ଆଣ୍ଠୁଗଣ୍ଠି ବିନ୍ଧା,ଅଣ୍ଟାବିନ୍ଧା,ହାତବିନ୍ଧା କେବଳ ୧ ମାସରେ ଭଲ ହେବ କରନ୍ତୁ ଏହି ଚମତ୍କାରୀ ଘରୋଇ ଉପଚାର ଚାଲି ପାରୁନଥିଲେ ଦୌଡ଼ିବେ

ବନ୍ଧୁଗଣ ଆପଣ ନିଶ୍ଚୟ ରସୁଣ ର ସେବନ କରିଥିବେ । ରସୁଣ ର ଅଗଣିତ ଫାଇଦା ବିଷୟରେ ଆପଣ ହୁଏ ତ ଜାଣି ନ ଥିବେ । ଆଜି ଆମେ ଆପଣଙ୍କୁ ରସୁଣ ର କିଛି ଫାଇଦା ବିଷୟରେ କହିବାକୁ ଯାଉଛି । 

1- ରସୁଣ କୁ ଖାଲି ପେଟରେ ସେବନ କରିଲେ ଏଥିରୁ ଆଡିଶ୍ନାଲ ଫାଇଦା ଦେଖିବାକୁ ମିଳିଥାଏ । ଛୋଟ ଠାରୁ ବଡ ସମସ୍ତେ ରସୁଣ ର ସେବନ କରିପାରିବେ । ରସୁଣ ପେସ୍ତା ବେକରେ ମାଲିସ କରିଲେ ଚମତ୍କାରୀ ଫାଇଦା ଦେଖିବାକୁ ମିଳିଥାଏ ।

2- ରସୁଣ କୋଲେଷ୍ଟ୍ରୋଲକୁ କମ କରିଥାଏ, ହାର୍ଟ ସମସ୍ଯା ଦୂ ହୋଇଥାଏ ।

3- ବ୍ରେନ ବିକାଶ କରିବାରେ ରସୁଣ ଚମତ୍କାରୀ ହୋଇଥାଏ । ଯଦି ଆପଣ ରସୁଣର ପ୍ରତିଦିନ ସେବନ କରନ୍ତି ତେବେ ବ୍ରେନ ଭଲ କାମ କରିଥାଏ । ବୃଦ୍ଧ ଅବସ୍ଥାରେ ସ୍ମରଣ ଶକ୍ତିର ଅଭାବ ହେଉଥିଲେ ରସୁଣ ସେବନ କରି ଠିକ କରିପାରିବେ ।

4- ହଜମ କରିବାରେ ଏହା ଚମତ୍କାରୀ ଫାଇଦା ପହଞ୍ଚାଇଥାଏ ।

5- ରସୁଣ ଖାଇଲେ ଡାଇବେଟିସ ବା ବ୍ଲଡ଼ ସୁଗାର ନିୟନ୍ତ୍ରଣ ହୋଇଥାଏ । କଞ୍ଚା ରସୁଣ ସେବନ ଦ୍ଵାରା ବ୍ଲଡ଼ ସୁଗାର କଣ୍ଟ୍ରୋଲ ରହିଥାଏ ।

6- ରସୁଣ ଇମ୍ୟୁନିଟି ସିଷ୍ଟମକୁ ଶକ୍ତିଶାଳୀ କରିଥାଏ । ରସୁଣ ସହ ଯଦି ଆପଣ ଭିଟାମିନ-ସି ର ସେବନ କରନ୍ତି ଏହା ବହୁତ ଭଲ କାମ କରିଥାଏ ।

7- ସ୍କିନ ପାଇଁ ରସୁଣ ବହୁତ ଭଲ ହୋଇଥାଏ । ଆପଣଙ୍କର ବ୍ରଣ ସମସ୍ଯା ଥିଲେ ରସୁଣରୁ ରସ କାଢି ଏହାର ବ୍ୟବହାର କରିପାରିବେ ।

8- ରସୁଣରେ କ୍ୟାନ୍ସର ଠିକ କରିବାରେ କ୍ଷମତା ରହିଥାଏ । ଷ୍ଟୋମାକ କ୍ୟାନ୍ସରରେ ବି ଏହା ଫାଇଦା ପହଞ୍ଚାଇଥାଏ । ରସୁଣରେ ଆଣ୍ଟି ବ୍ୟାକ୍ଟେରିୟାଲ ଗୁଣ ରହିଥାଏ ।

9- ରସୁଣର ସେବନ କରି ଓଜନ ହ୍ରାସ କରି ହେବ । ଏହା ଦ୍ଵାରା ସେଥିରୁ ମାଗାନିଜ, ଭିଟାମିନ-ବି12, ସି, ଫାଇଭର, କପର, ପୋଟାସିୟମ ମିଳିଥାଏ ।

10- ରସୁଣ ଖାଇଲେ କିଡନୀ ସୁସ୍ଥ ରହିଥାଏ । ଏହା ଦ୍ଵାରା ଆପଣଙ୍କର ଏକ୍ସସାଇଜ କପାସିଟି ବଢିଥାଏ । ଏହା ସହ ଲିଭର ମଧ୍ୟ ସୁସ୍ଥ ରହିଥାଏ ।

11- ଯେଉଁ ମାନଙ୍କର ଆଁଠୁ ଗଣ୍ଠି ଯନ୍ତ୍ରଣା ଅଛି ସେମାନଙ୍କୁ ରସୁଣ ଖାଇବା ଉଚିତ । ହାର୍ଟ ରୋଗୀ ଏହାର ସେବନ କରିଲେ ରକ୍ତ ପତଳା ରହିଥାଏ । ତେବେ 100 ଗ୍ରାମ ରସୁଣରେ 145 କ୍ୟାଲୋରି ମିଳିଥାଏ । ଏଥିରୁ ସବୁ ପ୍ରକାରର ଫାଇଦା ମିଳିଥାଏ । କିନ୍ତୁ କିଛି ଲୋକଙ୍କୁ ଏହାର ସ୍ମେଲ ପସନ୍ଦ ଆସି ନ ଥାଏ । କାରଣ ଏଥିରୁ ଶଲଫର କମ୍ପାଉଣ୍ଡ ମିଳିଥାଏ ।

ସେଥିପାଇଁ ଏହାର ସ୍ମେଲ ତେଜ ହୋଇଥାଏ । ଦିନକୁ ଯଦି ଆପଣ 4 ଗ୍ରାମ ରସୁଣ ର ସେବନ କରିବେ ଏହା ବହୁତ ଭଲ ଅଟେ । ଏହାର ଅଧିକ ସେବନ କରିଲେ ଗ୍ଯାସ ସମସ୍ଯା ହୋଇପାରେ । ପ୍ରତିଦିନ ରସୁଣ ର 2ଟି ପାଖୁଡା ଖାଇପାରିବେ । ଏହାର ପାଉଡର ମଧ୍ୟ ପାଣିରେ ମିଶାଇ ଖାଇପାରିବେ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *