Weather Update : ସାବଧାନ ଓଡ଼ିଶା! ଆସନ୍ତା ୪ଦିନ ପ୍ରବଳ ଛେଚିବ ବର୍ଷା, ଏହି ସବୁ ଜିଲ୍ଲାକୁ ସତର୍କ କଲା ପାଣିପାଗ ବିଭାଗ !!

ଆହୁରି ୪ ଦିନ ଲଗିରହିବ ବର୍ଷା ପାଣିରେ ବୁଡିବ ପୁରା ଓଡ଼ିଶା। ବଙ୍ଗୋପସାଗର ରେ ସୃଷ୍ଟିହେଲ ଆଉ ଏକ ଭୟଙ୍କର ଲଘୁଚାପ। କେଉଁଠି ରାସ୍ତାରେ ଚଳିଲାଣି ପାଣି ତା ଭାଙ୍ଗିଲାଣି ମାଟି ଘର ଏହି ସବୁ ଜିଲ୍ଲାକୁ ରହିଛି ଅଧିକ ବିପଦ ଦିଆଗଲା ଚେତାବନୀ। ହଁ ଦର୍ଶକ ବନ୍ଧୁ ମୌସୁମୀ ବାୟୁ ବିପଦରେ ଆହୁରି ୪ ରି ଦିନ ଲଗୀରହିବ ବର୍ଷା।ତେବେ ଆଉ ୨ଦିନ ଭିତରେ ସମୁଦ୍ର ରେ ହେବା କୁ ଯାଉଛି ଏକ ବଡ଼ଲଘୁଚାପ ସୃଷ୍ଟି ହେବା ର ରହିଛି। ଏହାର ପ୍ରଭାବରେ ୨୫ଓ୨୬ ତାରିଖ ରେ ଦକ୍ଷିଣ ଓଡ଼ିଶାର କେତକ ସ୍ଥାନରେ ପ୍ରବଳ ବର୍ଷା ନେଇ ଆଞ୍ଚଳିକ ପାଣି ପାଗ ଆକୋଲିନ କରିଛି।

ତେବେ ଅଜିମଧ୍ୟ ଅଧିକଙ୍କ କ ସ୍ଥାନ ରେ ବର୍ଷା ହୋଇଛି। ଆଗାମୀ ୫ଦିନ ପଯ୍ୟନ୍ତ ଏମିତି ବର୍ଷା ଲଗିରାହିବ। ତେବେ କେତକ ଜିଲ୍ଲା ରେ ପ୍ରବଳ ରୁ ପ୍ରବଳ ବର୍ଷ ହେବାର ଅସଂଖିତ ଅଛି।ତେବେ ଭୁବନେଶ୍ୱର ର କେନ୍ଦ୍ର ପକ୍ଷ ରୁ ସତର୍କ ଜରିକର ଯାଇଛି। ଆସନ୍ତା ୨୪ଘଣ୍ଟା ମଧ୍ୟରେ ମୟୁରଭଂଜ,କେଉଝର,ବରଗଡ଼,ସୋନପୁର, ଦୌଧ,ଖୋର୍ଦ୍ଧା,ପୁରୀ,ଗଞ୍ଜାମ,କନ୍ଧମାଳ,ବଲାଙ୍ଗିର,ନୂଆପଡ଼ା,କଳାହାଣ୍ଡି, ରାଇପଡ଼ା,ଗଜପତି,ନବରଙ୍ଗପୁର,କୋରାପୁଟ ଓମାଲକାନଗିରି ଜିଲ୍ଲାରେ କେତକ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି।

ତେବେ ଏହି ସବୁ ଜିଲ୍ଲା ରେ ୭ରୁ୧୧ ସେଣ୍ଟିମିଟର ର ବର୍ଷା ହେଇପାରେ।ସେଥିପାଇଁ ୟଲୋ ୱର୍ଣୀଙ୍ଗ ଯାରିକର ଯାଇଛି।ସେହି ପରି ସମ୍ବଳ ପୂର୍ ,ବରଗଡ଼ ସୋନପୁର ଓ ବୌଦ୍ଧ ଜିଲ୍ଲାରେ କେତ କ ସ୍ଥାନ ରେ ପ୍ରବଳରୁ ପ୍ରବଳ ବର୍ଷା ହେବାର ରହିଛି । ତେବେ ଏହିସବୁ ଜିଲ୍ଲାରେ ୧୨ରୁ୨୦ ସେଣ୍ଟିମିଟର ର ବର୍ଷା ହେବା ର ଜାରି ରହିଛି।

ତେବେ ବୁଧବାର ଅନୁଗୋଳ,ଢେଙ୍କାନାଳ,କଟକ ଓ କେନ୍ଦ୍ର ପଦ ଜିଲ୍ଲା ରେ କେତ କ ସତନ ରେ ପ୍ରବଲ ରୁ ପ୍ରବଳ ବର୍ଷ ହେବାର ରହିଛି।ସେହି ପରି ମୟୁରଭଂଜ, ଯାଜପୁର,ସମ୍ବଲପୁର,ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରେ କେତକ ସ୍ଥାନରେ ପ୍ରବଳ ରୁ ପ୍ରବଳ ବର୍ଷା ହେବାର ଆଶଙ୍କା ରଖିଛି। ତେବେ ଏହିସବୁ ଜିଲ୍ଲାରେ ୭ରୁ୧୧ ସେଣ୍ଟିମିଟର ଭିତରେ ବର୍ଷା ହେଇପାରେ। ସେଥିପାଇଁ ୟଲୋ ୱର୍ଣିଂ ଜରିକରଜାଇଛି।

Leave a Reply

Your email address will not be published. Required fields are marked *