ବାସ୍ତୁ ଶାସ୍ତ୍ରରେ ମୟୂର ପଙ୍ଖର ବହୁତ ମହତ୍ତ୍ଵ ରହିଥାଏ ବାସ୍ତୁ ଶାସ୍ତ୍ର ଅନୁସାରେ ମୟୂର ପଙ୍ଖ ଘରେ ରହିବା ଅତ୍ୟନ୍ତ ଶୁଭ ହୋଇଥାଏ ଏହା ଯେଉଁ ସ୍ଥାନରେ ଥାଏ ସେଠାକାର ନକରାତ୍ମକ ଉର୍ଜାକୁ ନଷ୍ଟ କରି ଦେଇଥାଏ । ଶାସ୍ତ୍ରରେ ମୟୂର ପଙ୍ଖକୁ ସୁଖ ସମୃଦ୍ଧିର ମହତ୍ତ୍ଵ ମନା ଯାଇଥାଏ ଏହା ଅତ୍ୟନ୍ତ ଚମତ୍କାର ହେବା ସହିତ ଘରର ବାସ୍ତୁ ଦୋଷକୁ କମ କରିବାରେ ସହାୟକ ହୋଇଥାଏ ।
ମୟୂର ପଙ୍ଖ ଯଦି ଘରେ ରଖିଛନ୍ତି ଏହି ସବୁ ନିୟମ ପାଳନ ଅବଶ୍ୟ କରନ୍ତୁ ତେବେ ଯାଇ ଏହାର ସକରାତ୍ମକ ପ୍ରଭାବ ଦେଖିବାକୁ ମିଳିଥାଏ । ବାସ୍ତୁ ଶାସ୍ତ୍ର ଅନୁସାରେ ମୟୂର ପଙ୍ଖର ସ୍ଥାନ ବିଷୟରେ କୁହାଯାଇଛି ଯଦି ଆପଣ ମୟୂର ପଙ୍ଖକୁ ସଠିକ୍ ଜାଗାରେ ରଖୁଛନ୍ତି ତ ଏହା ଘରର ନକରାତ୍ମକ ଊର୍ଜାକୁ ସଫା କରି ଦେଇଥାଏ ଯଦି ଆପଣଙ୍କ ଘରେ ଧନର ଅଭାବ ରହୁଛି
ପଇସା ସଞ୍ଚୟ କରି ପାରୁ ନାହାଁନ୍ତି ଏବଂ ତାହାକୁ ସଠିକ ଦିଗରେ ବା ସ୍ଥାନରେ ନିଶ୍ଚିତ ସ୍ଥାପନ କରନ୍ତୁ ଏହା ନିଶ୍ଚିତ ଭାବରେ ଆପଣଙ୍କ ଘରେ ଧନର ବୃଦ୍ଧି କରିବ। ପ୍ରାଚୀନ କାଳରେ ମୟୂର କୁ ଏକ ଚମତ୍କାର ଯନ୍ତ୍ର ମନା ଯାଇଥାଏ ତନ୍ତ୍ର ସାଧନାର ଏହାର ପ୍ରୟୋଗ କରି ଶତ୍ରୁ ନାଶ ତଥା ଖରାପ ଶକ୍ତି ଗୁଡ଼ିକୁ ନଷ୍ଟ କରା ଯାଇଥାଏ ।
ଜ୍ୟୋତିଷ ବିଜ୍ଞାନରେ ମୟୂର ପଙ୍ଖର ମହତ୍ତ୍ଵ ରହିଅଛି ଆୟୁର୍ବେଦ ପଙ୍ଖରେ ମୟୂର ପଙ୍ଖା ନଷ୍ଟ କରିବାର ବହୁତ ମହତ୍ତ୍ଵ ରହିଅଛି ଏହା ବହୁତ ରୋଗକୁ ନଷ୍ଟ କରିବାରେ ମଧ୍ୟ ସହାୟକ ହୋଇଥାଏ ।