ବର୍ଷା ପରେ ସୁପର ଓଭରରେ କାନାଡାକୁ ଆଣ୍ଠେଇଦେଲା ଭାରତ,କାନ୍ଦି କାନ୍ଦି ହାରିଲା କାନାଡା ଭାରତୀୟ ବ୍ୟାଟର କଲେ ରେକର୍ଡ

କାନାଡା ବିପକ୍ଷରେ T20 ବିଶ୍ଵକପର ଚତୁର୍ଥ ମ୍ୟାଚ୍ ଖେଳା ଯାଇଥିଲା ସବୁଠାରୁ ବଡ଼ କଥା ହେଉଛି ଏହି ମ୍ୟାଚ୍ ମଧ୍ୟରେ ବର୍ଷା ହେବା ଯୋଗୁ ମ୍ୟାଚ ଆରମ୍ଭ ବହୁତ୍ ବିଲମ୍ଭରେ ହୋଇଥିଲା ପୁଣି ଥରେ ଭାରତ କାନାଡା କୁ ଅତି ଶୋଚନୀୟ ଭାବରେ ପରାସ୍ତ କରିଥିଲା ଏବଂ ଭାରତ ତାର ଗ୍ରୁପ୍ ଷ୍ଟେଜ ମଧ୍ୟରେ ସମସ୍ତ ମ୍ୟାଚ୍ ଖେଳି ସମସ୍ତ ମ୍ୟାଚରେ ବିଜୟ ଅର୍ଜନ ସେମି ଫାଇନାଲ ମଧ୍ୟରେ ଅତି ସହଜରେ ପ୍ରବେଶ କରିବାରେ ସଫଳ ହୋଇଛି

ତେବେ କଣ ଆପଣ ମାନେ ଜାଣିବାକୁ ଚାହୁଁ ଛନ୍ତି କି କେପରି ଭାରତ କାନାଡା କୁ ପାଣି ପିଆଇଥିଲ ଯଦି ଜାଣିବାକୁ ଚାହୁଁ ଛନ୍ତି ତାହେଲେ ଆସନ୍ତୁ ଜାଣିବା । ବନ୍ଧୁଗଣ ଭାରତ ଓ କାନାଡା ମଧ୍ୟରେ ଟସ୍ କାର୍ଯ୍ୟ କର୍ମ ରାତି ୭.୩୦ ମିନିଟ୍ ରେ ହେବାକୁ ଥିଲା ହେଲେ ଟସ୍ ପଡ଼ିବ ୧୫ ମିନିଟ୍ ପୂର୍ବରୁ ବହୁତ୍ ଜୋରରେ ବର୍ଷା ହୋଇଥିଲା

ଯେଉଁଠି ପାଇଁ ଟସ୍ ପଡ଼ିବାରେ ବିଳମ୍ବ ହେବାକୁ ମ୍ୟାଚ୍ ମଧ୍ୟ ବହୁତ୍ ଡେରିରେ ଆରମ୍ଭ ହେଲା ସେତେବେଳକୁ ରାତି ୧୦ ଟା ହୋଇଥିଲା ତାପରେ ଓ ସୁପର ଓଭର ମ୍ୟାଚ୍ ଆରମ୍ଭ ହେଲା ଯେଉଁଥିରେ ଭାରତ ପ୍ରଥମେ ବ୍ୟାଟିଂ କରି ୧୬ ରନ୍ ସଂଗ୍ରହ କରିଥିଲା ଏହି ସୁପର ଓଭର ମଧ୍ୟରେ ରୋହିତ ଶର୍ମା ଦୁଇଟି ଚୌକା ଓ ଏକ ଛକା ମାରି କାନାଡା କୁ ୧୭ ରନ୍ ର ଲକ୍ଷ୍ୟ ଦେଇଥିଲା ।

ତେବେ ୧୭ ରନର ବିଜୟ ଲକ୍ଷକୁ ଆଖିରେ ରଖି କାନାଡା ବ୍ୟାଟିଂ କରିବାକୁ ପିଚ୍ ଉପରକୁ ଆସିଥିଲା ହେଲେ ବୁମ୍ରା ଙ୍କ ଘାତକ ବୋଲିଂ ଆଗରେ ଠିଆ ହୋଇ ପାରିଲେ ନାହିଁ। ଯାହା ଫଳରେ ମାତ୍ର ୭ ରନ୍ ସଂଗ୍ରହ କରି ଦଳ ପରାଜୟ ବରଣ କରିଥିଲେ ।

Leave a Reply

Your email address will not be published. Required fields are marked *