ବାଛନ୍ତୁ ନିଜ ପସନ୍ଦର ଗୋଟିଏ ପଥର(Stone) ଓ ଜାଣନ୍ତୁ ଆପଣଙ୍କର ଦୁଃଖର ଦିନ କେବେ ସରି ସୁଖର ଦିନ ଆସିବ

ଦେଖନ୍ତୁ ଏହି ଚିତ୍ରଟି ରେ 6 ଟି ପଥର ଦିଆଯାଇଛି ଏମାନଙ୍କ ମଧ୍ୟରୁ କେଉଁ ପଥରଟି ଅଧିକ ଆକର୍ଷିତ କରିଲା କିମ୍ବା ଆପଣଙ୍କ ଦୃଷ୍ଟି କେଉଁ ପଥର ଉପରେ ଯାଇ ଅଟକିଲା ଏହି କଥା ଆପଣଙ୍କ ବିଷୟରେ କିଛି ଖାସ କଥା କହିଥାଏ । ଆପଣ ଯେଉଁ ଚିନ୍ତା ଦେଇ ଘେରି ହୋଇ ରହିଛନ୍ତି ଆପଣ ଯେଉଁ ସମୟ ଦେଇ ଅତିକ୍ରମ କରୁଛନ୍ତି ସେହି ସବୁର ସମାଧାନ ଏହି ପଥର ମଧ୍ୟରେ ଲୁଚିକି ରହିଅଛି ବାଛନ୍ତୁ ନିଜ ପସନ୍ଦର ଗୋଟିଏ ପଥର ।

ଆପଣ ଯଦି ଏହି ପ୍ରଥମ ପଥରଟିକୁ ବାଛିଛନ୍ତି ଏହାର ଅର୍ଥ ଏହା ଅଟେ କି ଆପଣ ପ୍ରତ୍ୟେକ ଜିନିଷ ଠାରୁ ନିଜର ସ୍ଵତନ୍ତ୍ର ତାକୁ ଅଧିକ ପ୍ରାଥମିକତା ଦେଇଥାଆନ୍ତି ଏହି ଷ୍ଟୋନ ଆପଣଙ୍କୁ କହିଥାଏ କି ଆପଣଙ୍କ ଜୀବନର ସମସ୍ୟା ଏବଂ ସଂସାରର ଜଞ୍ଜାଳରୁ ମୁକ୍ତି ଆବଶ୍ୟକ । ଆପଣଙ୍କୁ ଏପରି ଏକ ଜାଗାକୁ ଯିବାର ଅଛି ଯେଉଁଠାରେ ଆପଣ ବାହାରର ଦୁନିଆର ଚିନ୍ତା ଧାରାକୁ ଭୁଲି ନିଜର ଉପରେ ଧ୍ୟାନ ଦେଇପାରିବେ ନିଜ ଭିତରେ ଶବ୍ଦକୁ ଶୁଣି ପାରିବେ ।

ଦ୍ୱିତୀୟ ଷ୍ଟୋନର ନିର୍ଣ୍ଣୟ ଏହା ଦର୍ଶାଉଛି ଯେ ଆପଣଙ୍କ ଜୀବନ ଏବେ ପରିବର୍ତ୍ତନର ରୂପ ନେଉଛି ଶୀଘ୍ର ହିଁ ଆପଣଙ୍କ ଜୀବନରେ ସକରାତ୍ମକ ପରିବର୍ତ୍ତନ ଆସିବାକୁ ଯାଉଛି ଆପଣଙ୍କ ଭିତରେ ଆଧ୍ୟାତ୍ମିକ ପରିବର୍ତ୍ତନ ଆସିବ ଯାହାକୁ କେବଳ ଆପଣ ଅନୁଭବ କରିପାରିବେ ପ୍ରେମ ସମ୍ଵାଦରେ ପରିମାର୍ଜିତ ଅନୁଭବ କରିବେ |

ଯେଉଁ ମାନେ ତୃତୀୟ ଷ୍ଟୋନଟିକୁ ବାଛିଛନ୍ତି ତେବେ ଏହି ତୃତୀୟ ଷ୍ଟୋନ କହୁଛି ଆପଣ ବହୁତ ଆଶାବାଦୀ ପ୍ରକୃତିର ବ୍ୟକ୍ତି ଅଟନ୍ତି ଆପଣଙ୍କ ଭବିଷ୍ୟତ ଯେତେ ଉଜ୍ଜଳ ହୋଇପାରେ ତାହା ଅବଶ୍ୟ ହିଁ ହେବ ଆପଣ ଅନ୍ୟମାନଙ୍କ ଦୁଃଖ ଏବଂ ଭାବନାକୁ ଯେତେ ଅଧିକ ବୁଝି ପାରିବେ ତେବେ ଆପଣଙ୍କୁ ସେତେ ଅଧିକ ଲାଭ ପ୍ରାପ୍ତ ହେବ |

ଆପଣ ଯଦି ଚତୁର୍ଥ ଷ୍ଟୋନଟିକୁ ବାଛିଛନ୍ତି ଆପଣଙ୍କ ଚେତନା ଏହା କହିବାକୁ ଚାହୁଁଚି କି ଏବେ ଯେଉଁ ସମୟ ଚାଲୁଚି ତାହା ପୁରୁଣା ଜିନିଷ ପୁରୁଣା ସମ୍ବଦ ଓ ପୁରୁଣା ଜୀବନ ଶୈଳୀ ଠାରୁ ଅଧିକ ବ୍ରେକ ନେବାର ଅଛି ଆପଣଙ୍କୁ ନୂଆ ଜୀବନ ପ୍ରତି ଅଧିକ ଧ୍ୟାନ ଦେବାକୁ ପଡ଼ିବ ଓ ପୁରୁଣା କଥାକୁ ଭୁଲି ଆଗକୁ ବଢ଼ିବା ଆବଶ୍ୟକ |

ଆପଣ ଯଦି ପଞ୍ଚମ ଷ୍ଟୋନଟିକୁ ବାଛିଛନ୍ତି ଏହାର ଅର୍ଥ ଏହା ଅଟେ କି ଆପଣଙ୍କ ମୃତ ପୂର୍ବଜ କିମ୍ବା ଆପଣଙ୍କ ଅତି ନିକଟୀୟ ମୃ-ତ ସମ୍ପର୍କୀୟ ଆପଣଙ୍କୁ ବିଶେଷ ଚେତନା ଦେବାକୁ ପ୍ରୟାସ କରୁଛନ୍ତି ଆପଣଙ୍କୁ ଏପରି କିଛି ଭାବନା ବୁଝିବା ଏବଂ ଜାଣିବା ଆବଶ୍ୟକ |

ଷଷ୍ଠ ଷ୍ଟୋନ ଛଅ ନମ୍ବର ଷ୍ଟୋନ ବାଛିବାର ଅର୍ଥ ଏହା ଆପଣଙ୍କ ଭିତରେ ଥିବା ରୋମାଣ୍ଟିକ ବ୍ୟକ୍ତିତ୍ୱର ରହସ୍ୟ ଖୋଲୁଅଛି ଯାହାକୁ ସର୍ବଦା ଡିଆଁ ଡି କରିବା ଓ ମଜାମସ୍ତି କରିବାର ସବୁଠାରୁ ଅଧିକ ଆଗ୍ରହ ଅଟେ | ଆପଣଙ୍କୁ ନୂଆ ନୂଆ ଅନୁଭବ ପାଇବା ଏବଂ ସେଥିପାଇଁ ପ୍ରୟାସ କରିବା ବହୁତ ଆବଶ୍ୟକ ଏବଂ ଏମାନେ ନୂଆ ନୂଆ ମିତ୍ର କରିବାରେ ତତ୍ପର ରହିଥାଆନ୍ତି |

Leave a Reply

Your email address will not be published. Required fields are marked *