Cyclone : ଏହି ସବୁ ଜିଲ୍ଲାର ଲୋକେ ରୁହନ୍ତୁ ସାବଧାନ, ନହେଲେ ବିପଦରେ ପଡ଼ିବ ଆପଣଙ୍କ ଜୀବନ, ଦେଖନ୍ତୁ ଆପଣଙ୍କ ଜିଲ୍ଲା….

ଓଡ଼ିଶାକୁ କନ୍ଦାଇ ସାରିଲାଣି ବର୍ଷା , ଆହୁରି ୪ ଦିନ ପର୍ଯ୍ୟନ୍ତ ହେବ! ଥମିବାର ନା ନେଉ ନାହିଁ ବର୍ଷା , କେଉଁଠି ପୋଲ ବୁଧୁଛି ତ କେଉଁଠୀ ଲୋକଙ୍କ ଘରେ ପାଣି ପଶୁଛି ତବେ କେଉଁ ଜିଲ୍ଲାକୁ ହେବ ବର୍ଷା କେଉଁ ଜିଲ୍ଲାର ଲୋକ ଏବେ ବିପଦ ମୁହଁରେ ? ଆଉ ଡେରି ନକରି ଆସନ୍ତୁ ଜାଣିବା ।

ଓଡ଼ିଶାରେ ଏବେ ଆସିଛି ବର୍ଷାର ରାଜୁତି ଦୁଇ ଦିନ ହେଲା ଲଗାତାର ହେଉଛି ଥମିବାର ନା ନେଉ ନାହିଁ କେଉଁଠି ଗଜୁଛି ତ କେଉଁଠି ରହି ରହି ଆସୁଛି ଆଉ ଏହି ବର୍ଷାର ରାଜୁତିରେ ଅଧିକ ପ୍ରଭାବିତ ହେଉଛି ଦକ୍ଷିଣ ଓଡ଼ିଶା ବ୍ରିଜ ବୁଡ଼ିଛି ସହରରେ ଲୋକଙ୍କ ଘରେ ପାଣି ପଶିଛି ।

ତେବେ ଏହି ବର୍ଷା ଯୋଗୁ ଲୋକେ ଅନେକ ସ୍ଥାନରେ ଜଳବନ୍ଦୀ ହୋଇ ମଧ୍ୟ ରହିଛନ୍ତି ଏହାରି ଭିତରେ ରାଜ୍ୟରେ ଲଗାଣ ବର୍ଷା ଦେଖି ଚିନ୍ତାରେ ଅଛନ୍ତି ରାଜସ୍ବ ମନ୍ତ୍ରୀ । ଏବେବି ସକ୍ରିୟ ରହିଛି ମୌସୁମୀ ତା ସହିତ ଅବପାତ ୨୫ ତାରିଖ ଯାଏଁ ସମ୍ଭାବନା ରହିଛି ବିଶେଷ ଭାବରେ ମାଲକାନଗିରି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି କହିଛନ୍ତି ରାଜ୍ୟ ପାଣିପାଗ ବିଶେଷଜ୍ଞ ।

ତେବେ ଏହି ଅବପାତ ପ୍ରଭାବ ଯୋଗୁ ହେବାକୁ ଥିବା ବର୍ଷା ଫଳରେ ରାଜ୍ୟରେ ଅନେକ ଜିଲ୍ଲାରେ ୟେଲୋ ୱାନିଗ ଯାରିକରିଛନ୍ତି ପାଣିପାଗ ବିଭାଗ ଆଉ ଆସନ୍ତା ୪ ଦିନ ରାଜ୍ୟରେ ବର୍ଷା ଲାଗି ରହିବ ବୋଲି ସୂଚନା ମିଳିଛି । ଆଜି ବଲାଙ୍ଗୀର , ନୂଆପଡ଼ା ,କନ୍ଧମାଳ , ଦେବଗଡ଼ , ଯାଜପୁର , ବରଗଡ଼ ଏବଂ ସୁନ୍ଦରଗଡ଼ ଜିଲ୍ଲାର କିଛି କିଛି ସ୍ଥାନରେ ପ୍ରବଳରୁ ଅତି ବରବଳ ବର୍ଷା ହେବାର ସମ୍ଭାବନା ରହିଛି ।

Leave a Reply

Your email address will not be published. Required fields are marked *