IND vs PAK : ଭାରତ ପାକିସ୍ତାନ ଟି-୨୦ ସିରିଜ ପାଇଁ ଚାଲିଛି ଯୋଜନା, ଜାଣନ୍ତୁ ପୁରା ଖବର !

ଟି-୨୦ ସିରିଜ ଖେଳିବେକି ଭାରତ ପାକିସ୍ତାନ ସିରିଜକୁ ସ୍ପଷ୍ଟ କଲା ପିଚିବି ଚମ୍ପାୟାନ ଟ୍ରଫି 2025 ରେ ଭାରତ ସାମିଲ ହେବାକୁ ନେଇ ଏବେବି ଦୋନ୍ଦ ଲାଗି ରହିଛି | ପାକିସ୍ତାନରେ ହେବାକୁ ଥିବା ଟୁନାମେଣ୍ଟ ପାଇଁ ଭାରତ ପାକିସ୍ତାନକୁ ଆୟୋଜିତ କରିବାକୁ ମନା କରିଛି କିନ୍ତୁ ଟୁଣ୍ଣାମେଣ୍ଟ ପାକିସ୍ତାନ ଭାରତକୁ ଆମନ୍ତ୍ରିତ କରିପାରେ ବୋଲି ଜାଣିବାକୁ ମିଳିଥିଲା |

କିନ୍ତୁ ଏନେଇ ବର୍ତମାନ ପାକିସ୍ତାନ ବୋଡ଼ ପକ୍ଷରୁ ପ୍ରତିକ୍ରିୟା ଆସିଛି ବର୍ତମାନ ପାକିସ୍ତାନ ଚମ୍ପିୟାନ ଟ୍ରଫି ୟୁଆଜିତା ଉପରେ ଗୁରୁତ୍ୱ ଦେଉଥିବା ବେଳେ ଭାରତ ସିରିଜକୁ ନେଇ କୌଣସି ପ୍ରସ୍ତାବ ରଖିନଥିବା ସ୍ପଷ୍ଟ କରିଛି ପିଚିବି | ଚଳିତ ବର୍ଷ ପାକିସ୍ତାନ ଚମ୍ପିୟାନ ଟ୍ରଫି ୟୁଆଜିତା ରହିଥିବା ବେଳେ ଭାରତ ପାକିସ୍ତାନ କସ୍ତ କରିବା ନେଇ କୌଣସି ସ୍ପଷ୍ଟତା ନାହିଁ |

ଭାରତ ସରକାରଙ୍କ ତରଫରୁ ମଧ୍ୟ ମଞ୍ଜୁରୀ ମିଳିବ ପରେ ହିଁ ପାକିସ୍ତାନ କସ୍ତ ବିଷୟରେ ଚିନ୍ତା କରାଯିବ ବୋଲି କହିଛନ୍ତି BCCI | ତେବେ ଏନେଇ ପିଚିବିରେ ଏକ ବିଶେଷ ସୂତ୍ରରୁ ଖବର ମିଳିଛି ଯେ ଏଭଳି କୌଣସି ପ୍ରସ୍ତାବ ବିଚାର ଧୀନ ରହିନାହିଁ କାରଣ ବର୍ତମାନ ସମୟରେ ଚମ୍ପାୟାନ ଟ୍ରଫି ଆୟୋଜନ କରିବା ଆମ ପାଇଁ ଏବେ ସବୁଠାରୁ ବଡ଼ ଚ୍ୟାଲେଞ୍ଚ ରହିଛି |

ଏହା ବ୍ୟତୀତ ଦଳର ଅନ୍ତ ରାଷ୍ଟ୍ରୀୟ କାର୍ଯ୍ୟକ୍ରମ ମଧ୍ୟ ଖୁବ ବ୍ୟସ୍ତ ବହୁଳ ରହିଥିବା ପିଚିବି ପକ୍ଷରୁ କୁହାଯାଇଛି | ଆହୁରି ମଧ୍ୟ କୁହାଯାଇଛି ଯେ ICC ବୈଠକରେ ପାକିସ୍ତାନ ପକ୍ଷରୁ ଦୁଇଟି ପ୍ରସଙ୍ଗରେ ଗୁରୁତ୍ୱ ଦିଆଯାଇଥିଲା |

Leave a Reply

Your email address will not be published. Required fields are marked *