ଏହି ୪ଟି ରାଶି ବୋଲବମ୍ ନେଇ ଯାଉଥିଲେ ସାବଧାନ, କରନ୍ତୁ ନାହିଁ ଏହି ସବୁ କାମ, ନଚେତ ହୋଇଯିବ ସର୍ବନାଶ…!

ଦୀର୍ଘ ୭୨ ବର୍ଷ ପରେ ଦୁର୍ଲଭ ଯୋଗରେ ଆରମ୍ଭ ହୋଇଛି ଶ୍ରାବଣ ମାସ ଏଥର ଶ୍ରାବଣ ମାସରେ କୋପେ ବର ନହେଲେ ତପେ ବର ସବୁଠାରୁ ଅଧିକ ଲାଭ ପାଇବେ ଏହି ୪ ଟି ରାଶିର ବ୍ୟକ୍ତି ଅନ୍ୟମାନେ ମାନାନ୍ତୁ ନିୟମ ବୋଲବମ୍ ନେଇଯାଇଥିଲେ ସାବଧାନ କରନ୍ତୁନାହିଁ ଏହି କାମ । ଏହି ବର୍ଷ ଶ୍ରାବଣ ମାସର ଆରମ୍ଭ ସୋମବାର ଦିନ ହେଉଛି ଏବଂ ଶେଷ ମଧ୍ୟ ସୋମବାର ଦିନ ହେବାକୁ ଯାଉଛି ଏଥର ଶ୍ରାବଣ ମାସର ପ୍ରଥମ ଦିନ ଅତି ଶୁଭ ଯୋଗ ପଡୁଥିବାରୁ ଚଳିତ ବର୍ଷର ଶ୍ରାବଣ ମାସ ଖୁବ ମହତ ପୂର୍ଣ୍ଣ ଏବଂ ଶୁଭଙ୍କର ହେବାକୁ ଯାଇଛି ।

କିନ୍ତୁ ଏପରି କିଛି ନିୟମ ମଧ୍ୟ ଅଛି ଯାହାକୁ ନ ମାନିଲେ ମହାଦେବ କ୍ତୁଧିତ ହେବାର ସମ୍ଭାବନା ରହିଛି ଏଥର ଶ୍ରାବଣ ମାସ ୪ ଟି ରାଶିର ବ୍ୟକ୍ତିଙ୍କ ପାଇଁ ଅତି ଶୁଭ ଫଳ ପ୍ରଦାନ କରିବ ସେମାନେ ମାଟିରେ ହାତ ମାରିଲେ ତାହା ସୁନରେ ପରିଣତ ହୋଇଯିବ । ହିନ୍ଦୁ ଧର୍ମରେ ଶ୍ରାବଣ ମାସକୁ ଖୁବ୍ ପବିତ୍ର ମାସ ବୋଲି ମାନା ଯାଇଥାଏ ତେବେ ଏହି ମାସ ଭଗବାନ୍ ଶିବଙ୍କୁ ଅତ୍ୟନ୍ତ ପ୍ରିୟ ଅଟେ ପଞ୍ଜିକା ଅନୁସାରେ ଚଳିତ ବର୍ଷ ଅର୍ଥାତ୍ ଏହି ଶ୍ରାବଣ ମାସ ୨୨ ଜୁଲାଇ ଦିନ ଆରମ୍ଭ ହେବ ତେବେ ଏହା ୧୯ ଆଗୁଷ୍ଟ ଦିନ ଶେଷ ହେବ ।

ତେବେ ଏହି ବର୍ଷ ଶ୍ରାବଣ ମାସ ୨୯ ଦିନର ଅଟେ ଯୋଟିଷ ଗଣନା ଅନୁସାରେ ଚଳିତ ବର୍ଷ ଶ୍ରଦ୍ଧାଳୁଙ୍କ ଉପରେ ଭଗବାନ୍ ଶିବଙ୍କ ବିଶେଷ କୃପା ବର୍ଷା ହେବାକୁ ଯାଉଛି କାରଣ ଏହି ବର୍ଷ ଅନେକ ଶୁଭ ଏବଂ ଦୂର୍ଲୋଭ ଯୋଗରେ ଶ୍ରାବଣ ମାସର ଆରମ୍ଭ ହେବାକୁ ଯାଉଛି । ତେବେ ଏଭଳି ଦୂର୍ଲିଭ ଯୋଗ ୭୨ ବର୍ଷ ପରେ ହେବାକୁ ଯାଇଛି ବୋଲି କୁହା ଯାଉଛି ସେବନ ମାସରେ ହେବାକୁ ଯାଉଥିବା ଏହି ଶୁଭ ଯୋଗର ନକାରାତ୍ମକ ପ୍ରଭାବ ଅନେକ ରାଶି ଉପରେ ପଡ଼ିବାକୁ ଯାଉଛି ।

ତେବେ ଏହି ରସୀଙ୍କ ଉପରେ ଭଗବାନ୍ ଶିବଙ୍କର ବିଶେଷ କୃପା ରହିବ ଜୀବନରେ ଥିବା ସମସ୍ତ ଦୁଃଖରୁ ମୁକ୍ତି ମିଳିବ ତେବେ ଜାଣନ୍ତୁ ଶ୍ରାବଣ ମାସରେ କେଉଁ ରାଶିର ବ୍ୟକ୍ତିଙ୍କ ଜୀବନରେ ଖୁସି ଓ ଖୁସି ଆସିବା ମେଷ , ସିଂହ , ତୁଳା ଏବଂ ମକର ରାଶି ଏହି ରାଶିର ବ୍ୟକ୍ତିଙ୍କ ଜୀବନରେ ଶ୍ରାବଣ ମାସ ଏକ ବରଦାନ ପରି ଆସିବ ଏମାନଙ୍କ ଜୀବନରେ ଆଉ କୌଣସି ଦୁଃଖ ଦେଖା ଦେବନ ନାହିଁ ଓ ଏମାନେ ସର୍ବଦା ଖୁସିରେ ଜୀବନ ଯାପନ କରିବେ ।

Leave a Reply

Your email address will not be published. Required fields are marked *