ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ କହିବୁ କି ବିଶ୍ୱ ର ସବୁଠୁ ବଡ ଦେବତା କିଏ ହୋଇ ଥାନ୍ତି । ସେହି ବିଷୟ ରେ କହିବୁ ଏହି ବିଷୟ ରେ ବିଭିନ୍ନ ଲୋକ ମାନଙ୍କ ମତ ଭିନ୍ନ ହୋଇ ଥାଏ । ହେଲେ ଏହି ସଂସାର କଥା କୁ ଯଦି ଆମେ ନେବା ତେବେ ସବୁଠୁ ବଡ ଦେବତା ହେଲେ ବ୍ରହ୍ମା ବିଷ୍ଣ ଏବଂ ମହେଶ୍ୱର । ଯଦି ଆମେ ଏହି ବିଚାର କୁ ନେବା ତେବେ ଏହିି ତିନି ଜଣ ହିଁ ଆମ ପାଇଁ ବଡ । କିନ୍ତୁ ଶାସ୍ତ୍ର ର ମତ ରେ ଏହି ତିନି ଜଣ ଙ୍କ ଉପର କୁ ବି ଆଉ ଜଣେ ରହିଛନ୍ଚି ଜାହାଙ୍କର ସ୍ୱତନ୍ତ୍ର ପରିଚୟ ରହିଛି । ବ୍ର
ହ୍ମା ବିଷ୍ଣ ଏବଂ ମହେଶ୍ୱର ଙ୍କୁ ପାଳନ କର୍ତ୍ତା , ସଂଙ୍ଘାର କର୍ତା ଏବଂ ସୃଷ୍ଟି କର୍ତା ଭାବେ ଆମେ ଯେଉଁ ଦେଖୁଛେ ଏହାକୁ ଆମକୁ ପ୍ରଥମେ ଆମ ପାଖରେ ଆମର ବାପା ଏବଂ ମାଆ ହିଁ ଆପଣ ମାନଙ୍କୁ ସିଖେିଛନ୍ତି ତେବେ ସେମାନେ ହେଲେ ଆମ ପାଇଁ ସବୁଠ ବଡ ଦେବତା । କାରଣ ବାପା ମାଆ ଏକ ନୁହେଁ ବରଂ ସେମାନେ ଦୁହେଁ ମିଶିିବା ପରେ ଗୋଟିଏ ସୃଷ୍ଟି କରି ଥାନ୍ତି । ଜାହାର ସନ୍ତାନ ହୋଇ ଆମେ ମାନେ ଏହି ସଂସାର କୁ ଆସିଛେ । ତେବେ ବିଚାର କୁ ନେଲେ ବାପା ମାଆ ଯେତେ ବେଳେ ମିଳନ କରିଲେ
ସେମାନେ ସେତେ ବେଳେ ଆମ ପାଇଁ ସୃଷ୍ଟି କର୍ତା ଏବଂ ସେହି ପରି ବେଳେ ଯେତେ ବେଳେ ଆମର ପରିବାର ଲୋକ ମାନେ ମାଆ ଏବଂ ବାପା ମିଶି ଆମର ଲାଳନ ପାଳନ କରିଲେ ସେହି ସମୟ ରେ ସେମାନେ ଆମ ପାଇଁ ପାଳନ କର୍ତା ହେଲେ ଏବଂ ଆଉ ଯେତେ ବେଳେ ଆମ ମନ ମଧ୍ୟ ରେ ରହି ଥିବା ସମସ୍ତ ଭୁଲ ଧାରଣା ନାନାଧି ମତ କୁ ନିବେଦ କରି ନଷ୍ଟ କରି ଏଏବଂ ସଂଘାର କରି ଆମକୁ ସଠିକ୍ ରାସ୍ତା କୁ ସେମାନେ ଆଣି ଥାନ୍ତି ସେହି ସମୟରେ ସେମାନେ ଆମର ସଂଙ୍ଘାର କର୍ତ୍ତା ହୋଇ ଥାଆନ୍ତି ।
ସେମିତି ରେ ଓଡ଼ିଆ ସାହାତ୍ୟ କାର ମାନେ ବି ଏହି କଥା କୁ କହି ଥାନ୍ତି କି ପିତା ମାତା ଠାରୁ ଆଉ ବଡ ଦେବତା ଏହି ଦୁନିଁଆ ରେ କେହି ବି ନାହିଁ । ତାଙ୍କରୀ ଆଶିଷେ ସାହା ଏକା ସିନା ବିପଦୁ ତରିବ ପାଇଁ । ହେଲେ ଆଜିର ସମୟ ରେ ପୁଅ ମାନେ ବାପା ମାଆ ଙ୍କ ବୃଦ୍ଧ ଅବସ୍ଥା ରେ ସେମାନଙ୍କ ସେବା ନ କରି ସେମାନଙ୍କ ପ୍ରିୟ ଭାଜନ ନ ହୋଇ ବରଂ ସେମାନେ ସେମାନଙ୍କୁ ଜରା ଶ୍ରମ ବୃଦ୍ଧା ଶ୍ରମ ରେ ସେମାନଙ୍କୁ ଛାଡି ଦେଉଛନ୍ତି ।
ହେଲେ ଶାସ୍ତ୍ର ବିଦ୍ ମାନଙ୍କ ଅନୁସାରେ ବାପା ମାଆଙ୍କ ମୁଣ୍ଡିଆ ନ ମାରି ସେମାନଙ୍କ ସେବା ନ କରି ବାପା ମାଆ ଙ୍କୁ ଦେବତା ବୋଲି ବିଚାର ନ କରି ଆପଣ ମାନେ ସକାଳୁ ଉଠି ବିଶ୍ୱ ର ବଡ ମନ୍ଦିର ରେ ପୂଜା କରିଲେ ବି ଆପଣ ମାନଙ୍କୁ କେହି ବି ଫଳ ଦେବେ ନାହିଁ ଏହି କଥା ର ସବୁ ସମୟ ରେ ସଂମ୍ପର୍ଣ ଭାବେ ମନେ ରଖି ଥିବେ ।