ଏହି ଶ୍ରାବଣରେ କୋଟିପତି ହେବେ ୩ ରାଶି, ପ୍ରଭୁ ଭୋଳାଶଙ୍କରଙ୍କ କୃପାରୁ ସୁନା ପରି ଚମକିବ ଏମାନଙ୍କ ଭାଗ୍ୟ ,ମିଳିବ ଅପାର ଧନ ସମ୍ପତ୍ତି

ଜୁଲାଇ ୧୬ ତାରିଖରୁ ଆରମ୍ଭ ହେଉଛି ଶ୍ରାବଣ ମାସ । ଏହି ଶ୍ରାବଣ ମାସ ଅଗଷ୍ଟ ୧୪ ତାରିଖରେ ସମାପ୍ତ ହେବ । ଏଥର ଶ୍ରାବଣ ମାସରେ ୪ଟି ସୋମବାର ପଡୁଛି । ପ୍ରଥମ ସୋମବାର ୨୨ ଜୁଲାଇ, ଦ୍ଵିତୀୟ ସୋମବାର ୧୯ ଜୁଲାଇ, ତୃତୀୟ ସୋମବାର ଅଗଷ୍ଟ ୫ ଓ ଚତୁର୍ଥ ସୋମବାର ୧୨ ତାରିଖରେ ପଡୁଛି । ଶ୍ରାବଣରେ ପଡୁଥିବା ସୋମବାରର ବିଶେଷ ମହତ୍ଵ ରହିଥାଏ । ମାନ୍ୟତା ରହିଛି ଶ୍ରାବଣ ମାସ ସୋମବାରରେ ମହାଦେବଙ୍କର ବିଧି ଅନୁଯାୟୀ ପୂଜା କରିଲେ ସବୁ ଇଚ୍ଛା ପୂରଣ ହୋଇଥାଏ । ଆଜି ଆମେ ଆପଣଙ୍କୁ ଶ୍ରାବଣ ମାସରେ ମହାଦେବଙ୍କ କୃପା କେଉଁ ୩ଟି ରାଶି ଉପରେ ପଡିବାକୁ ଯାଉଛି ସେହି ବିଷୟରେ କହିବାକୁ ଯାଉଛୁ ।

୧. ମେଷ ରାଶି : ଏହି ରାଶିର ଲୋକ ମାନଙ୍କ ଶ୍ରାବଣ ମାସରେ ସମୟ ଶୁଭ ରହିବ । ଆର୍ଥିକ ସ୍ଥିତି ମଜବୁତ ରହିବ । ଅଧା ରହିଥିବା କାମ ସଂପୂର୍ଣ୍ଣ ହେବ । ସବୁ କାମରେ ସଫଳତା ମିଳିବ ଓ ସହଯୋଗ ମିଳିବ । ଧନ ବର୍ଷାର ମଧ୍ୟ ସୁଯୋଗ ରହିଛି । ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବେ । ସମାଜରେ ଆପଣଙ୍କର ମାନ ସମାନ ପ୍ରତିଷ୍ଠା ହେବ । ଯାହା ଦ୍ଵାରା ଲୋକ ମାନେ ଆପଣଙ୍କର ମାର୍ଗ ଦର୍ଶନ କରି ନିଜକୁ ଭାଗ୍ୟଶାଳୀ ମାନେ କରିବେ । ଜୀବନରେ କିଛି ନୂଆ କରିବାର ଇଚ୍ଛା ଆପଣଙ୍କ ମନରେ ଆସିପାରେ ।

୨. କନ୍ୟା ରାଶି : ଏହି ରାଶିର ଲୋକ ମାନଙ୍କ ପାଇଁ ଶ୍ରାବଣ ମାସ ଖୁସି ରେ ଭରପୁର ରହିବ । ଯାତ୍ରା ରୁ ଭଲ ଲାଭ ମିଳିବ । କର୍ମ କ୍ଷେତ୍ର ରେ ନିଜର ଅଲଗା ପରିଚୟ ସୃଷ୍ଟି କରିବେ । ନିବେଶ କରିବା ପାଇଁ ଏହି ଶ୍ରାବଣ ମାସ ଭଲ ସମୟ ରହିବ । ବିଦେଶ ଯାତ୍ରା ପାଇଁ ଆପଣଙ୍କ ପାଇଁ ସୁଯୋଗ ହାତରେ ରହିଛି । ଅଟକି ରହିଥିବା କାମ ସଫଳ ହେବାର ପ୍ରବଳ ଯୋଗ ରହିଛି । ଯେଉଁ ମାନଙ୍କର ବିବାହ ରେ ବିଳମ୍ବ ହେଉଥିଲା ସେମନଙ୍କର ବିଭିନ୍ନ କ୍ଷେତ୍ର ରୁ ବିବାହ ପ୍ରସ୍ତାବ ଆସିପାରେ । ଯେଉଁ ମାନେ ପ୍ରେମ ସମ୍ପର୍କରେ ଅଛନ୍ତି ସେମାନଙ୍କର ପ୍ରେମ ବିବାହ ହେବାର ପ୍ରବଳ ସମ୍ଭାବନା ରହିଛି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

୩. କର୍କଟ ରାଶି : ଏହି ରାଶି ଲୋକ ମାନଙ୍କର ଉପରେ ମହାଦେବଙ୍କର ବିଷେଷ କୃପା ବର୍ଷୀବାକୁ ଯାଉଛି ଏହି ଶ୍ରବଣ ମାସରେ । କାର୍ଯ୍ୟ ରେ ଆସୁଥିବା ବାଧା ଅନେକ ଦୂର ହେବ । ଧନ ବୃଦ୍ଧି ହେବାର ଅନେକ ସମ୍ଭାବନା ରହିଛି । ଅଚାନକ ଭାବରେ ଆମଦାନୀ ହେବ । ନୂଆ କାମରେ ଶୁଭ ଖବର ମିଳିବ । କୋର୍ଟ କଚେରୀ ମାମଲାରେ ଆପଣଙ୍କୁ ସଫଳତା ପ୍ରାପ୍ତ ହେବ । ଆପଣଙ୍କୁ ଅନେକ କ୍ଷେତ୍ର ରେ ସୁଖ ସୁବିଧା ମିଳିବ । ବ୍ୟବସାୟୀ ମାନଙ୍କର ଭଲ ଆମଦାନୀ ହେବ । ଯେଉଁ ମାନେ ପ୍ରେମ କ୍ଷେତ୍ର ରେ ଅଛନ୍ତି ସେମାନଙ୍କ ପାଇଁ ସମୟ ବହୁତ ଭଲ ରହିବ । ଆପଣ କାହାକୁ ପ୍ରପୋଜ କରିବାକୁ ଚାହୁଁଥିଲେ ସମୟ ଉତ୍ତମ ରହିବ ।

Leave a Reply

Your email address will not be published. Required fields are marked *