ବଡ଼ ଦାଣ୍ଡରେ କାନ୍ଦିଲା ପୁଅ ଗୁରୁତର ମା ପାଇଲା ନୂଆ ଜୀବନ ,ପ୍ରକୃତ ଘଟଣା ଜାଣିଲେ ଆପଣଙ୍କ ଲୋମ ଟାଙ୍କୁରୀ ଉଠିବ

ଦର୍ଶକ ବନ୍ଧୁ ଆଜି ଆମେ ଆପଣଙ୍କୁ ଏପରି ଏକ ସତ ଘଟଣା ବିଷୟରେ କହିବାକୁ ଯାଉଛୁ ଯାହାକୁ ଶୁଣିଲେ ଆପଣଙ୍କ ଜଗନ୍ନାଥଙ୍କ ଉପରେ ଥିବା ଭରଷା ଆହୁରି ଅଧିକ ବଢିଯିବ ଓ ଆପଣଙ୍କ ଆଖିରୁ ଲୁହ ଝରି ଆସିବ ତାହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ସେହି ସତ୍ୟ ଘଟଣା ବିଷୟରେ । ପୁଅ ବିଶ୍ବମ୍ବର ଆସିଥିଲା ଜଗନ୍ନାଥଙ୍କ ଦର୍ଶନ କରିବାକୁ ପୁରୀ , ପୁରୀ ସମୁଦ୍ର କୁଳରୁ ଗାଧୋଇ ବାହାରିଲା ଶ୍ରୀମନ୍ଦିରକୁ ଜଗନ୍ନାଥଙ୍କ ଦର୍ଶନ କରିବା ପାଇଁ ଦର୍ଶନ କରି ଅବଢ଼ା ଖାଇ ମନ୍ଦିରରୁ ବାହାରକୁ ଆସିଲା ବେଲକୁ ଆସିଲା ବାପାଙ୍କ ଫୋନ ।

ବାପା କହିଲେ ତୋ ମା ଦେହ ବହୁତ୍ ଅସୁସ୍ଥ ଅଛି ଏହା ଶୁଣି ବିଶ୍ବମ୍ବର ହତାଶ ହୋଇ ମନ୍ଦିର ଭିତରକୁ ଯାଇ ପ୍ରାର୍ଥନା କରିବାକୁ ଲାଗିଲେ ଆଉ କହିଲେ କଣ ତୁ ଏତେ ନିଷ୍ଟୁର ହୋଇଗଲୁ ଯେ ତତେ ତୋ ଭକ୍ତର ଆଖିର ଲୁହ ଦେଖା ଯାଉନି ତାପରେ ଫୁଣି ପ୍ରାର୍ଥନା କରିବାକୁ ଲାଗିଲେ କେମିତି ତାଙ୍କ ମା ଦେହ ଭଲ ହେବ ସେ ତାଙ୍କୁ ଯାଇ ଦେଖା କରିବ

ତାପରେ ସେ ଆହୁରି କିଛି ସମୟ ପ୍ରାର୍ଥନା କରିବା ପରେ ତାଙ୍କ ବାପାଙ୍କ ଫୋନ ଆସିଲା ତାପରେ ସେ କହିଲେ ତୋ ମା ଦେହ ସୁସ୍ଥ ହୋଇଯାଇଛନ୍ତି ସେକଥା ଶୁଣି ବିଶ୍ବମ୍ବର ଖୁସିରେ କାନ୍ଦି ପକାଇଲେ ଓ ଜଗନ୍ନାଥ ମହା ପ୍ରଭୁଙ୍କୁ ମୁଣ୍ଡିଆ ମାରି ବାହାରି ପଡ଼ିଲେ ମାଙ୍କୁ ଦେଖା କରିବା ପାଇଁ ଯାଇ ତାଙ୍କ ମାଙ୍କୁ ଖୁସିରେ କୁଣ୍ଢାଇ ପଚାରିଲେ ତୋର କଣ ହେଇଥିଲା ।

ତାପରେ ତାଙ୍କ ମା କହିଲେ ମୋ ମୁଣ୍ଡ ବୁଲେଇ ପକାଇଲା ତାପରେ ମୁଁ ରୋଷେଇ ଘର ପଡିଗଲେ ତାପରେ ତୋ ବାପା ମତେ ମେଡିକାଲ ନେଇକି ଆସିଲେ ମୁଁ ଭାବିଥିଲି ମୁଁ ବଞ୍ଚିବିନି ହେଲେ କେମିତି ମୁଁ ବଞ୍ଚିଲି ମୁବି ଜାଣିନି ସବୁ ସେହି କାଳିଆ ଠାକୁରଙ୍କ ଲୀଳା । ଆଗକୁ ଶୁଣିବାକୁ ଚଉଥିଲେ ତଳେ ଦିଆ ଯାଇଥିବା ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ ।

Leave a Reply

Your email address will not be published. Required fields are marked *