ବାଛନ୍ତୁ ନିଜ ପସନ୍ଦର ଗୋଟିଏ ମାଛ(Fish) ଓ ଜାଣନ୍ତୁ ଆପଣଙ୍କର ଆଗାମୀ ଭବିଷ୍ୟତ,ବ୍ୟକ୍ତିତ୍ୱ ଏବଂ ସ୍ଵଭାଵ ବିଷୟରେ

ଆଜିର ବିଷୟରେ ଆମେ ଜାଣିବା ତିନୋଟି ମାଛର ଆଧାରରେ ଆପଣ ଆପଣଙ୍କ ଭବିଷ୍ୟତ ବିଷୟରେ ଜାଣିପାରିବେ କଣ କଲେ ଆପଣଙ୍କ ଜୀବନରେ ଉନ୍ନତି ଆସିବ କେଉଁ ଦୁଃଖ ଏବେ ଆପଣଙ୍କ ଜୀବନରେ ଚାଲୁଅଛି କେଉଁ ସମସ୍ୟା ଦେଇ ଆପଣ ଗତି କରୁଛନ୍ତି ଏବଂ ତାହାର ସମାଧାନ କଣ ରହିବ | ସବୁକିଛି ଆଜିର ବିଷୟରେ ଆମେ ଜାଣିପାରିବା ଆପଣଙ୍କୁ କେଵଳ ଗୋଟିଏ ରଙ୍ଗର ମାଛକୁ ପସନ୍ଦ କରିବାର ଅଛି ତାହାର ଆଧାରରେ ଆମେ ଆପଣଙ୍କୁ କହିବୁ ଆପଣ ବର୍ତ୍ତମାନ କେଉଁ ସ୍ଥିତିରେ ସୂଚାଉଛି ଦେଖନ୍ତୁ ତିନୋଟି ରଙ୍ଗର ମାଛ ଆପଣଙ୍କ ଆଗରେ ରହିଅଛି ହଳଦିଆ ରଙ୍ଗ ,ନାଲି ରଙ୍ଗ ଏବଂ ନୀଳ ରଙ୍ଗ | ଏହି ଯେଉଁ ତିନୋଟି ମାଛ ଅଛନ୍ତି ସେମାନେ ଆପଣଙ୍କ ଭବିଷ୍ୟତକୁ ନେଇ କଣ କହୁଛନ୍ତି ଆପଣ ଏହି ତିନୋଟି ମାଛରୁ ଯେକୌଣସି ଗୋଟିଏ ମାଛକୁ ବାଛନ୍ତୁ ଏବଂ ଦେଖନ୍ତୁ ସେ ଆପଣଙ୍କ ବିଷୟରେ କିପରି ସବୁ କିଛି କହି ଦେଇଯାଉଛି |

ପ୍ରଥମେ ଆସନ୍ତୁ ଚର୍ଚ୍ଚା କରିବା ନୀଳ ରଙ୍ଗ ବିଷୟରେ ଯଦି ଆପଣ ଏହି ରଙ୍ଗର ମାଛଟିକୁ ପସନ୍ଦ କରିଛନ୍ତି ତେବେ ଜାଣନ୍ତୁ ଆପଣଙ୍କ ବର୍ତ୍ତମାନ କିପରି ଚାଲୁଅଛି ଏବଂ ଭବିଷ୍ୟତ କିପରି ରହିବ | ଆପଣ ବର୍ତ୍ତମାନ ବ୍ୟଗ୍ରହମନା ହୋଇ ପ୍ରଶ୍ନର ଆଶ୍ରୟ ନେଇଛନ୍ତି ଯାହା ହେଉ ଆପଣଙ୍କ ନିମନ୍ତେ ବର୍ତ୍ତମାନ ବହୁତ ଶୁଭ ସମୟ ଆସିଯାଇଛି ଆପଣଙ୍କ ସବୁ ଦୁଃଖର ସମୟ ଦୂର ହେବାକୁ ଯାଉଛି ଏସବୁ ଆପଣଙ୍କ ଜାତକର ମନ୍ଦ ଦଶା ପ୍ରଭାବରୁ ହେଉଥିଲା ଏଥି ଯୋଗୁଁ ଆପଣ ବହୁତ ମନ୍ଦ ଫଳ ଭୋଗ କରିଛନ୍ତି ରୋଗରେ ପଡ଼ି ବହୁ ଅର୍ଥ ଆପଣ ବ୍ୟୟ କରି ସାରିଛନ୍ତି ଆପଣଙ୍କ ସବୁ ଗୃହ ଉପକରଣ ନଷ୍ଟ ହୋଇଯାଇଛି ଗୃହ ଉପକରଣ ଯୋଗୁ ଆପଣ ଅଧିକ ଖର୍ଚ୍ଚାନ୍ତ ହୋଇଛନ୍ତି | ଆପଣ ଆଉ ଚିନ୍ତା କରନ୍ତୁ ନାହିଁ ଆପଣଙ୍କ ମନ୍ଦ ଦଶାର ସମୟ ବ୍ୟତୀତ ହୋଇ ଭଲ ସମୟ ଆସିଯାଇଛି ନିଜ ପ୍ରିୟ ଇଷ୍ଟ ଦେବତାଙ୍କ ସ୍ମରଣ କରନ୍ତୁ ଆଗାମୀ ଦିନ ଖୁସିରେ କଟିବ |

ଦ୍ୱିତୀୟରେ ଆପଣ ଯଦି ହଳଦିଆ ରଙ୍ଗଟିକୁ ବାଛିଛନ୍ତି ତେବେ ଜଣାନ୍ତୁ ଆପଣ ଯାହା ମନ ମଧ୍ୟରେ ଗ୍ରହଣ କରିଛନ୍ତି ତାହା ଅତ୍ୟନ୍ତ ଉନ୍ନତ ଅଟେ ବର୍ତ୍ତମାନ ଆପଣଙ୍କ ଜୀବନରେ ପାପ ଫଳ ମାନ ଦୂର ହୋଇ ଶୁଭ ଫଳର ଆଗମନ ସମୟ ଆସିଯାଇଛି | ପଣ୍ଡିତଙ୍କୁ କୋସ୍ଟି ଦେଖାଇ ଦିଅନ୍ତୁ ଦେଖିବେ କୋସ୍ଟିରେ ଚନ୍ଦ୍ର ବଳ ,ରବି ପାପ ଗୁହେ ଶତ୍ରୁ ସହ କବଳିତ ରାହୁ ବୃହସ୍ପତିଙ୍କୁ ଖଣ୍ଡନ କରୁଅଛି ତାର ନିରାକରଣ କରିବା ନିମନ୍ତେ ରୂପା ମୁଦ୍ରାରେ ମୁକ୍ତା ଧାରଣ କରନ୍ତୁ | ଆପଣଙ୍କ ଜୀବନରେ ଆନନ୍ଦ ନିକଟରେ ହେଲେ ମଧ୍ୟ ସାମାନ୍ୟ ବିଳମ୍ବ ହେଲେ ମଧ୍ୟ କିନ୍ତୁ ଆପଣଙ୍କ ଜୀବନରେ ଶୀଘ୍ର ଶୁଭ ସମୟର ଆଗମନ ହୋଇଯିବ ନିକଟରେ ବନ୍ଧୁଙ୍କ ସାହାଯ୍ୟରେ ଆସିବେ ଆପଣଙ୍କୁ ସେହି ବନ୍ଧୁ ହିଁ ସାହାଯ୍ୟ କରିବେ |

ତୃତୀୟରେ ଆପଣ ଯଦି ନାଲି ରଙ୍ଗର ମାଛକୁ ଚୟନ କରିଛନ୍ତି ତାହେଲେ ଆପଣ ଦେଖିବାକୁ ବହୁତ ସୁନ୍ଦର ଏବଂ ଜଣେ ଜ୍ଞାନୀ ବ୍ୟକ୍ତି ଅଟନ୍ତି ଆପଣ ଅନେକ କିଛି କଥାକୁ ବିଶ୍ୱାସ କରୁ ନାହାନ୍ତି ଯାହା ଆପଣଙ୍କର ଏମଙ୍ଗଳ ହେବ । ଆଗାମୀ ଦିନରେ ଆପଣଙ୍କୁ ଶୁଭ ଫଳ ମିଳିବ ।]ନିରାକରଣ ନିମନ୍ତେ ଆପଣ ଗ୍ରହ ଶାନ୍ତି ପୂଜା କରନ୍ତୁ । ଶ୍ରଦ୍ଧାର ସହିତ ସବୁ କଷ୍ଟ ସହି ଚାଲନ୍ତୁ ଉନ୍ନତି ମିଳିବ । ଆପଣ ଯାହା ଭାବୁଥିଲେ ସେଥିରେ ସଫଳ ହେବେ । ପୂର୍ବରୁ କରିଥିବା କାର୍ଯ୍ୟକୁ ଭୁଲି ବର୍ତ୍ତମାନ କାର୍ଯ୍ୟରେ ମନ ଦିଅନ୍ତୁ ଯଶ ପ୍ରୀତି ଲାଭ କରିବେ ।

Leave a Reply

Your email address will not be published. Required fields are marked *