Health: ଲଗାତାର ମୁଣ୍ଡ ବିନ୍ଧୁଚି କି ? କରନ୍ତୁ ଏହି ଉପାୟ ଥରକେ ହୋଇଯିବ ଭଲ, ଥରେ କରିକି ଦେଖନ୍ତୁ !!

ଦର୍ଶକ ବନ୍ଧୁ ମୁଣ୍ଡ ବିନ୍ଧା ଗୋଟେ ଏମିତି ରୋଗ ଯାହା ବହୁତ୍ ଜୋର୍ ରେ ହୁଏ ମୁଣ୍ଡ ବିନ୍ଧା କୁ ଆମେ ଏକା ସାଧାରଣ ରୋଗ ବୋଲି ଭାବୁଥାନ୍ତି କିନ୍ତୁ ଏହା ପ୍ରତ୍ୟେକ ଦିନ ର ପରିଚର୍ଚ୍ଚ ପାଇ ହୋଇଥାଏ । କାମ ରେ ବ୍ୟସ୍ତ ଥିବା ବେଳେ ଲୋକ ମାନେ ଏହି ରୋଗ ମୁଣ୍ଡ ବିନ୍ଧା କୁ ଗୁରୁତ୍ୱ ଦେଇନଥାନ୍ତି ଯାହା ପରବର୍ତ୍ତୀ ମୁହୂର୍ତ୍ତରେ ସେମାନଙ୍କୁ ଅସୁବିଧାରେ ପକାଇଥାଏ ।ଏହି ଭିଡିଓ ରେ ଆମେ ଆଜି ଜାଣିବା ଏହି ସାଧାରଣ ମୁଣ୍ଡ ବିନ୍ଧା କେଉଁ ଶାରୀରିକ ସମ୍ମୁଖୀନ ରେ ପକାଇଥାଇ । ମୁଣ୍ଡ ବିନ୍ଧା ଷ୍ଟ୍ରୋକ ହେବାର ପୂର୍ବ ଲକ୍ଷଣ ହୋଇଥାଏ ।

ଷ୍ଟୋକ୍ ସମସ୍ୟା ହେବାର ଥିଲେ ଏହା ତା ଆଗରୁ ହୋଇଥାଏ। ଯାହା ବାନ୍ତି ହେବା ଖାଇବାକୁ ଇଚ୍ଛା ନ ହେବା ଭଳି ସମସ୍ୟା ଦେଖାଯାଇଥାଏ ଯେତେବେଳେ ମସ୍ତିଷ୍କ ରୁ ରକ୍ତ ସଞ୍ଚାଳନ ଭଲ ଭାବରେ ହୋଇନଥାଏ ସେତେବେଳେ ଷ୍ଟ୍ରୋକ ଭଳି ସମସ୍ୟା ଦେଖାଯାଇଥାଏ । ମୁଣ୍ଡ ବିନ୍ଧା ହେଲବା କିମ୍ବା ବିନା ମେଡିସିନ ରେ ଭଲ ନ ହବ ଭଳି ସମସ୍ୟା ମାଇଗ୍ରୀନ ର ଲକ୍ଷଣ ହୋଇଥାଏ। ଏହା ହେଲେ ମୁଣ୍ଡର ଏକ ଭାଗରେ ଜୋର୍ କମ୍ପନ ହେବଭଳି ଅନୁଭବ ହୋଇଥାଏ। ଶରୀରରେ ଜଳିଆ ଅଂଶ କାମ ହେଲେ ମଧ୍ୟ ମୁଣ୍ଡ ବିନ୍ଧା ଭଳି ରୋଗ ଦେଖାଯାଇଥାଏ ।

କେବଳ ଖର ଦିନ ନୁହେଁ ଶୀତ ଦିନେ ମଧ୍ୟ ଏହା ଦେଖାଯାଇଥାଏ। ଆମ ଶରୀର ପାଇ ଜଳ ବହୁତ୍ ଆବଶ୍ୟକ ଯାହାକୁ ଆମେ ଅଣଦେଖା କଲେ ଏଭଳି ରୋଗ ଦେଖାଯାଇଥାଏ। ଗୋଟେ ଦିନରେ ମୋଟରେ ଆଠ ରୁ ଦାସ ଘାସ ପାଣି ପିଇବା ଆବଶ୍ୟକ ଯାହା ମୁଣ୍ଡ ବିନ୍ଧା ଭଳି ରୋଗ ରୁ ଆମକୁ ମୁକ୍ତ କରିବ। ଯଦି ଆପଣଙ୍କ ଆଖି ବିନ୍ଧୁଥାଏ କିମ୍ବା ଆଖି ବା ନାକ ର ମଧ୍ୟ ଭାଗ ରେ ଦରଜ ଥାଏ କିମ୍ବା ନାକରୁ ପାଣି ବୋଉଥାଏ ତେବେ ମୁଣ୍ଡ ବିନ୍ଧିବର ସମ୍ଭାବନା ଅଧିକଠାଏ। ଏବଂ ଦେହରେ ଅଧିକ କଫ ଭର୍ତ୍ତି ହୋଇଗଲେ ଏହାଫଳରେ ମୁଣ୍ଡ ବିନ୍ଧା ହୋଇଥାଏ ଯାହାକୁ ଆମେ ସାଇନସ୍ ହେଡ଼କ ବୋଲି କହିଥାଉ।

ଏପରି ହେବାର କାରଣ infection ହୋଇଥାଏ ପରେ କିମ୍ବା କୌଣସି ଆଲେର୍ଜି ମଧ୍ୟ ହୋଇଥାଏ ପରେ ଏହାକୁ ଭଲ କରିବାପାଇଁ ଅଧିକ ରୁ ଅଧିକ ଗରମ ପାଣି ପିଆନ୍ତୁ । ଶୋଇବା ବେଳେ ମୁଣ୍ଡଟଲେ ଦୁଇଟି ତକିଆ ଦେଇ ଶୁଅନ୍ତି ଏହା ଦ୍ବାରା ମୁଣ୍ଡ ବିନ୍ଧା ମଧ୍ୟ କମିଯାଇଥାଏ । ଆଉ ଗୋଟେ ପ୍ରଣାଳୀରେ ଯଦି ଆପଣ ଭଲ ରେ ସୋଇନଥିବା କିମ୍ବା ଅଧିକ ଚିନ୍ତା କରୁଥିବେ ତା ହେଲେ ଏଇ ମୁଣ୍ଡ ବିନ୍ଧା ଭଳି ରୋଗ ଦେଖାଯାଇଥାଏ। ଏହାକୁ ଠିକ୍ କରିବାପାଇଁ ଆପଣ ଅଳପ ଉଷୁମ ପାଣି ପିଅନ୍ତୁ 
ଧନ୍ୟବାଦ୍ ।

Leave a Reply

Your email address will not be published. Required fields are marked *