ବନ୍ଧୁଗଣ ଏବେ ଏବେ ରାସନ କାର୍ଡ କୁ ନେଇ ଆସିଲ ବୋହୁତ ବଡ଼ ଖୁସି ଖବର। ଭଉତ ସାରା ଲୋକ ଙ୍କ ନାମ ରାସନ୍ କାଡ ରେ ଯୋଡ଼ି ହେବା କୁ ଯାଉଛି ଏବଂ ତାସହିତ ମଧ୍ୟ୍ୟ ଆଉଗୋଟେ ଅପଡେଟ ଏସିଛି। ସେହି ଅପଡେଟ ରେ ଜଣାପଡୁଛି।୧୪ଲକ୍ଷ୍ୟ ରୁ ଅଧିକ ଅଯୋଗ୍ୟ ରାସନ୍ କାର୍ଡ ହିତାଧିକାରୀ ଙ୍କ ନାମ କଟା ହେବାକୁ ଯାଉଛି। ରାଜ୍ୟ ରେ ୧୪ଲକ୍ଷ୍ୟ ୫୦ହଜାର ମୃତ ହିତିକରୀଙ୍କ ନାମରେ ରାସନ୍ ହଡ଼ପ ହୋଉଥିଲ। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ସେସବୁ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଛି।
ସେମାନଙ୍କ ସ୍ଥାନରେ ନୂତନ ହିତାଧିକାରୀଙ୍କୁ କରାଯିବ ବୋଲି ଯୋଗାଣ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍ ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନ୍ ଯୁଜନରେ ନୂଆ ରାସନ୍ କାର୍ଡ ପାଇଁ ପ୍ରାୟ ୧୦ଲକ୍ଷ୍ୟ ରୁ ଉର୍ଦ୍ଧ ଅଧିକାରୀ ଆବେଦନ କରିଛନ୍ତି। କେନ୍ଦ୍ର ସରକାରଙ୍କ ନୂଆ ରାସନ୍ କାର୍ଡ ପାଇଁ ବା ପାଇଁ ପ୍ରାୟ ୧୦ଲକ୍ଷ୍ୟ ରୁ ଉର୍ଦ୍ଧ ଅଧିକାରୀ ଆବେଦନ କରିଛନ୍ତି।
କେନ୍ଦ୍ର ସରକାରଙ୍କ ର ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ରାଜ୍ୟ ପାଇଁ ୩କୋଟିରୁ ଅଧିକ ଲୋକଙ୍କୁ ସାମିଲ କରାଯିବ। କିନ୍ତୁ କେନ୍ଦ୍ରର ସରକର ଏହା ର କୋଟା ବଢ଼ାହୁନାହାନ୍ତି। ଅନ୍ୟପକ୍ଷେ ବି.ଯେ.ଡି ଅମଳରେ କାର୍ଯ୍ୟକାରୀ ହୋଉଥିବା ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ପ୍ରାୟ ୧୦ଲକ୍ଷ୍ୟ ଇଦାରିକରି କୁ ସାମିଲ କରାଯାଇଛି।
ତେବେ ୨୦୨୨ରୁ ନୂତନ ରାସନ୍ କାର୍ଡ ଇସୁ କରାଯାଇ ନାହିଁ। ବିଜୁ ସ୍ୟସ୍ତିୟ କଲ୍ୟାଣ କରି କାର୍ଡ ହାତେଇବା ପାଇଁ ବହୁତ୍ ସଂଖ୍ୟକ ରାସନ୍ କାର୍ଡ ଲାଗି ଆବେଦନ କରିବ କୁ ନୂତନ କାର୍ଡ ଇଶୁ ବନ୍ଦ କରାଯାଇଥିଲା। ଏହା ପରେ ନିର୍ବାଚନ ଆସିଲ ରାଜ୍ୟ ରେ ସରକାର ପରିବର୍ତନ ହେବାପାରେ ନୂତନ ହିତାଧିକାରୀଙ୍କୁ କାର୍ଡ ପାଇବା କୁ ଚାହିଁ ରହିଛନ୍ତି।
ତେବେ ଖୁବଶିଘ୍ର ଏହାକୁ ନେଇ ନିଷ୍ପତି ହେବା ବୋଲି ବିଭଗ୍ୟ ସୂତ୍ର ରୁ ଜଣା ପଡ଼ିଛି। ଯୌମାନେ ମୃ-ତ ଅଛନ୍ତି ସେମାନଙ୍କର ନାମରେ ବି ବହୁତ୍ ଗୁଡ଼ିଏ ରାସନ୍ କାର୍ଡ ଥିଲା ଏବେ ସେସବୁ ରାସନ୍ କାର୍ଡ ବନ୍ଦ ହେବାକୁ ଯାଉଛି। ସେସବୁ ଜାଗାକୁ ପୂର୍ଣ୍ଣ କରିବାକୁ ନୂତନ ରାସନ୍ କାର୍ଡ ଯାଞ୍ଚ ହେବାକୁ ଯାଉଛି।