ଏବେ ଏବେ ଆସିଲା ବଡ଼ ଖବର Jio ଦେଲା ମାଗଣା ଅଫର୍, ଏମିତି ଉଠାନ୍ତୁ ଫାଇଦା !!

ବର୍ତମାନ ଜିଓ ତାର ଗ୍ରାହକ ମାନଙ୍କୁ ଦଉଛି ମାଗଣାରେ ଇଣ୍ଟରନେଟ ଆପଣ ଆପଣଙ୍କ ଜିଓ ସିମରେ ବିଲକୁଲ ଫ୍ରିରେ ଡାଟା ପାଇବେ | ଅଲଗା ନମ୍ବର ପାଇଁ ଅଲଗା ଅଲଗା ଅଫର ଦଉଛି ଜିଓ | ତେବେ ଦର୍ଶକବନ୍ଧୁ ଆସନ୍ତୁ ଜାଣିବା କିଭଳି ମିଳିବ ମାଗଣା ଡାଟା |

ଏଥି ପାଇଁ ଆପଣଙ୍କୁ ଆପଣଙ୍କ ଜିଓ ଆପ୍ପ କୁ ଡାଉନଲୋଡ଼ କରନ୍ତୁ କିମ୍ବା ଅପଡେଟ କରନ୍ତୁ ଆଉ ଆପ୍ପ ଓପେନ କଲାପରେ ଫାଷ୍ଟ ମୋବାଇଲ ଆପ୍ସନରେ କ୍ଲିକ କରନ୍ତୁ ଆଉ ତାପରେ ଆପଣଙ୍କ ରିଚାର୍ଜ ଡାଟା ସୋ କରିବା ଆଉ ତାପରେ ଆପଣ ପୁରା ତଳକୁ ସ୍କ୍ରୋଲ କରି ତଳକୁ ଯିବେ ଦେଖିବେ ଗୋଟେ ଆପ୍ସନ ଆସିବ ଭାଉଚର |

ତାପରେ କ୍ଲିକ କରିଲା ପରେ ଆପଣଙ୍କୁ ସୋ କରିବା ଆପଣଙ୍କୁ କେତେ GB କିମ୍ବା କେତେ MB ର ଡାଟା ଆପଣଙ୍କୁ ମିଳିଲା | ଆଉ ଆପଣ ଚାହିଁଲେ ସେହି ଦତାକୁ ରିଡ଼ମ କରିଡାଟାର ଫାଇଦା ଉଠେଇ ପାରିବେ | ସେହି ପରି ଭରେ ଅଲଗା ଅଲଗା ନମ୍ବର ରେ ଅଲଗା ଅଲଗା ଡାଟା ବର୍ତମାନ ମିଳୁଛି ତେବେ ଆପଣ ଆଉ ଡେରି ନକରୀକି ଏହି ମାଗଣା ଡାଟାର ଫାଇଦା ଉଠାନ୍ତୁ |

Leave a Reply

Your email address will not be published. Required fields are marked *