ଶେଷରେ ଅଭିନୟ ଛାଡ଼ି Army ଜଏନ କଲେ ବାବୁସାନ ମହାନ୍ତି, ଦେଖନ୍ତୁ ଅଭିନୟ ଛାଡି କାହିଁକି Army ଜଏନ କଲେ, ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ !

ଅଭିନୟ ଛାଡ଼ି Armyରେ ଜଏନ କଲେ ବାବୁସାନ ମହାନ୍ତି ଦର୍ଶକବନ୍ଧୁ ଆପଣମାନେ ବାବୁସାନ ମହାନ୍ତିଙ୍କୁ ବେଶ ଭଲଭାବରେ ଜାଣିଥିବେ ବାବୁସାନ ହେଉଛନ୍ତି ଉତ୍ତମମାହାନ୍ତିଙ୍କ ଓ ଅପରାଜିତାଙ୍କ ଏକ ମାତ୍ର ପୁଅ | ବାବୁସାନ ଜଣେ ଓଡ଼ିଆ ଇଣ୍ଡଷ୍ଟ୍ରିର ଆଗଧାଡିର କଳାକାର ତାଙ୍କର ଅଭିନୟକୁ ଦର୍ଶକମାନେ ବୋହୁ ମାତ୍ରାରେ ପସନ୍ଦ କରୁଛନ୍ତି |

ତାଙ୍କର ବର୍ଷକୁ ପ୍ରୟ 4 ରୁ 5ଟି ଓଡ଼ିଆ ସିନେମା ସବୁ ଓଡ଼ିଆ ସିନେମା ସୁପରହିଟ ହୋଇଥାଏ ତାଙ୍କର ଅଭିନୟକୁ ଦର୍ଶକମାନେ ବେଶ ଭଲ ପାଇବା ଦିଅନ୍ତି | ଆଉ ଓଲିଉଡ଼ର ବହୁତ ସାରା ସେଲିବ୍ରେଟିଙ୍କ ମଧ୍ୟରୁ ବାବୁସାନ ହେଉଛନ୍ତି ଅନ୍ୟତମ | ବାବୁସାନ ତାଙ୍କ ଅଭିନୟ ଓ ଗୀତ ଗାଇବା କୌଶଳକୁ ଦର୍ଶକମାନେ ବୋହୁ ମାତ୍ରାରେ ପସନ୍ଦ କରନ୍ତି |

କିନ୍ତୁ ବର୍ତମାନ ସମୟରେ ଆଗାମୀ ଦିନ ମାନଙ୍କରେ ବାବୁସାନଙ୍କର ଆସୁଛି ଆଉ ଏକ ନୂଆ ଓଡ଼ିଆ ଚଳଚିତ୍ର ପାୱାର ଏଥିରେ ବାବୁସାନ ଇଣ୍ଡିଆନ Armyରେ ଯୋଗ ଦେଇଛନ୍ତି | ଏମିତି କିଛି ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି |

ତେବେ ଦର୍ଶକବନ୍ଧୁ ବାବୁସାନ ଙ୍କ ଅଭିନୟ ଆପଣ ମାନଙ୍କୁ କେମିତି ଲାଗେ ଆମକୁ କମେଣ୍ଟ କରିକି ଜଣାନ୍ତୁ |

Leave a Reply

Your email address will not be published. Required fields are marked *