ଦର୍ଶକ ବନ୍ଧୁ ଅଭିନେତ୍ରୀ ରିୟା ବର୍ତ୍ତମାନ ବିବାଦ ଘେରରେ ଛନ୍ଦି ହୋଇଛନ୍ତି ରିୟା ଙ୍କ ନାଁରେ ଥାନାରେ ଏତଲା ରହିଛି ଆଉ ଏହି ଘଟଣାର ତଦନ୍ତ ବର୍ତ୍ତମାନ ସମୟରେ ଜାରି ରହିଛି । ଗତ କାଲି ଆପଣ ମାନେ ଏସଂପର୍କରେ ବେଶ୍ ଭଲ କରି ଜାଣିବାକୁ ପାଇଥିବେ ଅଭିନେତ୍ରୀ ରିୟା ଦେ ଙ୍କ ନାଁରେ ଥାନାରେ ଏତଲା ରହିଛି ତାଙ୍କ ଚାକରାଣୀ କୁ ଘରୋଇ ହିଂସା ଏବଂ ତା ସହିତ ଅତ୍ୟାଚାର କରିଛନ୍ତି ।
ତାଙ୍କୁ ଘରେ କାମ କରାଉ ଛନ୍ତି ଟଙ୍କା ଦେଉ ନାହାଁନ୍ତି ମାଡ଼ ମାରିଛନ୍ତି ତାଙ୍କ ଉପରେ ଶାରୀରିକ ଏବଂ ମାନସିକ ଅତ୍ୟାଚାର କରିଛନ୍ତି ବୋଲି ଚାକରାଣୀ ଥାନାରେ ଏତଲା ଦେଇଥିଲେ ଏବଂ ଏସବୁ ପରେ ସମସ୍ତଙ୍କ ନଜର ରହିଥିଲା ଯେ ରିୟା ଏନେଇ କଣ କହୁଛି । ଥାନାରେ ଏତଲା ପରେ ଘଟଣାର ତଦନ୍ତ ଜାରି ରହିଛି ଏବଂ ସମସ୍ତଙ୍କ ନଜର ଥିଲା ଅଭିନେତ୍ରୀ ରିୟା ବର୍ତ୍ତମାନ ପର୍ଯ୍ୟନ୍ତ କାହିଁକି ଚୁପ ହୋଇ ରହିଛନ୍ତି
ପ୍ରକୃତରେ କଣ ସେ ଏମିତି କାମ କରିଛନ୍ତି । ଚାକରାଣୀ ଙ୍କ ଅଭିଯୋଗ ମୁତାବକ ରିୟା ତାଙ୍କ ଉପରେ ଘୋର ଅତ୍ୟାଚାର କରିଛନ୍ତି ସେ ଦେଢ଼ ବର୍ଷ କାମ କରିବା ଭିତରେ ପାଖାପାଖି ତାଙ୍କୁ ଦଶ ହଜାର ଟଙ୍କା ପ୍ରଦାନ କରିଥିଲେ ଆଉ ବର୍ଷ ପାଖାପାଖି ହେଲା ତାଙ୍କୁ ଆଦୌ ଟଙ୍କା ଟିଏ ଦେଇନଥିଲେ ଏମିତି ଅନେକ ଅଭିଯୋଗ ମୁତାବକ ଉଲ୍ଲେଖ ରହିଥିଲା । ବର୍ତ୍ତମାନ ସମୟରେ ଏକ ବଡ଼ ଖବର ଆସି ପହଁଚିଛି ଅଭିନେତ୍ରୀ ରିୟା କଣ ପାଇଁ ମୁହଁ ଖୋଲି ନାହାଁନ୍ତି ।
ଅପଡେଟ ମୁତାବକ କଟକ ପୋଲିସ ଏନେଇ ତଦନ୍ତ ଜାରି ରଖିଛି ରିୟା ଙ୍କୁ ପଚରା ଉଚୁରା ପାଇଁ ଡକା ଯାଇପାରେ ଏସଂପର୍କରେ ସ୍ପଷ୍ଟି କରଣ କରାଯାଇ ନାହିଁ କିନ୍ତୁ ଶୁଣିବାକୁ ମିଳିଛି ଯେ ପୋଲିସ ରିୟା ଙ୍କୁ ସାମ୍ନାକୁ ଆଣି ତଦନ୍ତ କରିବେ ଯେ କଣ ପ୍ରକୃତରେ ଘଟିଥିଲା ରିୟା କଣ ପାଇଁ ଏପରି କାମ କରିଛନ୍ତି ।