ ଦୌଡ଼ି ଏବଂ ଶଙ୍ଖ ଚୁଡ଼ ନାଗ ଦୌଡ଼ି ନନ୍ଦିଘୋଷ ରଥରେ ଲାଗିଥାଏ ପ୍ରତି ରଥରେ ଲାଗିଥାଏ ଚାରୋଟି ଲେଖାଏଁ ଦୌଡ଼ି ଟୋଟାଲ ଦୌଡିର ଲମ୍ବ ହୋଇଥାଏ 220 ଫୁଟ ଦୌଡ଼ି ର ମୋଟେଇ 8 ଇଞ୍ଚ ଏହାର ଓଜନ 140ଗ୍ରାମ । ଏହି ସବୁ ଦୌଡ଼ି କୁ ମାସ ମାସ ଧରି ପୁରୀ ଜିଲ୍ଲା ଚନ୍ଦନ ପୁର ପାଖ ବୀର ପ୍ରତାପ ପୁରର ମହାପ୍ରଭୁଙ୍କ ସେବକ ମାନେ ପ୍ରସ୍ତୁତ କରିଥାଆନ୍ତି ।

ତେବେ ଏସବୁ ଦୌଡ଼ି କୁ ରଥଟଣା ପରେ କଣ କରାଯାଏ ଏମିତି କିଛି ପ୍ରଶ୍ନ ଆପଣଙ୍କ ମନରେ ରହିଥାଏ ତେବେ ରଥ ଦୌଡ଼ିକୁ ଛୁଇଁଲେ ପାପ କ୍ଷୟ ହୁଏ ବୋଲି ବିଶ୍ବାସ ରହିଛି । ସେଥିପାଇଁ ଏହି ଦୌଡ଼ି କୁ ପବିତ୍ର ବୋଲି ବିଚାର କରାଯାଏ ଜଗନ୍ନାଥଙ୍କ ଭକ୍ତ ମାନେ ଏହି ଦୌଡ଼ି କୁ ଘର ଠାରୁ ଆରମ୍ଭ କରି ନିଜ ହାତରେ ମଧ୍ୟ ବାନ୍ଧି ଥାଆନ୍ତି ଏହା ଦ୍ଵାରା ପାପ କ୍ଷୟ ହେବା ସହିତ ନକରାତ୍ମକ ଶକ୍ତିରୁ ମୁକ୍ତି ମିଳିଥାଏ ବୋଲି ବିଶ୍ୱାସ କରାଯାଇ ଅଛି ।

Leave a Reply

Your email address will not be published. Required fields are marked *