ଅଜବ ଲୋକଙ୍କ ଗଜବ କାର୍ନାମା, ଭୋଜି ଖାଇବା ନିଶାରେ ପଶିଗଲେ ଅଣ୍ତିଏ ପାଣିରେ, ଆଉ ତାପରେ….

ଦର୍ଶକ ବନ୍ଧୁ ଆଜି ଆମେ ଆପଣମାନଙ୍କୁ ଏପରି ଏକ ମଜାଦାର ଘଟଣା ବିଷୟରେ କହିବାକୁ ଯାଉଛୁ ଯାହାକୁ ଶୁଣିଲେ ଆପଣମାନେ ହସି ହସି ଗଡି ପାରିବେ ତାହେଲେ ଆସନ୍ତୁ ଆଉ ଡେରି ନକରି ଜାଣିବା ସେହି ଘଟଣା ବିଷୟରେ। ଭୋଜି ଖାଇବା ନିଶା ! ଅଣ୍ଟା ଯାଏ ପାଣିରେ ପସି ଲୋକେ ଖାଇଲେ ଭୋଜି ।

ଯାହା ହେଉ ନ ନାହିଁ ପୃଥିବୀ ଫାଟିଗଲେ ମଧ୍ୟ ଆମେ ଭୋଜି ଖାଇ ଯିବୁ ମହା ଆଡ଼ମ୍ବରରେ ବିବାହ ଭୋଜିର ଆୟୋଜନ ହୋଇଥିଲା ଗାଁ ସାରା ଲୋଙ୍କୁ ଭୋଜି ଖାଇବା ପାଇଁ ନିମନ୍ତ୍ରଣ ମଧ୍ୟ କରା ଯାଇଥିଲା ହେଲେ ସେହି ସମୟର ବର୍ଷା ଦାଉ ସାଜିଥିଲା ଆଉ ପ୍ରବଳ ବର୍ଷା ହେବା ଯୋଗୁଁ ଗାଁ ଦାଣ୍ଡରେ ଅଣ୍ଟା ଯାଏ ପାଣି ହୋଇଯାଇଥିଲା ।

ବିବାହ ଭୋଜି ଆୟୋଜନ କରା ଯାଇଥିବା ଜାଗାରେ ଅଣ୍ଟା ଯାଏ ପାଣି ଜମିରହିଥିବା ଯୋଗୁ ଭୋଜି ଖାଇବା ଅସମ୍ଭବ ଲାଗୁଥିବା ବେଳେ କିଛି ଭୋଜି ପ୍ରେମୀ ଅଣ୍ଟା ଯାଏ ପାଣିରେ ପଡ଼ି ଆସିଥିଲେ ଭୋଜି ଖାଇବା ପାଇଁ ଯାହାକି ଏବେ ସୋସିଆଲ ମିଡିଆରେ ଖୁବ୍ କମ୍ ସମୟ ମଧ୍ୟରେ ଭାଇରାଲ୍ ହୋଇ ଯାଇଥିଲା ।

ସେହି ସମୟରେ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ କୋଡରେ ଉଠାଇ ନେଇ ଯାଉଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା । ମଣ୍ଡପରେ ବର୍ଷା ପାଣି ଜମା ହୋଇ ଏକ ସ୍ୱୀମିଂ ପୂଲ୍ ପରି ହୋଇ ଯାଇଥିଲା ହେଲେ ଖାଲି ଲୋକ ହିଁ ପାଣିରେ ପଡ଼ିନଥିଲେ ଖିଦ୍ ବର ମଧ୍ୟ ପାଣିରେ ପସି ଆସିଥିଲେ ସୂଚନା ଅନୁସାରେ ଏହି ଦୃଶ୍ୟ ହେଉଛି ବିହାର ଖପରା ଜିଲ୍ଲାର ଯେଉଁଠାରେ ବାହାଘର ଭୋଜି ପ୍ରେମୀ ପରି ଅଜବ ଜାତିର ଲୋକ ଦେଖିବାକୁ ମିଳିଛନ୍ତି ଯିଏକି ଭୋଜି ଖାଇବାକୁ ଯିବ ପାଇଁ ବାତ୍ୟାକୁ ମଧ୍ୟ ମାନନ୍ତି ନାହିଁ ।

Leave a Reply

Your email address will not be published. Required fields are marked *