ଅର୍ଚ୍ଚିତା ଦେଲେ ଖୁସିଖବର, ମା ହେବେ ଯାଉଛନ୍ତି Archita, ବାହାଘର ଏତେ ବର୍ଷ ପରେ ବଡ ଖୁସି ଖବର ଦେଲେ ଦେଖନ୍ତୁ |

ଦର୍ଶକ ବନ୍ଧୁ ଏବେ ଏବେ ଆସିଲା ଓଡ଼ିଆ ଚଳଚ୍ଚିତ୍ର ଜଗତରୁ ଏକ ବହୁତ୍ ବଡ଼ ଖୁସି ଖବର ମା ହେବାକୁ ଯାଉଛନ୍ତି ଓଡ଼ିଆ ଅଭିନେତ୍ରୀ ଅର୍ଚ୍ଚିତା ସାହୁ । ବିବାହର ୩ ବର୍ଷ ପରେ ଖୁସି ଖବର ଦେଲେ ଅର୍ଚ୍ଚିତା ସାହୁ! ତେବେ ଦର୍ଶକ ବନ୍ଧୁ ଆପଣମାନେ ନିହାତି ଭାବେ ଅର୍ଚ୍ଚିତା ଙ୍କୁ ଜାଣିଥିବେ ଯିଏକି ଓଡ଼ିଆ ଚଳଚ୍ଚିତ୍ର ଜଗତର ବହୁତ୍ ଭଲ ଓ ଆଗଧାଡିର କଳାକାର ।

ସେ ବହୁତ୍ ଗୁଡାଏ ଚଳଚ୍ଚିତ୍ର ମାନଙ୍କରେ କାମ କରି ତାଙ୍କ ଜବରଦସ୍ତ ଆକ୍ଟିଂ ପାଇଁ ସମସ୍ତଙ୍କ। ରୁଦୟରେ ସ୍ଵତନ୍ତ୍ର ଜାଗାଟିଏ ଗଢି ତୋଲିବାରେ ସଫଳ ହୋଇଛନ୍ତି ସେ ପ୍ରଥମେ ଓ ମାଇ ଲୋଭ ରେ କାମ କରି ଚଳଚ୍ଚିତ୍ର ଜଗତରେ ତାଙ୍କ ପାଦ ପକାଇଥିଲେ ଏହା ପରେ ପରବର୍ତ୍ତୀ ସମୟରେ ସେ ଅନେକ ଚଳଚ୍ଚିତ୍ରରେ କାମ କରି ଖୁବ ଲୋକଙ୍କ ଭଲ ପାଇବା ପାଇଛନ୍ତି ।

ତେବେ ଏହାରି ଭିତରେ ବର୍ତ୍ତମାନ ସମୟରେ ସବ୍ୟସାଚୀ ମିଶ୍ର ଯିଏକି ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣେ ଆଗଧାଡିର କଳାକାର ତାଙ୍କୁ ଅର୍ଚ୍ଚିତା ପ୍ରେମ କରି ବିବାହ କରିଥିଲେ ତେବେ ବିବାହର ୩ ବର୍ଷ ପରେ ଏବେ ବହୁତ୍ ବଡ଼ ଖୁସି ଖବର ଦେବାକୁ ଯାଉଛନ୍ତି ଆପଣଙ୍କ ଅତି ପ୍ରିୟ ଓଡ଼ିଆ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ।

ଏବେ ମା ହେବାକୁ ଯାଉଛନ୍ତି ଅର୍ଚ୍ଚିତା ଏହି ପରେ କେବଳ ଅର୍ଚ୍ଚିତା ହିଁ ନୁହଁ ସବ୍ୟସାଚୀ ମଧ୍ୟ ଏବେ ବହୁତ୍ ଖୁଡି ଅଛନ୍ତି କାରଣ ୩ ବର୍ଷପରେ ମା ଓ ବାପା ହେବାର ସ୍ଵଭଗ୍ୟ ପାଇଛନ୍ତି ଅର୍ଚ୍ଚିତା ଓ ସବ୍ୟସାଚୀ ଓ ଏ ନେଇ ବହୁତ୍ ଗୁଡ଼ିଏ ଫୋଟ ଓ ଭିଡ଼ିଓ ସୋସିଆଲ ମିଡିଆରେ ଘୁରି ଚାଲିଛି ଯାହାକୁ ଦେଖି ଅର୍ଚ୍ଚିତା ଓ ସବ୍ୟସାଚୀଙ୍କ ଫ୍ୟାନ ମାନେ ଭାବୁ ଛନ୍ତି ଯେ ଏହା ସତ ହେଲେ ଏ ସମ୍ପର୍କରେ କିଛି ବି ଅପଡେଟ ଅର୍ଚ୍ଚିତା ଓ ସବ୍ୟସାଚୀଙ୍କ ଦ୍ଵାରା ମିଳି ନାହିଁ ।

Leave a Reply

Your email address will not be published. Required fields are marked *