ଓଲିଉଡ଼ ଇଣ୍ଡଷ୍ଟ୍ରି ପାଇଁ ବଡ଼ ଖୁସିର ଖବର ଦେଲେ ଅପରାଜିତା ମହାନ୍ତି, ବୁଢ଼ୀ ବୟସରେ ସାଙ୍ଗମାନଙ୍କ ସହିତ କରୁଛନ୍ତି ମସ୍ତି ଜାଣନ୍ତୁ ପ୍ରକୃତ ସତ କଣ

ଓଡ଼ିଆ ଅଭିନେତ୍ରୀ ଅପରାଜିତା ଙ୍କ ଘରକୁ ଆସିଲା ବହୁତ ବଡ଼ ଖୁସି ଖବର ଆପଣ ମାନେ ଅଭିନେତ୍ରୀ ଅପରଜିତଙ୍କୁ ବେଶ ଭଲ ଭାବରେ ଜାଣିଥିବେ ଅସି ଦଶକରୁ ସେ ଓଲିଉଡ଼ ଇଣ୍ଡଷ୍ଟ୍ରି ରେ ଅଭିନୟ କରି ଆସୁଛନ୍ତି । ଅପରାଜିତା ନିଜ ଘରେ ତାଙ୍କ ସାଙ୍ଗ ମାନଙ୍କ ସହିତ ବହୁତ ମଜା ମସ୍ତି କରୁଥିବାର ନଜର ଆସିଛନ୍ତି ପିଲା ବେଳର ସାଙ୍ଗ ଏବଂ ଅଭିନୟ କ୍ୟାରିୟରର ସାଙ୍ଗ ମାନଙ୍କ ସହିତ ଭୋଜି ଭାତ କରୁଥିବା ସହିତ ଘରେ ଏଞ୍ଜୟ କରୁଥିବା ନଜର ଆସିଛନ୍ତି।

ଏବେ ଅପରାଜିତା ଙ୍କୁ ପ୍ରାୟ ୬୪ ବର୍ଷ ବୟସ ହୋଇଗଲାଣି ଏହା ଭିତରେ ଓଡ଼ିଆ ସିନେମାରେ ମଧ୍ୟ ଅଭିନୟ କରୁଥିବାର ନଜର ଆସିଛନ୍ତି। ଅସି ଦଶକରୁ ସେ ପ୍ରାୟ ଶହେ ରୁ ଅଧିକ ଓଡ଼ିଆ ସିନେମାରେ ଅଭିନୟ କରିଛନ୍ତି । ସେ ଏବେ ମା କ୍ୟାରେକ୍ଟରରେ ଅଭିନୟ କରୁଥିବାର ନଜର ଆସୁଛନ୍ତି ।

ଆପଣ ମାନେ ଜାଣିଥିବେ ବାବୁଶାନ୍ ମହାନ୍ତି ଓଲିଉଡ଼ ଇଣ୍ଡଷ୍ଟ୍ରିର ଜଣେ ନାମୀ ଦାମୀ କଳାକାର ଅଟନ୍ତି । ଅପରାଜିତାଙ୍କ ଘରକୁ ଆସି ଯାଇଛି ଏକ ଖୁସି ଖବର ଯାହାକି ଆଗାମୀ ଦିନ ମାନଙ୍କରେ ଅପରାଜିତା ଏକ ଫିଲ୍ମ ପ୍ରଡ୍ୟୁସ କରିବାକୁ ଯାଉଛନ୍ତି। ଗତ ଦିନ ମାନଙ୍କରେ ବାବୁଶାନ୍ ଙ୍କ ପ୍ରଡକ୍ସନ ହାଉସ ରେ ବାବୁଶାନ୍ ଏକ ଚଳଚିତ୍ର ପ୍ରଡ୍ୟୁସ କରିଥିଲେ

ଯାହାର ନାଁ ହେଉଛି ପାୱାର । ଏହି ଚଳ ଚିତ୍ରଟି ବହୁତ ଜବରଦସ୍ତ ହୋଇଥିଲା ଏବେ ପାୱାର ଟିମ ସହ ଯୋଡ଼ି ହୋଇ ଯାଇଛନ୍ତି ଅପରାଜିତା ମହାନ୍ତି ଆଉ ଆଗାମୀ ଦିନ ମାନଙ୍କରେ ସିନେମା ତିଆରି କରି ପ୍ରଡ୍ୟୁସ କରିବାକୁ ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *