Odia ସିରିଏଲ୍ ହୀରୋ ମାନଙ୍କ ସ୍ତ୍ରୀ ମାନେ ପ୍ରକୃତରେ କେଉଁ କାମ କରନ୍ତି, ଜାଣିଲେ ଆଶ୍ଚର୍ଯ୍ୟ ହେବେ ଦେଖନ୍ତୁ !!

ନମସ୍କାର ବନ୍ଧୁଗଣ ଓଡ଼ିଆ ଧାରାବାହିକ ଜଗତର ହିରୋମାନଙ୍କୁ ତ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ ତେବେ ବର୍ତ୍ତମାନ ସମୟରେ ଆଜି ଆସନ୍ତୁ ଆମେ ଏହି ହିରୋ ମାନଙ୍କର ସୁନ୍ଦରୀ ସ୍ତ୍ରୀ ମାନଙ୍କୁ ଦେଖିବା ଆଉ ଏହି ସୁନ୍ଦରୀ ସ୍ତ୍ରୀମାନେ କଣ କଣ କାମ କରନ୍ତି ସେହି ବିଷୟରେ ବି ଜାଣିବା।

ଅଶ୍ଵିନୀ
ଦର୍ଶକ ବନ୍ଧୁ ଅଶ୍ଵିନୀଙ୍କୁ ଆଗରୁ ଆପଣମାନେ ତାରାତାରିଣୀ ଧାରାବାହିକରେ ଅଭିନୟ କରୁଥିବାର ଦେଖିଥିଲେ ଆଉ ଏହାଛଡା ସେ ବୋହୁତ ସାରା ସିନେମା ଓ ଧାରାବାହିକରେ ମଧ୍ୟ ଅଭିନୟ କରିସାରିଛନ୍ତି। ତେବେ ଦର୍ଶକ ବନ୍ଧୁ ଇଏ ହେଉଛନ୍ତି ଅଶ୍ଵିନୀଙ୍କ ସ୍ତ୍ରୀ ଆଉ ତାଙ୍କ ସ୍ତ୍ରୀ ହେଉଛନ୍ତି ଜଣେ ହାଉସ୍ ୱାଇଫ୍ ସେ ଘରେ ସବୁବେଳେ ନିଜ ପରିବାରକୁ ସମ୍ଭାଳିଥାନ୍ତି।

ତୁଷାର
ଦର୍ଶକ ବନ୍ଧୁ ତୁଷାରଙ୍କୁ ଆପଣମାନେ ବୋହୁତ ସାରା ଧାରାବାହିକରେ ଅଭିନୟ କରୁଥିବାର ନିଶ୍ଚିତ ଭାବରେ ଦେଖିଥିବେ ତେବେ ତୁଷାରଙ୍କ ଜବରଦସ୍ତ ଅଭିନୟ କାରଣରୁ ଦର୍ଶକମାନେ ତାଙ୍କୁ ବୋହୁତ ଅଧିକ ଭଲ ପାଇଛନ୍ତି ଆଉ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ ସେ ଗତ ଦିନମାନଙ୍କରେ ସୁଟିଂ ସେଟ୍ ରୁ ଭଲପାଇ ମାହୀଙ୍କୁ ବିବାହ କରିଥିଲେ।

ଲିକୁନ୍ ଚୌଧୁରୀ
ଦର୍ଶକ ବନ୍ଧୁ ଲିକୁନ୍ ଚୌଧୁରୀ ହେଉଛନ୍ତି ଜଣେ ବୋହୁତ ସିବ୍ଦର୍ ଅଭିନେତା ସେ ବୋହୁତ ସାରା ଧାରାବାହିକରେ ଅଭିନୟ କରିସାରିଛନ୍ତି ତେବେ ଦର୍ଶକ ବନ୍ଧୁ ଇଏ ହେଉଛନ୍ତି ତାଙ୍କ ସୁନ୍ଦରୀ ସ୍ତ୍ରୀ ଆଉ ତାଙ୍କ ସ୍ତ୍ରୀ ହାଉସ୍ ୱାଇଫ୍ ସେ ତାଙ୍କ ଘର ଓ ପରିବାର ସମ୍ଭାଳୁ ଥିବାର ଦେଖା ଦେଉଛନ୍ତି।

ଅଭିଜିତ
ଦର୍ଶକ ବନ୍ଧୁ ଆପଣମାନେ ଗତ ଦିନମାନଙ୍କରେ ଅଭିଜିତଙ୍କୁ ନୂଆ ବୋହୂ ଧାରାବାହିକରେ ଅଭିନୟ କରୁଥିବାର ଦେଖିଥିଲେ ଆଉ ଏହାଛଡା ସେ ବୋହୁତ ସାରା ସିନେମାରେ ମଧ୍ୟ ଅଭିନୟ କରିସାରିଛନ୍ତି ତେବେ ଇଏ ହେଉଛନ୍ତି ଅଭିଜିତଙ୍କ ସ୍ତ୍ରୀ ଏବଂ ତାଙ୍କ ସ୍ତ୍ରୀ ହେଇଛନ୍ତି ଜଣେ ଫ୍ୟାସନ୍ ଡିଜାଇନର ଓ ବିଉଟିଶୀୟାନ୍।

ସୁବାସିଷ ଶର୍ମା
ସୁବାସିଷ ଶର୍ମାଙ୍କୁ ଆପଣମାନେ ବୋହୁତ ସାରା ସିନେମା ଓ ଧାରାବାହିକରେ ଅଭିନୟ କରୁଥିବାର ଦେଖିଥିବେ ତେବେ ତାଙ୍କ ସ୍ତ୍ରୀ ହେଉଛନ୍ତି ଆନିଶା ଶର୍ମା ଏବଂ ମଧ୍ୟ ଜଣେ ଅଭିନେତ୍ରୀ ଆଉ ବର୍ତ୍ତମାନ ସମୟରେ ଆନିଶା ଶର୍ମା ମା ହେବା ପରେ ଓଲିଉଡ ଜଗତରୁ ପୁରା ଦୂରେଇ ଯାଇଛନ୍ତି।

Leave a Reply

Your email address will not be published. Required fields are marked *