ଦାର୍ଷକ ବନ୍ଧୁ ଆଜି ଆମେ ଆପଣମାନଙ୍କୁ ବହୁତ୍ ଗୁରୁତ୍ଵ ପୂର୍ଣ୍ଣ କଥା ବିଷୟରେ କହିବାକୁ ଯାଉଛୁ ଯାହାକୁ ଆପଣ ନିଜ ଘରେ ଭୁଲରେ ମଧ୍ୟ ଆଲୋଚନା କରନ୍ତୁ ନାହିଁ ଓ କାର୍ଯ୍ୟରେ ପରିଣତ କରିବାକୁ ମଧ୍ୟ ଚେଷ୍ଟା କରନ୍ତୁ ଅନାହିଁ !
୧. ନିଜ ଘରେ ବସି କେବେ କାହାର ଅନିଷ୍ଟ ,ଅମଙ୍ଗଳ ଏବଂ ପରଚର୍ଚ୍ଚା ଆଲୋଚନା କରନ୍ତୁ ନାହିଁ କାରଣ ଏସବୁ ଦ୍ଵାରା ତୁମ ନିଜ ଘର ଉପରେ ରାହୁ ଏବଂ ଶନୀଙ୍କର କୁପଦୃଷ୍ଟି ପଡ଼ିବାର ସହ ମାତା ଲକ୍ଷ୍ମୀ ଛାଡ଼ି ଯାଇଥାନ୍ତି ,ଯାହାଦ୍ଵାରା ନିଜ ଘରେ ଅଶାନ୍ତି ଅନିଷ୍ଟ ଏବଂ ଅର୍ଥ ଅଭାବ ଦେଖା ଦେଇ ଥାଏ ।
୨. ନିଜ ତୁଳନା କେବେବି କାହା ସହିତ କରିବା ଉଚିତ୍ ନୁହଁ, ଯେମିତି ହାତରେ ୫ଆଙ୍ଗୁଳି ସମାନ ନଥାଏ ସେମିତି ସମସ୍ତଙ୍କ ଭାବନା ଚିନ୍ତାଧାରା ଏକ ହୋଇନଥାଏ ଏହା ଦ୍ଵାରା ଆପଣଙ୍କ ଘରେ କଳି ଯାହାଗଡ ଲାଗି ରହିଥାଏ ।
୩. ଅହଙ୍କାର ସେମାନେ କରି ଥାନ୍ତି ଯେଉଁମାନେ ବିନା ପରିଶ୍ରମରେ ନିଜ ବାପା ପଇସାରେ ସବୁ କିଛି ପାଇଥାନ୍ତି , କିନ୍ତୁ ଯେଁଉମାନେ ନିଯେ ସଫଳତା ହାସଲ କରନ୍ତି ସେମାନେ ଅନ୍ୟର ପରିଶ୍ରମକୁ ସମ୍ମାନ ଦେଇ ଥାଆନ୍ତି ।
୪. ଆଜିକା ଦୁନିଆରେ କହାକୁବି ବିଶ୍ୱାସ କରି ନିଜ ସମସ୍ୟା କୁହନ୍ତୁ ନାହିଁ , କାରଣ ମିଠା ମିଠା କଥା କହୁଥିବା ସବୁ ବ୍ୟକ୍ତି ଆପଣଙ୍କର ବନ୍ଧୁ ନୁହନ୍ତି ଦିନେ ନା ଦିନେ ସେ ନିଶ୍ଚୟ ଆପଣ ଙ୍କ ଦୁର୍ବଳତା ଉଠାଇବ।
୫. ଯେପରି ଖରା ବର୍ଷା ଦୁଇଟି ମିଶିବା ଦ୍ଵାରା ଇନ୍ଦ୍ରଧନୁ ହୋଇ ଥାଏ , ଠିକ୍ ସେହି ପରି ସୁନ୍ଦର ଜୀବନ ପାଇଁ ସୁଖ ଦୁଃଖ ଉବାୟ ଜରୁରୀ ହୋଇ ଥାଏ ।
୬. ନିଜ ସମ୍ମାନକୁ ବିସର୍ଜନ ଦେଇ କାହା ସହିତ ସମ୍ପର୍କ ବଜାଇ ରଖିବା କୌଣସି ଦରକାର ନୁହଁ , ଯେଉଁଠି ନିଜର ସମ୍ମାନ ନାହିଁ ସେ ଜାଗାରୁ ଦୂରେଇ ରହିବା ଭଲ ହୋଇ ଥାଏ।
୭. ଚରିତ୍ରରେ ମଇଳା ରଖି ଚେହେରାକୁ ଯେତେ ସଜାଇଲେ ମଧ୍ୟ ସେ ସୁନ୍ଦରତାର କୌଣସି ମୂଲ୍ୟ ନଥାଏ କାହିଁକି ନା ଆଇନ ଆଲୋକରେ ଚମକି ଥାଏ ଅନ୍ଧାରରେ ନୁହଁ।
୮. ଉପଦେଶ ଦେବା ବହୁତ୍ ସହଜ ହୋଇ ଥାଏ କିନ୍ତୁ ଉପାୟ ଅବତାଇବା ଭାରି କଷ୍ଟ କାମ ହୋଇ ଥାଏ ଅନ୍ୟର ଦୁଃଖ ଦେଖି ସମସ୍ତେ ଦୁଃଖୀ ହୋଇଥାନ୍ତି କିନ୍ତୁ ଦୁଃଖ ଦୂର କରିବା ପାଇଁ କେହି ଆସିଥାନ୍ତି ନାହିଁ ।
୯. ପୁକାକରିବ ସମୟରେ ଜାରି ପୂଜା ଥାଳି ପଡ଼ିଯାଏ ଏହା ବହୁତ୍ ଅଶୁଭ ସଂକେତ ହୋଇ ଥାଏ ଏବଂ ଆଗାମୀ ଦିନରେ କୌଣସି ଏକ ଅଘଟଣ ଘଟିବାର ସମ୍ଭାବନା ମଧ୍ୟ ଥାଏ।
୧୦. ଯେଉଁ ମହିଳାମାନଙ୍କର ମୁହଁ ଅତି ସରୁ ବା ଗୋଜିଆ ଦେଖାଯାଏ ସେହି ମହିଳାମାନେ ଜିସ୍ମୋର୍ ପ୍ରକୃତିର ଅଟନ୍ତି ।