ବନ୍ଧୁଗଣ କଣ ଆପଣଙ୍କ ଜୀବନରେ ଚାରି ଦିଗରୁ ପଇସା ଆସିବା ବନ୍ଦ ହୋଇଯାଇଛି ଆପଣଙ୍କ ବେପାର ଠିକ ସେ ଚାଲୁ ନାହିଁ ଆପଣଙ୍କୁ ଭଲ ଚାକିରୀ ଟିଏ ପ୍ରାପ୍ତି ହୋଇ ପାରୁ ନାହିଁ ଆପଣ ଆପଣଙ୍କ ଜୀବନରେ ବହୁତ ସମସ୍ୟା କଷ୍ଟରେ ଅଛନ୍ତି ,ଆପଣଙ୍କ ଶରୀର ସର୍ବଦା ଖରାପ ରହୁଅଛି ତେବେ ଆଜିର ଏହି ବିଷୟଟିକୁ ନିଶ୍ଚିତ ଶେଷ ଯାଏ ଦେଖନ୍ତୁ ଆମେ ଆଜି ଆପଣଙ୍କୁ ଲବଙ୍ଗର ସେହି ଉପାୟ ବିଷୟରେ କହିବାକୁ ଯାଉଅଛୁ ଯାହା ବହୁତ ସରଳ ଏବଂ ଚମତ୍କାର ବିଷୟ ଅଟେ | ଏହି ଉପାୟକୁ ଯଦି ଆପଣ ଶନିବାର ଦିନ ଦୁଇରୁ ଚାରି ମିନିଟ ବାହାର କରି କରିଦିଅନ୍ତି ମାନିକି ଚାଲନ୍ତୁ ଆପଣଙ୍କ ଜୀବନରେ ଖୁସିର ଆଗମନ ହେବ |
ଆପଣ ଆପଣଙ୍କ ଜୀବନରେ ଯେଉଁ ବି କାର୍ଯ୍ୟ ଆରମ୍ଭ କରିବେ ସେହି କାର୍ଯ୍ୟରେ ଆପଣଙ୍କୁ ସଫଳତା ପ୍ରାପ୍ତି ହେବ | ଜ୍ୟୋତିଷ ଶାସ୍ତ୍ରରେ ଲବଙ୍ଗକୁ ବହୁତ ଉତ୍ତମ ମନା ଯାଇଥାଏ କୁହାଯାଏ ଯେ ଲବଙ୍ଗର ଉପାୟ ଯଦି ସଠିକ ଦିନରେ ସଠିକ ମୁହୂର୍ତ୍ତରେ କରାଯାଏ ଏହା କେବେବି ବ୍ୟର୍ଥରେ ଯାଇ ନଥାଏ | ଲବଙ୍ଗକୁ ବହୁତ ପୂଜା ପାଠରେ ମଧ୍ୟ ପ୍ରୟୋଗ କରାଯାଏ ପୂଜା ପାଠରେ ଯଦି ଲବଙ୍ଗର ବ୍ୟବହାର ନକରାଯାଏ ସେହି ପୂଜା ପାଠ ସମ୍ପୂର୍ଣ୍ଣ ହୋଇ ପାରିନଥାଏ | ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ହୋଇଥାଏ ଜ୍ୟୋତିଷ ଉପାୟରେ ଲବଙ୍ଗକୁ ବହୁତ ଚମତ୍କାରୀ ମନାଯାଏ |
କୁହାଯାଏ ଯେ ଲବଙ୍ଗର ଏହି ମହା ଉପାୟ କୌଣସି ବ୍ୟକ୍ତିଙ୍କ ଦୁର୍ଭାଗ୍ୟକୁ ସୌଭାଗ୍ୟର ପରିଣତ କରି ଦେଇଥାଏ | ଲବଙ୍ଗ ବହୁତ ସରଳ ଉପାୟ ଅଟେ ଏହା ସର୍ତ୍ତ ଅଟେ ଏହାକୁ ଆପଣ ସଠିକ ମୁହୂର୍ତ୍ତରେ ପ୍ରୟୋଗ କରିବା ଦରକାର |ଲବଙ୍ଗ ର ଏହି ଉପାୟ ଆପଣ ମନିକି ଚାଲନ୍ତୁ ଆପଣଙ୍କ ଯାହାବି ମନସ୍କାମନା ଥିବ ତାହା ପୂରଣ ହୋଇପାରିବ ଶନି ଦେବଙ୍କ ସେହି କୃପା ଆପଣଙ୍କୁ ପ୍ରାପ୍ତି ହେବ ଯାହା ଦ୍ଵାରା ଆପଣଙ୍କ ଜୀବନର ସବୁ ସମସ୍ୟା ଦୂର ହୋଇଯିବ ।
ସବୁଠୁ ପ୍ରଥମ ଉପାୟ ହେଉଛି ଶତ୍ରୁ ମାନଙ୍କ ଠାରୁ ମୁକ୍ତି ପାଇବା ପାଇଁ ଆପଣ ଜାଣିଛନ୍ତି ଆଜିର ସମାଜ ଏମିତି ସମାଜ ଅଟେ ଯାହାକି ଶତ୍ରୁ ତ ନିଶ୍ଚିତ ଥିବେ ଏବଂ ସେ ସର୍ବଦା କ୍ଷତି କରିବାକୁ ଚାହୁଥିବେ ଆପଣଙ୍କୁ କେବଳ ଏହା କରିବାର ଅଛି ଲଗାତାର ପାଞ୍ଚୋଟି ଶନିବାର ଶନିଙ୍କ ମନ୍ଦିର ଯାଆନ୍ତୁ ଶନିଙ୍କ ମନ୍ଦିରକୁ ଯିବା ପରେ ଆପଣ ସେଠାରେ ଏକ ସୋରିଷ ତେଲର ଦୀପ ଜଳାନ୍ତୁ ସେଥିରେ ଏକ ଲବଙ୍ଗ ପକାଇ ଦିଅନ୍ତୁ
ଏତିକି ଯଦି ଆପଣ ପାଞ୍ଚୋଟି ଶନିବାର କରି ଦିଅନ୍ତି ମାନି ଚାଲନ୍ତୁ ଶନିଦେବଙ୍କ ସେହି କୃପା ଆପଣଙ୍କୁ ପ୍ରାପ୍ତି ହେବ ଯାହା ଦ୍ଵାରା ଯେଉଁ ଶତ୍ରୁ ଆପଣଙ୍କ ପଛରେ ପଡ଼ିଥିବ ତାହାର ବିନାଶ ହେବ । ସେ ଆପଣଙ୍କର କିଛି ବି କ୍ଷତି କରିପାରିବ ନାହିଁ ଯେଉଁ ବ୍ୟକ୍ତିଙ୍କୁ ଶନି ମହାରାଜଙ୍କ ଆଶୀର୍ବାଦ ମିଳିଥାଏ ସେହି ବ୍ୟକ୍ତିର ଯେତେ ବି ଶତ୍ରୁ ଥାଆନ୍ତୁ ନା କାହିଁକି ସେମାନେ ତାହାର କେବେବି କିଛି କରିପାରିବେ ନାହିଁ ।