ତୁଳସୀ ଗଛରେ ବାନ୍ଧି ଦିଅନ୍ତୁ ଏହି ଗୋଟିଏ ଜିନିଷ ହଜାର ଗୁଣା ଧନର ବୃଦ୍ଧି ହୋଇଥାଏ ଏହା ବିନା ତୁଳସୀ ଗଛ ଅଧୁରା ହୋଇଥାଏ ଭଗବାନ ଶ୍ରୀକୃଷ୍ଣ ସ୍ୱୟଂ ତୁଳସୀର ପୂଜା କରିଥିଲେ ଏବଂ କହିଥିଲେ ଏହି ରହସ୍ୟ ବିଷୟରେ ତୁଳସୀ ଗଛ ତ ପ୍ରତ୍ୟକ ହିନ୍ଦୁ ଘରେ ମିଳିଥାଏ କିନ୍ତୁ ବହୁତ କମ ଲୋକ ତୁଳସୀ ସମ୍ବଦିତ ଶାସ୍ତ୍ରରେ ମତ ଯାଇଥିବା କେତେ ସବୁ ମହତ୍ୱପୂର୍ଣ୍ଣ ନିୟମ ବିଷୟରେ ଜାଣି ନାହାଁନ୍ତି ତୁଳସୀର ପୂଜା କେମିତି କରିବା ଦରକାର ତୁଳସୀକୁ ଜଳ କେମିତି ଦେବା ଆବଶ୍ୟକ ତୁଳସୀ ପାଖରେ କେଉଁ ବସ୍ତୁ ରଖିବା ଆବଶ୍ୟକ ଏମିତିରେ କେତେ ମହତ୍ୱପୂର୍ଣ୍ଣ ନିୟମର ପାଳନ କରିବା ଉଚିତ ହୋଇଥାଏ |
ଏହା ଛଡ଼ା ଆପଣ ତୁଳସୀ ଗଛରେ ଏହି ଗୁପ୍ତ ଜିନିଷ ବାନ୍ଧି ଦେବେ ତ ଆପଣଙ୍କୁ ମା ତୁଳସୀଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ଏବଂ ଆପଣଙ୍କ ଘରେ ମା ଲକ୍ଷ୍ମୀଙ୍କ ସର୍ବଦା ବାସ ହୋଇଥାଏ | ତୁଳସୀ ଗଛ ଘରେ ରହିବା ପ୍ରତ୍ୟକ ସଦସ୍ୟଙ୍କ ପାଇଁ ଲାଭକାରୀ ସିଦ୍ଧ ହୋଇଥାଏ ଏହି ଗଛ ପ୍ରତ୍ୟକ ଦୃଷ୍ଟି କୋଣରୁ ଉପଯୋଗୀ ହୋଇଥାଏ ପୁରାଣ ଅନୁସାରେ ତୁଳସୀରେ ଦେବୀ ଲକ୍ଷ୍ମୀଙ୍କର ବାସ ହୋଇଥାଏ ଏବଂ ନିୟମିତ ଭାବରେ ଏହି ଗଛର ପୂଜା କରିବା ଦ୍ୱାରା ଲାଭ ଅବଶ୍ୟ ମିଳିଥାଏ କିନ୍ତୁ ଆପଣ ଯଦି ତୁଳସୀକୁ ଘରେ ରଖିବା ସହିତ ସେଥିରେ ଏହି ଏକ ଜିନିଷ ବାନ୍ଧି ଦେବେ ତ ଆପଣଙ୍କୁ କେତେ ଗୁଣା ଅଧିକ ଫଳ ପ୍ରାପ୍ତି ହୋଇଥାଏ
କାହିଁକିନା ଏହି ଗୋଟିଏ ଜିନିଷ ବିନା ତୁଳସୀକୁ ଅଧୁରା ମନା ଯାଇଥାଏ ଏହି ଜିନିଷ ତୁଳସୀକୁ ସମ୍ପୂର୍ଣ୍ଣ ବନେଇ ଥାଏ | ଏଥିପାଇଁ ଶାସ୍ତ୍ରରେ ଏହାର ସବୁଠୁ ଅଧିକ ମହତ୍ୱ ଜଣା ଯାଇଛି ବନ୍ଧୁଗଣ କେବଳ ଭାରତରେ ନୁହେଁ ସଂସାରରେ ଅନେକ ଦେଶ ମାନଙ୍କରେ ତୁଳସୀକୁ ଗୁଣକାରୀ ଗଛ ଭାବିବାରେ ମନା ଯାଇଥାଏ ଏହି ଗଛରେ ଅନେକ ଔଷଧୀୟ ଗୁଣ ରହିବା ସହିତ ଅନେକ ଆଧ୍ୟାତ୍ମିକ ଗୁଣ ମଧ୍ୟ ରହିଛି |
ବନ୍ଧୁଗଣ କିଛି ଲୋକ ତୁଳସୀ ଗଛକୁ ପୂଜା ତ କରନ୍ତି କିନ୍ତୁ ସେମାନେ ମାତା ତୁଳସୀଙ୍କୁ ଚୁନୁରୀ ଘୋଡ଼ାନ୍ତି ନାହିଁ | ଯେଉଁଥି ପାଇଁ ସେମାନଙ୍କୁ କୋୖଣସି ପ୍ରକାରର ବି ଶୁଭ ଫଳ ପ୍ରାପ୍ତ ହୋଇନଥାଏ |ସର୍ବଦା ମନେ ରଖିବେ ମାତା ତୁଳସୀଙ୍କୁ ଚୁନୁରୀ ନିଶ୍ଚୟ ଚଢ଼ାଇବା ଉଚିତ | ତୁଳସୀରେ ଚୁନୁରୀ ନିଶ୍ଚିତ ବାନ୍ଧିବା ଅବଶ୍ୟକ ହୋଇଥାଏ କାରଣ ମାତା ତୁଳସୀ ଆମ ମାଙ୍କ ପରି ହୋଇଥାଆନ୍ତି ଏବଂ କିଛି ଲୋକ ମାତା ତୁଳସୀଙ୍କୁ ଚୁନୁରୀ ତ ଚଢ଼ାନ୍ତି
କିନ୍ତୁ କିଛି ଲୋକ ଏହାର ଠିକସେ ଧ୍ୟାନ ନିଅନ୍ତି ନାହିଁ | ପ୍ରାୟତଃ ଲୋକମାନେ ତୁଳସୀ ମାତାଙ୍କୁ ଲାଲ ରଙ୍ଗର ଚୁନୁରୀ ଚଢେଇ ଥାଆନ୍ତି | ଲାଲ ରଙ୍ଗର କାରକ ହେଉଛନ୍ତି ମଙ୍ଗଳ ଏବଂ ତୁଳସୀ ମାତାଙ୍କର କାରକ ହେଉଛନ୍ତି ବୁଧ ଗ୍ରହ , ବୁଧ ଏବଂ ମଙ୍ଗଳ ମିତ୍ର ନୁହଁନ୍ତି | ଏଥିପାଇଁ ମାତା ତୁଳସୀଙ୍କୁ ଧଳା କିମ୍ଵା ନାଲି ରଙ୍ଗର ଚୁନୁରୀ ହିଁ ବାନ୍ଧନ୍ତୁ ଏହା ଅତ୍ୟନ୍ତ ଶୁଭ ହୋଇଥାଏ