ଓଲିଉଡ଼ର ସବୁଠାରୁ ଧନୀ ହିରୋଇନ ମାନଙ୍କ ବିଷୟରେ ଆପଣମାନେ କେବେ ଜାଣିନଥିବେ, ସବୁଠୁ କୋଟିପତି ଏହି Heroine

ଆପଣ ମାନେ କେବେ ଜାଣିବାକୁ ଚେଷ୍ଟା କରିଛନ୍ତି କି ଅଲ୍ଲୋଇୟୁଡ ଇଣ୍ଡଷ୍ଟ୍ରି ର e ହିରୋଇନ୍ ମନ ଙ୍କ ମଧ୍ୟରୁ ସବୁଠୁ ଧନୀ ହିରୋଇନ୍ କିଏ? କାହା ପାଖରେ ସବୁଠୁ ଅଧିକ କୋଟି ଟଙ୍କା ର ସମ୍ପତି ଅଛି।ତେବେ ଚାଲନ୍ତୁ ଆମେ ଜାଣିବା କାହା ପାଖ ରେ କେତେ ଟଙ୍କା ଅଛି। ପ୍ରଥମେ ଆସୁଛନ୍ତି ଆପଣ ମାନଙ୍କର ଅତିପ୍ରିୟ ଏଲିନା ମହାପାତ୍ର।

ଯିଏ କି ସେ ଅରିନ୍ଦମ ସହିତ ଇସ୍କ ତୁହିତୁ ମୁଭି ରେ କାମ କରି ଅଲ୍ଲୋଇୟୁଡ ରେ ପଦଟ ହୋଇଥିଲେ। ଏହା ପରେ ସେ ବହୁତ୍ ଗୁଡ଼ିଏ ଫିଲ୍ମ ରେ କାମ କରି ଜବଦସ accting କରି ସମସ୍ତଙ୍କ ର ପ୍ରିୟ ହୋଇଥିଲେ।ତେବେ ଏଲିନା ସାମନ୍ତରାୟ ଗୋଟିଏ ଫିଲ୍ମ ରେ ୫ ରୁ ୭ ଲକ୍ଷ୍ୟ ଦିମଣ୍ଟ କରିଥାନ୍ତି।ଦ୍ୱିତୀୟ ରେ ଆସୁଛନ୍ତି ଆପଣଙ୍କ ର ଅତି ପ୍ରିୟ ରିୟା।ଯେ କି ସେ ପ୍ରଥମ ଥର ପାଇଁ ବାବୁଶାନ୍ ସହିତ ପ୍ରେମ ଅକ୍ଷର ଫିଲ୍ମ କରି ସେ ପଦଟ ହୋଇଥିଲେ।ଏହାପରେ ସେ ଅନେକ ସାରା ମୁଭି ରେ କାମ କରିସାରିଛନ୍ତି।

ସେ ଗୋଟେ ଫିଲ୍ମ ପାଇ ୩ରୁ୫ ଲକ୍ଷ୍ୟ ର ଡିମାଣ୍ଡ କରିଥାନ୍ତି।ତୃତୀୟରେ ଆସୁଛନ୍ତି ଶୀତଳ ପତ୍ର ଯେକି ସେ ପ୍ରଥମ ଥର ଭଲପାଇ ତତେ ୧୦୦ରୁ୧୦୦ ଫିଲ୍ମ କରି ପଦତ ହୋଇଥିଲେ।ଏହାପରେ ଅନେକ ସାରା ମୁଭି ରେ କାମ କରିଛନ୍ତି ଶୀତଳ। ତେବେ ଶୀତଳ ୨ରୁ୪ ଲକ୍ଷ୍ୟ ର ଡିମାଣ୍ଡ କରିଥାନ୍ତି।ଚାରି ରେ ଆସୁଛନ୍ତି ଆପଣ ମାନଙ୍କ ଅତି ପ୍ରିୟ ଅନୁଚୁତ୍ରି ଯିଏ କି ସେ ଓଡ଼ିଆ ଇଣ୍ଡଷ୍ଟ୍ରି ଓ ତେଲଗୁରେ ମଧ୍ୟ କାମ କରି ସାରିଛନ୍ତି।

ଯଥା ସେ ୨୦୦୦ରୁ୨୦୧୦ ମସିଆୟ ପଯ୍ୟନ୍ତ ଗୋଟେ ଫିଲ୍ମ ରେ ପ୍ରାୟ ୨ ରୁ ୫ ଲକ୍ଷ୍ୟ ଡିମାଣ୍ଡ କରୁଥିଲେ।ବର୍ତମାନ ଏବେ ସେ ୫ରୁ୭ ଲକ୍ଷ୍ୟ ର ଡିମାଣ୍ଡ କରୁଛନ୍ତି।ପଞ୍ଚମା ରେ ଆସୁଛନ୍ତି ଆପଣଙ୍କ ଅତିପ୍ରିୟ ଓଡ଼ିଆ ଚୁଲବୁଲି ଅଭିନେତ୍ରୀ ଶିବାନୀ ସଂଗୀତା ଜେକି ଅନେକ ସାରା ମୁଭି ରେ କାମ କରି ସାରିଛନ୍ତି।ଛୋଟ ବେଳରୁ ସେ ପହିଲି ରଜ ଫିଲ୍ମ ରେ କାମ କରିଥିଲେ।ଶିବାନୀ ସଂଗୀତା ଗୋଟେ ଫିଲ୍ମ ରେ କାମ କରିବା ପାଇଁ ୩ରୁ୬ ଲକ୍ଷ୍ୟ ଡିମାଣ୍ଡ କରିଥାନ୍ତି।

Leave a Reply

Your email address will not be published. Required fields are marked *