ବିବାହ ବନ୍ଧନରେ ବାନ୍ଧି ହେଲେ ଓଡ଼ିଆ ଅଭିନେତ୍ରି Devika, କାହାକୁ କରିବେ ବିବାହ ଜଣାନ୍ତୁ !

ନମସ୍କାର ଦର୍ଶକବନ୍ଧୁ ବାହାହେବେ ଓଡ଼ିଆ ହିରୋଇନ ଦେବୀକା ତାହେଲେ ଆପଣମାନେ ଅନି ଅନୁଭୂତିଙ୍କ ବାହାଘର ଗତ ଦିନ ମାନଙ୍କରେ ଦେଖିଥିବେ ତାଙ୍କ ସାନ ଭଉଣୀ ଅନି ଗତ କିଛି ଦିନ ପୂର୍ବେ ବିବାହ କରିଥିଲେ | ସାନ ଭଉଣୀ ଙ୍କ ବାହାଘର ପରେ ଏବେ ବଡ଼ ଭଉଣୀ ଦେବୀକା ବାହା ହେବାକୁ ଯାଉଛନ୍ତି |

ତେବେ ଆପଣମାନେ ଅନି ଅନୁଭୁତିଙ୍କୁ ବେଶ ଭଲଭାବରେ ଜାଣିଥିବେ ଯିଏକି ଗତ କିଛି ଦିନ ପୂର୍ବେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ | ଆଉ ତାଙ୍କ ବାହା ଘରର ସମସ୍ତ ଦାଇତ୍ୱ ବୁଝିଛନ୍ତି ବଡ ଭଉଣୀ ଦେବିକା ତ ଆପଣ ମାନେ ଜାଣିଥିବେ ଦେବୀକା ଙ୍କ ମା ଗତ କିଛି ଦିନ ତଳେ ସେ ଆରପାରିକୁ ଚାଲିଯାଇଥିଲେ |

ତାଙ୍କ ମା ବି ଜଣେ ଅଭିନେତ୍ରୀ ଥିଲେ ସେ ବହୁତ ସାରା ସିନେମାରେ ଅଭିନୟ କରିଛନ୍ତି ହେଲେ ଦେବୀକାଙ୍କ ମା ଚାଲିଗଲା ପରେ ସେ ସାନ ଭଉଣୀଙ୍କ ସମସ୍ତ ଦାଇତ୍ୱ ବୁଝିଥିଲେ | ଆଉ ତାଙ୍କ ବାହାଘରର ସମସ୍ତ ପ୍ରକାରର ଦାଇତ୍ୱ ବୁଝିଥିବାର ନଜର ଆସିଥିଲେ ଦେବୀକା |

ଗତ ଦିନ ମାନଙ୍କରେ ଦେବୀକାଙ୍କର ବାହାଘର ଠିକ ହୋଇଥିଲା ତାଙ୍କର ନିର୍ବନ୍ଧ ବି ମଧ୍ୟ ସରିଯାଇଥିଲା | ହେଲେ ତାଙ୍କର ବାହାଘର ଭାଙ୍ଗି ଯାଇଥିଲା ଆଉ ବାହାଘର ଭାଙ୍ଗିବା ପରେ ସେ ଆଉ ବାହା ହେବେନାହିଁ ବୋଲି କହିଥିଲେ | କିନ୍ତୁ ଏବେ ପୁଣି ଠାରେ ସୋସିଆଲ ମିଡିଆରେ ଦେବୀକାଙ୍କ ବାହାଘର କଥା ଶୁଣିବାକୁ ମିଳୁଛି |

ତେବେ ସେ କାହାକୁ ବାହାହେବେ ଓ କେଉଁ ଓଡ଼ିଆ ହିରୋଙ୍କୁ ବାହାହେବେ ତାହା ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ | ଫ୍ରେଣ୍ଡସ ଆପଣମାନେ ଦେବୀକାଙ୍କର ବହୁତ ସାରା ଆଲବମ ଓ ସିରିଏଲ ଦେଖିଥିବେ ତାହେଲେ ଆପଣମାନଙ୍କୁ ଦେବୀକା କେମିତି ଲାଗନ୍ତି କମେଣ୍ଟ ମାଧ୍ୟମରେ ନିଶ୍ଚିତ ଭାବରେ ଜଣାନ୍ତୁ |

Leave a Reply

Your email address will not be published. Required fields are marked *