ଓଡ଼ିଆ Heroine ମାନଙ୍କର ପ୍ରକୃତ ବୟସ କେତେ, ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ !

ଦର୍ଶକ ବନ୍ଧୁ ଆଜି ଆମେ ଆପଣମାନଙ୍କୁ ଏହି ପୋଷ୍ଟ ମାଧ୍ୟମରେ କହିବାକୁ ଯାଉଛୁ ଯେ ଆମ ଓଡ଼ିଆ ଚଳଚ୍ଚିତ୍ର ଜଗତର ଆଗ ଧାଡ଼ିର ଅଭିନେତ୍ରୀ ମାନେ କେବେ ଜନ୍ମ ହୋଇଥିଲେ ଓ ଏବେ ତାଙ୍କ ବୟସ କେତେ ତାହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା।

୧. ଝିଲିକ୍ ଭଟ୍ଟାଚାର୍ଯ୍ୟ – ଏହି ଅଭିନେତ୍ରୀ ଓଡ଼ିଆ ନ ହେଇ ମଧ୍ୟ ଅନେକ ଓଡ଼ିଆ ଚଳଚ୍ଚିତ୍ରରେ ନିଜ ସୁନ୍ଦର ଅଭିନୟ ପ୍ରଦର୍ଶନ କରି ବେଶ୍ ଲୋକ ପ୍ରୀୟତା ଅର୍ଜନ କରିଥିଲେ ସେ ୧୯୯୪ ମସିହାରେ କଲିକତାରେ ଜନ୍ମ ଗ୍ରହଣ କରିଥିଲେ ଓ ତାଙ୍କ ବର୍ତ୍ତମାନ ବୟସ ୩୦ ବର୍ଷ

୨. ବର୍ଷା ପ୍ରିୟର୍ଶିନୀ – ସେ ତାଙ୍କ ଦମଦାର ଅଭିନୟ ଓ ଲୋକ ପ୍ରିୟ ଫିଲ୍ମ ମାନଙ୍କରେ କାମ କରିଥିବାରୁ ତାଙ୍କୁ ଘରେ ଘରେ ଲୋକ ପସନ୍ଦ କରିଥାନ୍ତି ସେ ବୋଉର ଗୁଡ଼ାଏ ଓଡ଼ିଆ ଚଳଚିତ୍ରରେ କାମ ମଧ୍ୟ କରିଛନ୍ତି ସେ ୧୯୮୪ ମସିହାରେ କଟକ ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିଲେ ଓ ତାଙ୍କ ବର୍ତ୍ତମାନ ବୟସ ୪୦ ବର୍ଷ ବୋଲି ଜଣା ପଡ଼ିଛି।

୩. ରିୟା ଦେ – ଏହି ଅଭିନେତ୍ରୀ ମଧ୍ୟ ଅନେକ ଗୁଡ଼ାଏ ଲୋକ ପ୍ରିୟ ଫିଲ୍ମ ଓ ଆଇଟମ ଗୀତ ମାନଙ୍କରେ ନିଜର ଜଲକ୍ ଦେଖାଇ ଲୋକ ପ୍ରିୟତା ହାସଲ କରିଛନ୍ତି ସେ ୧୯୯୧ ମସିହାରେ ବାଲେଶ୍ଵର ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିଲେ ଓ ତାଙ୍କ ବର୍ତ୍ତମାନ ବୟସ ହେଉଛି ୩୩ ବର୍ଷ ।

୪. ଭୂମିକା ଦାସ – ଏହି ଅଭିନେତ୍ରୀ ତାଙ୍କ ବାଲ୍ୟ କାଳରୁ ଅର୍ଥାତ୍ ଛୋଟ ବେଳରୁ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ପାଦ ପକାଇଥିଲେ ଓ ନିଜର ସୁନ୍ଦର ଅଭିନୟ ବଳରେ ଖୁବ୍ ଲୋକ ପ୍ରୀୟତା ହାସଲ କରିଥିଲେ ସେ ଭୁବନେଶ୍ୱର ଜିଲ୍ଲାରେ ୨୦୦୩ ମସିହାରେ ଜନ୍ମ ହୋଇଥିଲେ ଓ ତାଙ୍କର ବର୍ତ୍ତମାନ ବୟସ ୨୧ ବର୍ଷ ଅଟେ ।

୫. ଶିବାନୀ ସଙ୍ଗୀତ – ସେ ତାଙ୍କ ଦମଦାର ଅଭିନୟ ଓ ସୁନ୍ଦରତା ବଳରେ ଖୁବ୍ କମ୍ ଦିନ ମଧ୍ୟରେ ଓଡ଼ିଶାରେ ଲୋକପ୍ରିୟତା ହାସଲ କରିଥିଲେ ସେ ଓଡ଼ିଶାର ଭୁବନେଶ୍ଵର ଜିଲ୍ଲାରେ ୨୦୦୦ ମସିହାରେ ଜନ୍ମ ଗ୍ରହଣ କରିଥିଲେ ଓ ତାଙ୍କର ବର୍ତ୍ତମାନ ବୟସ ୨୪ ବର୍ଷ ବୋଲି ଜଣାପଡିଛି ।

Leave a Reply

Your email address will not be published. Required fields are marked *