ଦର୍ଶକବନ୍ଧୁ ଆଜିର ବିଷୟଟି ଆପଣଙ୍କ ପାଇଁ ଏକ ବିଶେଷ ବିଷୟ ବସ୍ତୁ ରହିଅଛି ଯାହା ଆପଣଙ୍କ ଭବିଷ୍ୟତ ଆସୁଥିବା ସମୟ କିପରି ରହିବ କଣ ସବୁ ଖୁସି ଖବର ମିଳିବ କଣ ରହିବ ଆପଣଙ୍କ ଭବିଷ୍ୟତ ଆସନ୍ତା କାଲି ଠାରୁ କଣ ସବୁ ପରିବର୍ତ୍ତନ ହେବାକୁ ଯାଉଛି ଆପଣଙ୍କ ଜୀବନରେ ସବୁ କିଛି ଜାଣିବା ଏହି ବିଷୟ ମାଧ୍ୟମରେ | ଆପଣଙ୍କୁ କେବଳ ଏତିକି କାମ କରିବାର ଅଛି ଯେଉଁ ତିନୋଟି ପତ୍ର ଆପଣ ଦେଖୁଛନ୍ତି ସେହି ପତ୍ର ହେଉଛି ଅଶ୍ୱସ୍ତ ଗଛର ପତ୍ର ଅଟେ | ଯାହାକି ବହୁତ ପବିତ୍ର ବୋଲି ବିଚାର କରାଯାଏ ସେଥିରେ ଲେଖା ଅଛି ତିନୋଟି ସଂଖ୍ୟା 1,2 ଏବଂ 3 ଆପଣ ଏହି ତିନୋଟି ସଂଖ୍ୟା ମଧ୍ୟରୁ କୌଣସି ଗୋଟିଏ ସଂଖ୍ୟା ବାଛନ୍ତୁ ବାଛିବା ସମୟରେ ଆପଣ ଆପଣଙ୍କ ଇଷ୍ଟ ଦେବତା ବା ପ୍ରିୟ ଠାକୁରଙ୍କ ତାଙ୍କର ନାମ ଜପ କରି ଗୋଟିଏ ସଂଖ୍ୟାକୁ ବାଛନ୍ତୁ ଏବଂ ସେହି ସଂଖ୍ୟା ଆଧାରରେ ଆପଣ ନିଜ ଭବିଷ୍ୟତ ଜାଣିପାରିବେ | ଆପଣ ଯେଉଁ ସଂଖ୍ୟାର ପତ୍ରଟିକୁ ବାଛିଛନ୍ତି ଆପଣ ତାହା ବିଷୟରେ କୁହା ଯାଉଥିବା କଥା ମାନ ଜାଣନ୍ତୁ ସମ୍ପୂର୍ଣ୍ଣ ବିଷୟଟିକୁ ଦେଖିବା କିଛି ଆବଶ୍ୟକ ନାହିଁ ଯେଉଁ ମାନେ ଯେଉଁ ସଂଖ୍ୟା ବାଛିଛନ୍ତି ତାହା ଆଧାରରେ କୁହା ଯାଉଥିବା କଥାମାନ ଜାଣନ୍ତୁ |
ଆପଣ ଯଦି ପ୍ରଥମ ସଂଖ୍ୟାଟିକୁ ବାଛିଛନ୍ତି ତେବେ ଜାଣିରଖନ୍ତୁ ବର୍ତ୍ତମାନ ଆପଣଙ୍କର ବର୍ତ୍ତମାନ ସର୍ବ ସୌଭାଗ୍ୟ ପ୍ରାପ୍ତିର ଯୋଗ ବିଦ୍ୟମାନ ଆପଣଙ୍କ ପାଇଁ ଏକ ଶୁଭଦଶା ଭୋଗ ହେଉଅଛି | ଦଶା ଫଳର ଅର୍ଥ ମାନ ଯଶ ପ୍ରାପ୍ତିର ଯୋଗ ରହୁଅଛି ଇଛା ଅନୁସାରେ ଫଳ ଆପଣଙ୍କ ଜୀବନରେ ନିହାତି ଭୋଗା ଭୋଗ ହେବ କିନ୍ତୁ ଯେଉଁ ଶୁଭ ଫଳ ଆପଣଙ୍କୁ ପ୍ରାପ୍ତି ହେବାକୁ ଯାଉଅଛି ତାହା ଆପଣ ଆଉ କିଛି ଦିନ ମଧ୍ୟରେ ଆପଣ ଜାଣିପାରିବେ | ଆଗକୁ ଯେଉଁ ଶୁଭଫଳ ଆସୁଅଛି ତାହା ଧୀରେ ଧୀରେ ଆପଣଙ୍କୁ ପ୍ରାପ୍ତି ହେବ ଯେପରିକି ଆପଣ ଜାଣିଥିବେ ଅଶୁଭ ଫଳ ଶୀଘ୍ର ଭୋଗ ହୋଇଥାଏ କିନ୍ତୁ ଶୁଭ ଫଳ ଟିକେ ଡେରିରେ ମିଳିଥାଏ | ଆଜି ପର୍ଯ୍ୟନ୍ତ ଆପଣ ଯାବତୀୟ ଦୁଃଖ କଷ୍ଟ ଭୋଗ କରି ସାରିଛନ୍ତି ଫଳତଃ ଦୁଃଖ ଦରିଦ୍ରତା ମହାଭୟ ,ଆତଙ୍କ ,ଗୁପ୍ତ ଶତ୍ରୁ ବୃଦ୍ଧି ଅଯଥା ଅପବ୍ୟୟ ମାନସିକ ଅସ୍ଥିରତା ତାହା ସହିତ ନାନା ଅଶୁଭ ଫଳ ଆପଣ ଭୋଗ କରି ସାରିଛନ୍ତି ହଟାତ ଧନ ପ୍ରାପ୍ତି ଶୁଭ ସମ୍ବାଦ ଆପଣ ପାଇପାରନ୍ତି | ଆପଣଙ୍କ ଅଟକି ରହିଥିବା ସବୁ କାର୍ଯ୍ୟ ପୂରଣ ହେବ |
ଆପଣ ଯଦି ଦୁଇ ନମ୍ବର ସଂଖ୍ୟାଟିକୁ ବାଛିଛନ୍ତି ତେବେ ଜାଣି ନିଅନ୍ତୁ ବର୍ତ୍ତମାନ ଆପଣ ବହୁତ ଚିନ୍ତାରେ ସମୟ ଅତିବାହିତ କରିଛନ୍ତି ବର୍ତ୍ତମାନ ଦୁଷ୍ଟ ଗ୍ରହ ଆପଣଙ୍କୁ ଶାସନ କରିବାରେ ଲାଗିଛି ବିଶ୍ରାମ ମିଳୁ ନାହିଁ ନାନା ଆଦି କାରଣରୁ ଧନ ବ୍ୟୟ ହେଉଅଛି ଘର ଠାରୁ ବାହାର ଯାଏ ଅଶାନ୍ତିର ନିଆଁ ଜଳୁଛି | କାହା ସହିତ ପ୍ରୀତି ନାହିଁ ଧନ ଆଉ ଆପଣଙ୍କର ହୋଇ ନାହିଁ | ଆପଣ ସାବଧାନ ହୁଅନ୍ତୁ ପାରିବାରିକ କ୍ଷେତ୍ର ହେତୁ ଆପଣ ବହୁତ ଖର୍ଚ୍ଚ କରି ସାରିଛନ୍ତି ପରେ ତାର ଭରଣ ନକରି ପାରି ଚିନ୍ତାରେ କୌଣସି ବିଜନେସ କରୁଛନ୍ତି କିନ୍ତୁ ସେଥିରୁ ଲାଭାଂଶ ଆପଣଙ୍କ ପରିଶ୍ରମର ଫଳ ଅନୁଯାଇ ମିଳିଲା ନାହିଁ | ମହାଭୟ ମଧ୍ୟେ ଦଣ୍ଡ ବ୍ୟାଧିକୁ ହରାଇ ବସିଲେ ସେଥି ନିମନ୍ତେ ଆପଣ ଚିନ୍ତିତ ତ ଏବେ ଚିନ୍ତା ଦୂର କରନ୍ତୁ ଆପଣଙ୍କ ଦୁଃଖ ମୋଚନର ସମୟ ଆସିଯାଇଛି | ଆଜି ଠାରୁ ଆପଣ ବହୁତ ସୁନାମ ଅର୍ଜନ କରିବେ ପଦ ପଦବୀରେ ଯଶ ପ୍ରାପ୍ତିର ଯୋଗ ଦେଖାଦେବ | ଆପଣଙ୍କଜ ଅଶୁଭତ୍ବ ଦୂର ହୋଇ ଶୁଭ ଫଳର ଆଗମନ ହେବାକୁ ଯାଉଛି | ସତ୍ୟ ପଥରେ ଆପଣ ଚାଲନ୍ତୁ ଆପଣଙ୍କ ଜୀବନରେ ନିଶ୍ଚିତ ଭାବରେ ସଫଳ ପ୍ରାପ୍ତି କରିବେ |
ଯଦି ଆପଣ ତୃତୀୟ ନମ୍ବରଟିକୁ ବାଛିଛନ୍ତି ଏହା କଣ କହୁଛି ଆପଣଙ୍କ ଭାଗ୍ୟ ବିଷୟରେ ପୂର୍ବରୁ ଆପଣଙ୍କ ଲାଗି ଯେଉଁ ଦୋଷ ଭୋଗ ହେଉଥିଲା ଆପଣ ସେଥିରେ ମନ୍ଦ ଫଳ ଭୋଗ କରିଥିଲେ ଏଥର ଚିନ୍ତା ଦୂର କରି ଶୁଭ ଫଳର ଆଗମନରେ ରୁହନ୍ତୁ | ବର୍ଷ ଆପଣଙ୍କ ଲାଗି ଶୁଭ ଫଳର ଦଶା ଭୋଗ କରୁଅଛି ଦ୍ୱାଦଶ ଗ୍ରହକୁ ଜଣେ ଜ୍ଞାନୀ ପଣ୍ଡିତକୁ ଦେଖାଇ ନିଅନ୍ତୁ | ଆପଣ ସେହି ନିମନ୍ତେ ନିଵାରଣର ବ୍ୟବସ୍ତା କରାଇ ନିଅନ୍ତୁ ବିଶେଷ କରି ନବଗ୍ରହର ହୋମଟିଏ ନିହାତି କରନ୍ତୁ | ରତ୍ନ ବିଶେଷ କରି ଧାରଣ କଲେ ଶୁଭ ଫଳ ନିଶ୍ଚିତ ପ୍ରାପ୍ତ ହୋଇଥାଏ ଗ୍ରହ ଶାନ୍ତି ହେଲେ ବିଶେଷ କରି ଶୁଭ ଫଳ ପାଇବେ ସଂକ୍ରାନ୍ତି ଦିନ ହୋମ କରି ଏକ ଷଣ୍ଢକୁ ଖାଦ୍ୟ ପ୍ରଦାନ କରନ୍ତୁ ଯାହା ଦ୍ୱାରା ଆପଣଙ୍କର ଗ୍ରହରେ ଯେଉଁ ଶୁଭ ଫଳ ମିଳିବାର ଅଛି ତାହାର ଯୋଗ ଶୀଘ୍ର ଆସିଯିବ | ଇଛା ହେଉଛି ତୀର୍ଥ ଗମନରେ ଯାଆନ୍ତୁ ଆପଣଙ୍କୁ ଶୁଭ ଫଳ ନିଶ୍ଚିତ ପ୍ରାପ୍ତି ହେବ |