JIO ପୁଣି ତାର ଗ୍ରାହକଙ୍କୁ ଦେଲା ବଡ଼ ଝଟକା, ପୁରା ଖବର ଜାଣିଲେ ମୁଣ୍ଡରେ ହାତଦେବେ, ଦେଖନ୍ତୁ ନଚେତ….

ଜିଓ ଦେଲା ପୁଣି ଦୁଇଟି ବଡ ଝଟକା ସିମ ଆକ୍ଟିଭ ରଖିବା ହେଲା ମାହାଙ୍ଗା କମ୍ପାନୀ ହଟାଇଲା ଦୁଇଟି ଶସ୍ତା ପ୍ଲାନ | ନିକଟରେ ଟେଲିକମ କମ୍ପାନୀ ଗୁଡିକର ପ୍ଲାନ ମାହାଙ୍ଗା ହେବ ଦ୍ୱାରା ଗ୍ରାହକଙ୍କୁ ବଡ଼ ଶକ୍ତ ଝଟକା ଲାଗିଥିଲା ତେବେ ପ୍ଲାନ ମାହାଙ୍ଗା କରିବା ସହିତ ଦୁଇଟି ଲୋକପ୍ରିୟ ବ୍ରାଞ୍ଚକୁ ହଟାଇ ଗ୍ରାହକଙ୍କୁ ପୁଣି ନିରାଶ କରିଛି ଜିଓ | ଦେଶର ଅଗ୍ରଣୀ ଟେଲିକମ କମ୍ପାନୀ ଜିଓ ଗତ ମାସରେ ତାର ରିଚାର୍ଜ ପ୍ଲାନ ମାହାଙ୍ଗା କରିଥିଲା ଏଥିସହିତ କମ୍ପାନୀ ତାର ଦୁଇଟି ଶସ୍ତା ପ୍ଳାନକୁ ମଧ୍ୟ ବନ୍ଦ କରିଦେଇଥିଲା |

ଜୁଲାଇ 3 ତାର ଗ୍ରାହକଙ୍କ ପାଇଁ ଜିଓ ସେବା ମାହାଙ୍ଗା ହୋଇଯାଇଛି ଏହା ପରେ ଚଳିତ ମାସ ପ୍ରଥମ ସପ୍ତାହରେ କମ୍ପାନୀ ତାର 10 ଟି ପ୍ଲାନକୁ ଲିଷ୍ଟରୁ ହଟାଇଦେଇଥିଲା ଫଳରେ ଜିଓ ଗ୍ରାହକଙ୍କ ଗୋଟିଏ ପରେ ଗୋଟିଏ ଝଟକା ଲାଗିଥିଲା ତେବେ ଏହା ମଧ୍ୟରେ ଜିଓ ଗ୍ରାହାକଙ୍କୁ ପୁଣି ଦୁଇଟି ଝଟକା ଲାଗିଛି | ଏଣିକି ସିମଙ୍କୁ ଆକ୍ଟିଭ ରଖିବା ହେବ ମାହାଙ୍ଗା କାରଣ କମ୍ପାନୀ ଦୁଇଟି ଶସ୍ତା ପ୍ଲାନକୁ ଏବେ ତାର ଲିଷ୍ଟରୁ ହଟାଇଦେଇଛି ଜିଓ 139 ଟଙ୍କିଆ ଓ 179 ଟଙ୍କିଆ ପ୍ଲାନକୁ ହଟାଇଦେଇଛି |

ଏଥିସହିତ କମ୍ପାନୀ କିଛି ପ୍ଲାନର ଦାମକୁ ବୃଦ୍ଧି କରିଛି ତେଣୁ ଏବେ ଗ୍ରାହକଙ୍କୁ ସିଲ ଆକ୍ଟିଭ ରଖିବାକୁ ହେଲେ ପୂର୍ବ ଅପେକ୍ଷା ଅଧିକ ପଇସା ଖର୍ଚ୍ଚ କରିବାକୁ ପଡିବ | ଜିଓର ସର୍ବ ନିମ୍ନ ରିଚାର୍ଜ ପ୍ଲାନ ଏବେ 189 ଟଙ୍କା ରହିଛି ଏଥିରେ ଗ୍ରାହକଙ୍କୁ 2GB ଡାଟା ସହିତ ଅସୀମିତ କଲିଂ 300 SMS ଓ ଜିଓ ଅପ୍ପସର subscribe ମିଳିବ ଏହାର ବୈଧତା 28 ଦିନ ପାଇଁ ରହିଛି | ପୂର୍ବରୁ ଏହା 155 ଟଙ୍କାରେ ମିଳୁଥିବା ବେଳେ ଏବେ ଏହା ବଢିଯାଇଛି |

କମ୍ପାନୀ ରିଚାର୍ଜ ପ୍ଲାନର ଦାମ ବୃଦ୍ଧି କରିବା ସହିତ ଅଲିମିଟେଡ଼ 5G ସେବାରେ ମଧ୍ୟ ପରିବର୍ତନ କରିଛି ଏଣିକି ଦୈନିକ 2GB ଡାଟା ପ୍ଲାନ ବା ଅଧିକ ପ୍ଲାନରେ ଆପଣ 5G ଫାଇଦା ଉଠାଇପାରିବେ ଗ୍ରାହକ | ଦୈନିକ 1.5GB ଡାଟା ନେଇଥିବା ଗ୍ରାହକଙ୍କୁ 5G ଡାଟା ବୁଷ୍ଟର କିଣିବାକୁ ପଡିବ |

Leave a Reply

Your email address will not be published. Required fields are marked *