ହଠାତ ଆଖି ଖୋଲି ଉଠିପଡ଼ିଲା ଶବ, ଛାନିଆରେ ଦୌଡିଲେ Ambulanse କର୍ମଚାରୀ, ଆଉ ତାପରେ ଯାହା ହେଲା !!

ଆମ୍ବୁଲାନ୍ସ ଭିତରୁ ବଞ୍ଚିକି ଉଥିପଡ଼ିଲା ଶବ।ଆଉ ଶବ କୁ ଦେଖି ଜୀବନ ବିକଳରେ ଦୌଡ଼ିପାଲାଇଲା ଆମ୍ବୁଲାନ୍ସ ଡ୍ରାଇଭର।ଶବ କି ପୋଷ୍ଟମର୍ଟମ କରିବା ପାଇଁ ଆମ୍ବୁଲାନ୍ସ ରେ ନିଆଯାଉଥିଲା।କିନ୍ତୁ ମଝିରସ୍ତରେ ଆମ୍ବୁଲାନ୍ସ ଭିତରୁ କୁଆଡେ ଶବ ଉଥିପଡିଲା।ଯାହା ର ଦୃଶ୍ୟ ଦେଖିଲେ ଆପଣଙ୍କ ର ଆଖି ଲିଭିଯିବ।

ହସ୍ପିଟାଲ ଭିତରୁ ଶବ କୁ ଧରି ବେବଛେତ ପାଇଁ ନିଆଯାଉଥିଲା କିନ୍ତୁ ଆମ୍ବୁଲାନ୍ସ ଭିତରୁ ହତାଟ ଜଣେ ମଣିଷର ମାଳ ଦେହ ଉଠିଯାଇଥିଲା।ହସ୍ପିଟାଲ ରେ ରୋଗୀକୁ ଡକ୍ଟର ମୃତ ଘୋଷଣା କରିଥିଲେ।ମୃତ ଘୋଷଣା ପରେ ଶବ କୁ ବେବଛେତ୍ ପାଇଁ ନିଆଯାଉଥିଲା।କିନ୍ତୁ ଏତିକି ବେଳେ ମଝି ରାସ୍ତା ରେ ଅମେତି ଘଟିଯାଇଥିଲା।ତେବେ ଏମିତି ଘଟଣା ପରେ ଆମ୍ବୁଲାନ୍ସ ଟି ଅଧରସ୍ତରେ ଅଟିକିଛି।

ଯାହାକୁ ଦେଖି ଲୋକମାନେ ଗଦାହୋଇଯାଇଥିଲେ।ଆଉ ଫୁନିତଃରେ ହସ୍ପିଟାଲ କର୍ମଚାରୀଙ୍କୁ ଫୋନ କରି ଡାକିଥିଲେ।ଯେତେ ବେଳେ ହସ୍ପିଟାଲ କର୍ମଚାରୀ ଏସି ସେଥି ଦେଖିଥିଲେ ତାପରେ କିଛି ଏମିତି କଥା ସମ୍ନଙ୍କୁ ଆସିଥିଲା। ଆଉ ହସ୍ପିଟାଲ କର୍ମଚାରି କହିବା ଅନୁସାରେ ଏଥି କୋଉ ଶବ ମଧ୍ୟ ନଥିଲା।

ଯେତେ ବେଳେ ଆମ୍ବୁଲାନ୍ସ ଟି ଶବ କୁ ନେଇ ସପେଡ ରେ ଆସୁଥିଲା ସେତେ ବେଳେ ଶବ ଟି ଛିଟିକି କି ବାହାରକୁ ପାଲେଇଆସିଥିଲା।ଯାହା କୁ ନେଇ ଗ୍ରାମ୍ୟ ବସିମନେ ସେ ଶବ ବଞ୍ଚିଯାଇଛି ବୋଲି କହିବାକୁ ଲାଗିଲେ। କିନ୍ତୁ ପରେ ସେ ଶବ କୁ ବେବଛେତ୍ ପାଇଁ ପାଠ ଯାଇଥିଲା। ତେବେ ଏହି ଘଟଣା ଟି ମଧ୍ୟପ୍ରଦେଶ ରେ ଘଟିଯାଇଥିବା ବେଳେ ସବୁଟି ଚଳୁଛି ଏକଥା।

Leave a Reply

Your email address will not be published. Required fields are marked *