ବନ୍ଧୁଗଣ ଏହି ବର୍ଷ ଶ୍ରବଣ ମାସ କେବେ ଆରମ୍ଭ ହେଉଛି ଏହି ବର୍ଷ ବୋଲବମ୍ କେତେ ପାଳି ପଡୁଅଛି କଣ ରହିଛି ନିୟମ ଆସନ୍ତୁ ଜାଣିବା | ବନ୍ଧୁଗଣ ଶ୍ରବଣ ମାସ ଆସୁଅଛି ଯାହା ଆପଣଙ୍କର ଜୁଲାଇ 22 ତାରିଖରେ ପ୍ରଥମ ପାଳିହେଉଛି ଶ୍ରବଣ ମାସର ବୋଲବମ୍ ପାଳି | ଯଦି ଆପଣ ମାନେ ବୋଲବମ୍ ଯାଉଛନ୍ତି ତେବେ ଆପଣମାନେ ମହା ଭାଗ୍ୟବାନ ଅଟନ୍ତି କାହିଁକିନା ଶ୍ରବଣ ମାସ ହେଉଛି ଶିବଙ୍କର ମାସ ମହାଦେବଙ୍କର ଅତ୍ୟନ୍ତ ପ୍ରିୟ ମାସ ଆଉ ଏହି ଶ୍ରବଣ ମାସରେ ଦେବଦେବ ମହାଦେବ ପୃଥିବୀ ଲୋକରେ ପରିଭ୍ରମଣ କରିଥାନ୍ତି |
ଏବଂ ତାଙ୍କର ଭକ୍ତ ମାନଙ୍କୁ ଆଶ୍ରିବାଦ ପ୍ରଦାନ କରିଥାନ୍ତି | ଆଉ ଯେଉଁମାନେ ବୋଲବମ୍ ଯାତ୍ରା କରିଥାନ୍ତି ସେମାନେ ମହା ଭାଗ୍ୟଶାଳୀ ହୋଇଥାନ୍ତି ଆଉ ସେମାନଙ୍କ ସବୁ ମନସ୍କାମନା ମହାଦେବ ପୁର୍ଣ କରିଥାନ୍ତି | ଶ୍ରବଣ ମାସରେ ଯଦି ଆପଣ ଜଳାଅଭିଷେକ କରୁଛନ୍ତି ବା ବୋଲବମ୍ ଯାତ୍ରୀ ଯେଉଁମାନେ ଅଛନ୍ତି ମାନେ ରଖିଥାନ୍ତୁ ସେମାନେ ଆସନ୍ତା ଜୁଲାଇ 22 ତାରିଖରେ ପ୍ରଥମ ପାଳି ଆପଣ ବୋଲବମ୍ ଯାତ୍ରା କରିପାରିବେ ଆଉ ଦ୍ଵିତୀୟ ପାଳିହେଉଛି ଜୁଲାଇ 22 ତାରିଖରେ ଆପଣଙ୍କର ମନ ଭିତରେ ପ୍ରଶ୍ନ ଥିବ ଏଥର କେତେ ପାଳି ପଡୁଛି ବୋଲବମ୍ |
ଆମେ କହୁଚୁ ଆସନ୍ତା ଜୁଲାଇ 22 ତାରିଖରେ ପ୍ରଥମ ପାଳି ଦ୍ଵିତୀୟ ପାଳି ଜୁଲାଇ 29 ତାରିଖ ଆଉ ତାପରେ ତୁତୀୟ ପାଳି ହେଉଛି 5ଅଗଷ୍ଟ ଆଉ ଚତୃର୍ଥ ପାଳିହେଉଛି 12 ଅଗଷ୍ଟ | ତେଣୁ ସେଥିପାଇଁ ଏହି ଚାରି ପାଳି ହେଉଛି ଆପଣଙ୍କର ପ୍ରକୃତ ଉଦ୍ଧିଷ୍ଟ ଶିବମନ୍ଦିରରେ ଜଳ ଅଭିଷେକ କରିବା ପାଇଁ | କିନ୍ତୁ 19 ତାରିଖରେ ଆପଣଙ୍କର ଯେଉଁ ସୋମବାର ପଡୁଅଛି ସେଦିନ ପୂର୍ଣମୀ ପଡୁଅଛି |
19 ତାରିଖରେ ସୋମବାର ପଡୁଥିବାରୁ ଅନେକ ଲୋକଙ୍କ ମନରେ ପ୍ରଶ୍ନ ଅସୁଥିବକି ଏଥର ପାଞ୍ଚ ପାଳି ପଡୁ଼ଛିକି ବୋଲବମ୍ କିନ୍ତୁ ବନ୍ଧୁଗଣ ପୂର୍ଣମୀ ଦିନ ଜଳାଭିଷେକ କରିବା କଥା ନୁହେଁ କାହିଁକିନା ଦେବଦେବ ମହାଦେବ ପୂର୍ଣ୍ଣମୀ ଦିନ ସ୍ମଶାନରେ ମହାଦେବ ସମାଧିରେ ଥାନ୍ତି ତେବେ ସେଥିପାଇଁ ଜଳାଭିଷେକର ପ୍ରକୃତ ପୂଣ୍ୟଫଳ ଭକ୍ତମାନଙ୍କୁ ମିଳିନଥାଏ |