ନମସ୍କାର ବନ୍ଧୁଗଣ ଶ୍ରାବଣ ମାସରେ ଭଗଵାନ ଶିବଙ୍କର ଆରାଧନା କରିବାର ବିଶେଷ ମହତ୍ତ୍ଵ ରହିଥାଏ ହିନ୍ଦୁ ଧର୍ମ ଅନୁସାରେ ଶ୍ରାବଣ ମାସଟି ଭଗଵାନ ଶିବଙ୍କର ଅତ୍ୟନ୍ତ ପ୍ରିୟ ଅଟେ ଆଉ ଯେଉଁ ଭକ୍ତ ନିଷ୍ଠା ସହିତ ଭଗଵାନ ଶିବଙ୍କ ପୂଜା ଅର୍ଚ୍ଚନା ଏହି ମାସରେ କରିଥାଏ ତ ତାକୁ ଭୋଳାନାଥଙ୍କ ବିଶେଷ କୃପା ପ୍ରାପ୍ତି ହୋଇଥାଏ ବନ୍ଧୁଗଣ ଶ୍ରାବଣ ମାସର ଆରମ୍ଭ ହୋଇ ସାରିଛି ଏହି ବର୍ଷ ଶ୍ରାବଣ ମାସ ବୋହୁତ ଖାସ୍ ରହିବ କାରଣ ଏମିତି ଦୁର୍ଲଭ ସଂଯୋଗ ପୁରା ୨୧ ବର୍ଷ ପରେ ବନୁଛି ଏମିତି ତ ଭଗଵାନ ଶିବ କେବଳ ଜଳ ଆଉ ବେଲପତ୍ର ଦ୍ଵାରା ଖୁସୀ ହୋଇଯାଆନ୍ତି ସେଥିପାଇଁ ତାଙ୍କୁ ଭୋଳାନାଥ ବା ଭୋଳାବାବା କୁହାଯାଏ କିନ୍ତୁ କଣ ଆପଣ ଜାଣିଛନ୍ତି ଯଦି ଶ୍ରାବଣ ମାସରେ ଶିବଙ୍କ ଜଡ଼ିତ କିଛି ଜିନିଷକୁ ଆଣି ଆପଣଙ୍କର ଘରେ ରଖିବେ ତେବେ ଏହାଦ୍ବାରା ଘରକୁ ସୁଖ ସମୃଦ୍ଧି ଆସିଥାଏ ଘରେ ସକାରାତ୍ମକ ଶକ୍ତିର ସଞ୍ଚାର ହୋଇଥାଏ ଆଉ ଆପଣଙ୍କ ଉପରେ ଭୋଳାନାଥଙ୍କର ବିଶେଷ କୃପା ବନିଥାଏ ତେବେ ଚାଲନ୍ତୁ ଜାଣିବା ସେହି ଜିନିଷ ଗୁଡ଼ିକ କଣ ଅଟେ ଯାହାକୁ ଶ୍ରାବଣ ମାସରେ ଘରକୁ ଆଣିବା ଅତ୍ୟନ୍ତ ଶୁଭ ମାନାଯାଏ।
ତ୍ରିଶୂଳ
ତ୍ରିଶୂଳ ଭଗଵାନ ଶିବଙ୍କ ହାତରେ ସବୁବେଳେ ରହିଥାଏ ଏହା ତିନି ଦେବଙ୍କ ପ୍ରତୀକ ଅଟେ ଶ୍ରାବଣ ମାସର ପ୍ରଥମ ଦିନରୁ ରୂପାର ତ୍ରିଶୂଳ ଆଣିବା ଦ୍ଵାରା ପୁରା ବର୍ଷ କଷ୍ଟରୁ ମୁକ୍ତି ମିଳିଥାଏ।
ରୁଦ୍ରାକ୍ଷ
ସୁଖ ସୌଭାଗ୍ୟ ଏବଂ ସମୃଦ୍ଧି ପାଇଁ ତଥା ମନର ପବିତ୍ରତା ପାଇଁ ଅସଲି ରୁଦ୍ରାକ୍ଷକୁ ଘରକୁ ଆଣନ୍ତୁ ଆଉ ଘରର ପବିତ୍ର ସ୍ଥାନରେ ରଖନ୍ତୁ ରୁଦ୍ରାକ୍ଷକୁ ରୂପରେ ବନେଇ ପିନ୍ଧିବା ଦ୍ଵାରା ଏହା ଆପଣଙ୍କର ଜୀବନ ପାଇଁ ଅତ୍ୟନ୍ତ ଶୁଭ ଆଉ ସମୃଦ୍ଧି ଆଣିଥାଏ।
ଡମ୍ବରୁ
ଭଗଵାନ ଶିବଙ୍କ ପବିତ୍ର ବାଦ୍ୟଯନ୍ତ୍ର ଅଟେ ଏହି ଡମ୍ବରୁ ଏହି ପବିତ୍ର ଧ୍ଵନୀର ପାଖାପାଖି ଥିବା ସମସ୍ତ ଅଶୁଭ ଶକ୍ତି ଦୂରକୁ ପଳେଇଥାଏ ଆରୋଗ୍ୟ ପାଇଁ ମଧ୍ୟ ଡମ୍ବୁରୁର ଧ୍ଵନୀ ଫଳଦାୟୀ ମାନା ଯାଇଥାଏ ଶ୍ରାବଣ ମାସର ପ୍ରଥମ ଦିତୀୟ ଦିନରେ ଏହାକୁ ଘରେ ଆଣି ରଖନ୍ତୁ ଆଉ ଶ୍ରାବଣ ମାସର ଅନ୍ତିମ ଦିନରେ ଏହାକୁ କୌଣସି ଛୋଟ ପିଲାକୁ ଉପହାର ସ୍ବରୂପ ଦେଇ ଦିଅନ୍ତୁ।
ରୂପାର ନନ୍ଦୀ
ନନ୍ଦୀ ଭୋଳାନାଥଙ୍କର ବାହନ ଅଟେ ଶ୍ରାବଣ ମାସର ପ୍ରଥମ ଦିନରେ ରୂପାର ନନ୍ଦୀକୁ ଘରକୁ ଆଣି ପୁରା ମାସ ପୂଜା କରନ୍ତୁ ଏଥିଦ୍ୱାର ଆର୍ଥିକ ସଙ୍କଟରୁ ମୁକ୍ତି ମିଳିଥାଏ।
ଜଳ ପାତ୍ର
ଜଳ ଭଗଵାନ ଶିବଙ୍କର ଅତ୍ୟନ୍ତ ପ୍ରିୟ ଅଟେ ଆପଣ ଚାହିଁବେ ତ ଶ୍ରାବଣ ମାସର ପ୍ରଥମ ଦିନରେ ଗଙ୍ଗା ଜଳ ଆଣି ଘରେ ରଖିପାରିବେ ଆଉ ପୁରା ମାସ ପୂଜା କରିପାରିବେ କିନ୍ତୁ ଯଦି ଏହା ସମ୍ଭବ ନୁହେଁ ତ ଆପଣ ରୂପା ପିତ୍ତଳ ଏବଂ ତମ୍ବାର ପତ୍ର ଆଣି ସ୍ୱଚ୍ଛ ଆଉ ନିର୍ମଳ ଜଳ ଭରି ଦେବେ ଆଉ ପ୍ରତିଦିନ ସେଥିରୁ ଶିବଙ୍କୁ ଜଳ ଅର୍ପଣ କରି ପୁଣି ଭରିକି ରଖିଦେବେ ଏହା ଧନର ଆଗମନ ପାଇଁ ସବୁଠାରୁ ଅଧିକ ପ୍ରଭାବଶାଳୀ ଅଟେ।
ସର୍ପ
ଭଗଵାନ ଶିବଙ୍କ ବେକରେ ପ୍ରତ୍ୟେକ ସମୟରେ ସର୍ପରାଜ ରହୁଥାନ୍ତି ଶ୍ରାବଣ ମାସର ପ୍ରଥମ ଦିନ ରୂପାର ନାଗ ନାଗୁଣୀଙ୍କ ଯୋଡିକୁ ଘରକୁ ଆଣି ରଖନ୍ତୁ ଆଉ ପ୍ରତ୍ୟେକ ଦିନ ପୂଜା କରନ୍ତୁ ଆଉ ଶ୍ରାବଣ ମାସ ସାରିବା ପରେ ତାକୁ କୌଣସି ଶିବ ମନ୍ଦିରରେ ରଖି ଦିଅନ୍ତୁ ଏହି ପ୍ରୟୋଗ ଆପଣଙ୍କୁ ପିତୃ ଦୋଷରୁ ମୁକ୍ତି ଦେବ।
ରୂପାରେ ବାନିଥିବା ଚନ୍ଦ୍ର
ଭଗଵାନ ଶିବଙ୍କ ମଧ୍ୟରେ ଚନ୍ଦ୍ରମା ବିରାଜିତ ଅଟନ୍ତି ଶ୍ରାବଣ ମାସର ପ୍ରଥମ ଦିନରୁ ରୂପାର ଚନ୍ଦ୍ରଦେବଙ୍କୁ ଆଣି ଘରେ ପୂଜା କରନ୍ତୁ ଯଦି ସମ୍ଭବ ତ ମୋତିକୁ ଆଣି ରଖି ପାରିବେ ମୋତି ଚନ୍ଦ୍ର ଗ୍ରହକୁ ଶାନ୍ତ କରିଥାଏ ଏହାକୁ କରିବା ଦ୍ଵାରା ଚନ୍ଦ୍ରଗ୍ରହ ଶାନ୍ତ ହୋଇଥାଏ ଆଉ ତାହା ସହିତ ମନ ବି ଶାନ୍ତ ହୋଇଥାଏ।
ରୂପାର ବେଲପତ୍ର
ଆମେ ପୁରା ଶ୍ରାବଣ ମାସରେ ଭଗଵାନ ଶିବଙ୍କୁ ବେଲପତ୍ର ଚଢେଇଥାଉ କିନ୍ତୁ ସବୁବେଳେ ଶୁଦ୍ଧ ଆଉ ଅଖଣ୍ଡିତ ବେଲପତ୍ର ମିଳିବା ସମ୍ଭବ ନୁହେଁ ସେଥିପାଇଁ ରୂପାର ବେଲପତ୍ର ଆଣି ଘରେ ଶିବଙ୍କୁ ଅର୍ପିତ କରିବା ଦ୍ବାରା ସବୁ ପାପର ନାଶ ହୋଇଥାଏ ଆଉ ଘରେ ଶୁଭ କାର୍ଯ୍ୟର ଯୋଗ ବନିଥାଏ।
ଗଙ୍ଗା ଜଳ
ଭଗଵାନ ଶିବ ନିଜ ଜଟରେ ଗଙ୍ଗାକୁ ଧାରଣ କରି ରଖିଛନ୍ତି ଧାର୍ମିକ ମାନ୍ୟତା ଅନୁସାରେ ଯଦି ଆପଣ ଶ୍ରାବଣ ମାସରେ ଘରେ ଗଙ୍ଗା ଜଳ ଆଣି ରଖନ୍ତି ଏବଂ ପ୍ରତିଦିନ ସେଥିରେ ମହାଦେବଙ୍କ ଅଭିଷେକ କରନ୍ତି ସେଥିରେ ଭଗଵାନ ଶିବ ଶୀଘ୍ର ପ୍ରସନ୍ନ ହୋଇ ଆପଣଙ୍କର ସମସ୍ତ ମନସ୍କାମନା ପୂର୍ଣ୍ଣ କରିବେ।
ସ୍ଫଟିକ ବା ପାରଦର ଶିବଲିଙ୍ଗ
ଶାସ୍ତ୍ର ଅନୁସାରେ ଯଦି ଶ୍ରାବଣ ମାସରେ ଆପଣ ସ୍ଫଟିକ ବା ପାରଦର ଶିବଲିଙ୍ଗ ଆଣି ଘରେ ରଖିବେ ତେବେ ଆପଣଙ୍କର ସମସ୍ତ ଇଚ୍ଛା ପୂର୍ଣ୍ଣ ହୋଇଥାଏ କାରଣ ଏହି ଶିବ ଲିଙ୍ଗକୁ ବୋହୁତ ପବିତ୍ର ମାନାଯାଏ ଏହାକୁ ଘରେ ସ୍ଥାପନ କରିବା ଅତ୍ୟନ୍ତ ଶୁଭ ଅଟେ।
ରୁଦ୍ରାକ୍ଷ
କୁହାଯାଏ ରୁଦ୍ରାକ୍ଷ ଭଗଵାନ ଶିବଙ୍କ ଲୁହରୁ ସୃଷ୍ଟି ହୋଇଛି ଏବଂ ଏହା ତାଙ୍କୁ ବୋହୁତ ପ୍ରିୟ ଅଟେ ରୁଦ୍ରାକ୍ଷକୁ ଶାନ୍ତି ଓ ସମୃଦ୍ଧିର ପ୍ରତୀକ ମାନାଯାଏ ଏହାକୁ ଶ୍ରାବଣ ମାସରେ ଘରକୁ ଆଣିଲେ ଜୀବନରେ ଶୁଭଫଳ ପ୍ରାପ୍ତି ହୋଇଥାଏ।
ଚାନ୍ଦିର ନନ୍ଦୀ
ଭଗଵାନ ଶିବଙ୍କ ସବାରି ନନ୍ଦୀଙ୍କୁ ଶକ୍ତି ସମ୍ପନ୍ନତା ଏବଂ କର୍ମଠତାର ପ୍ରତୀକ ବୋଲି ମାନାଯାଏ ଶ୍ରାବଣ ମାସରେ ଚାନ୍ଦିର ନନ୍ଦୀଙ୍କୁ ଆଣି ଘରେ ଧନ ରଖିଥିବା ସ୍ଥାନରେ ରଖିଲେ ଘରେ ସଫଳତା ଏବଂ ଧନ ବୃଦ୍ଧି ହୋଇଥାଏ।
ତମ୍ବାର ଜଳପାତ୍ର
ଶ୍ରାବଣ ମାସରେ ତମ୍ବାର ଜଳପାତ୍ର ଘରକୁ ଆଣି ସେଥିରେ ପ୍ରତିଦିନ ଜଳ ଭରି ଘରେ ରଖିବା ମଧ୍ୟ ଅତ୍ୟନ୍ତ ଶୁଭ ଅଟେ ଏହାଦ୍ବାରା ଘରେ ପରସ୍ପର ମଧ୍ୟରେ ପ୍ରେମ ବଢ଼ିଥାଏ ଏବଂ ସମ୍ପର୍କ ମଜବୁତ୍ ହୋଇଥାଏ।